Odisha Link
Bridging the Missing Links in Odisha

ବର୍ଷାରେ ଭୁବନେଶ୍ବର ରାସ୍ତା ବୁଡ଼ିଲା

ଭୁବନେଶ୍ବର: ଭୁବନେଶ୍ବରରେ ପ୍ରବଳ ବର୍ଷା। ଆଜି ଅପରାହ୍ନରେ ରାଜଧାନୀ ସମେତ ଆଖପାଖ ଅଞ୍ଚଳରେ ହୋଇଥିଲା ଜୋରଦାର ପ୍ରବଳବର୍ଷା। ଯାହାଫଳରେ ବର୍ଷା ଯୋଗୁଁ ରାଜଧାନୀର ତଳିଆ ଅଞ୍ଚଳରେ ପାଣିର ସୁଅ ଛୁଟୁଛି।

ବର୍ଷା ପାଣି ଜମିବାରୁ ଅନେକ ସ୍ଥାନ ରେ ପାଣି ମଧ୍ୟ ପଶି ଯାଇଛି। ପ୍ରାୟ ଦେଢ଼ ଘଣ୍ଟା ହେବ ବର୍ଷା ଲାଗି ରହିଥିଲା। ପ୍ରବଳ ବର୍ଷା ଯୋଗୁଁ ଯାତାୟାତ ପ୍ରଭାବିତ ହୋଇଛି। ବିଭିନ୍ନ ଛକରେ ଗାଡିମଟର ଅଟକି ରହିଛି।

Leave A Reply

Your email address will not be published.