ପାଣିପାଗ ଖବର: କମିବ ଶୀତ, ଆଜିଠୁ ୨ ଦିନ…
ଓଏଲ୍ ବ୍ୟୁରୋ: ପୂର୍ବ ଅପେକ୍ଷା ଏବେ ରାଜ୍ୟରେ ଟିକେ କମିଛି ଶୀତ। ହେଲେ ରାଜ୍ୟର ବିଭିନ୍ନ ସ୍ଥାନରେ ଘନ କୁହୁଡ଼ି ଦେଖିବାକୁ ମିଳୁଛି। ଏହାରିମଧ୍ୟରେ ରାଜ୍ୟର ଉପକୂଳ ଜିଲ୍ଲାଗୁଡ଼ିକରେ ମେଘୁ୍ଆ ପାଗ ମଧ୍ୟ ପରିଲିକ୍ଷିତ ହେଉଛି । ଏପରିକି ଆଜି ଓ ୧୮ ତାରିଖରେ ଉତ୍ତର ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା…