Odisha Link
Bridging the Missing Links in Odisha

ସୁନ୍ଦରଗଡରେ ବିଜୁ ସ୍ମାର୍ଟ ହେଲଥ କାର୍ଡ…

ସୁନ୍ଦରଗଡ: ଆଜି ସୁନ୍ଦରଗଡ ଗସ୍ତରେ ଯାଇ ରାଉରକେଲାରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ନୂଆ ସ୍ମାର୍ଟ କାର୍ଡ ବଣ୍ଟନର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଆଇଜିଏଚ୍‌ ସୁପର ସ୍ପେଶିଆଲିଟି ହସ୍ପିଟାଲ ସମ୍ମିଳନୀ କକ୍ଷରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…

୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି

ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କାରଣରୁ ରାଜ୍ୟରେ ଲଗାଣ ବର୍ଷା ଜାରି ରହିଛି। ଆସନ୍ତା ୪୮ ଘଣ୍ଟାରେ ଏହା ପଶ୍ଚିମ ଉତ୍ତର-ପଶ୍ଚିମ ଦିଗରେ ଗତି କରିବ। ଆସନ୍ତା ୪୮ ଘଣ୍ଟାରେ ଛତିଶଗଡ଼, ମଧ୍ୟପ୍ରଦେଶ ମୁହାଁ ହେବ। ପରବର୍ତ୍ତୀ ୬ ଘଣ୍ଟାରେ ଦୁର୍ବଳ ହୋଇ ଅବପାତରେ ପରିଣତ ହେବ। ଏହା…

ଏକାଠି ହେଲେ ରିଲାଏନ୍ସ ଏଣ୍ଟରଟେନ୍‌ମେଣ୍ଟ…

ମୁମ୍ବାଇ: ଦେଶର ବହୁ ନାମୀଦାମୀ କମ୍ପାନୀ ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ହିନ୍ଦୀ ସିନେମା ଜଗତର ପ୍ରତିଷ୍ଠିତ କମ୍ପାନୀ ଟି-ସିରିଜ୍ ଖୁବ୍ ଶୀଘ୍ର ମିଳିତ ଭାବେ କାମ କରିବାକୁ ଯାଉଛନ୍ତି। ରିଲାଏନ୍ସ ଏଣ୍ଟରଟେନମେଣ୍ଟ ଓ ଟି-ସିରିଜ୍, ମିଳିତ ସହଯୋଗରେ ୧୦ଟି ଫିଲ୍ମ ପ୍ରସ୍ତୁତ କରିବା ନେଇ ଘୋଷଣା କରିଛନ୍ତି।…

ବର୍ଷାର ପ୍ରଭାବରୁ ଆଜି ନନ୍ଦନକାନନ ବନ୍ଦ

ଭୁବନେଶ୍ୱର: ଲଗାଣ ବର୍ଷା କାରଣରୁ ଆଜି ନନ୍ଦନକାନନକୁ ପର୍ଯ୍ୟଟକଙ୍କ ପାଇଁ ବନ୍ଦ କରାଯାଇଛି। ନନ୍ଦନକାନନର ୪ଟି ସଫାରୀ ସମେତ ବୋଟିଂକୁ ବି ବନ୍ଦ କରିଦିଆଯାଇଛି। ପର୍ଯ୍ୟଟକ ଓ ଜୀବଜନ୍ତୁଙ୍କ ସୁରକ୍ଷା ପାଇଁ ଆଜି ଏହାକୁ ବନ୍ଦ କରିବା ନେଇ ନିଷ୍ପତି ନିଆଯାଇଛି। ତେବେ ଲଗାଇ ବର୍ଷା କାରଣରୁ କୌଣସି…

ରାଜ୍ୟରେ ଦିନକରେ ୪୨୮ କରୋନା ପଜିଟିଭ…

ଭୁବନେଶ୍ୱର: ରାଜ୍ୟରେ ଧୀରେ ଧୀରେ ତଳକୁ ଖସୁଛି କରୋନା ସଂକ୍ରମଣ ପାରା। ଗତ ୨୪ ଘଣ୍ଟା ମଧ୍ୟରେ ୪୨୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୫୨ ଜଣ କ୍ୱାରେଣ୍ଟାଇନ୍‌ରୁ ହୋଇଥିବା ବେଳେ ୧୭୬ ଜଣ ଲୋକାଲ୍‌ କେସ୍‌ ରହିଛନ୍ତି। ସେହିପରି ଚିହ୍ନଟ ହୋଇଥିବା…

ଭିଜିଲାନ୍ସ ଜାଲରେ କୋଟିପତି ଅଙ୍ଗନବାଡ଼ି…

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଅଙ୍ଗନବାଡ଼ି ଦିଦି। କୋଟି କୋଟି ଟଙ୍କାର ମାଲିକ ଅଙ୍ଗନବାଡ଼ି ଦିଦିଙ୍କୁ। ଆୟ ବହିର୍ଭୂତ ସମ୍ପତି ଠୁଳ ଭିଜିଲାନ୍ସ ଧରିଛି। ଭୁବନେଶ୍ୱରର କୋରଡ଼କଂଟା ଠାରେ ଅଙ୍ଗନବାଡ଼ି ଦିଦି ଅଛନ୍ତି କବିତା ମାଥାନ। ଭିଜିଲାନ୍ସ ଏକକାଳୀନ ୬ଟି ସ୍ଥାନରେ ଭିଜିଲାନ୍ସରେଡ଼ କରିବା ସହ ଅନେକ…

ଇଞ୍ଜିନିୟରିଂ ପାଠ୍ୟକ୍ରମରେ ପଢାଯିବ…

ମଧ୍ୟପ୍ରଦେଶ: ଏଣିକି ମଧ୍ୟପ୍ରଦେଶର କଲେଜରେ ପଢାଯିବ ରାମାୟଣ, ମହାଭାରତ ଓ ଶ୍ରୀରାମଚରିତ ମାନସ ଭଳି ମହାପୁରାଣ। ସେହିପରି ଇଞ୍ଜିନିୟରିଂ ପାଠ୍ୟକ୍ରମରେ ମଧ୍ୟ ରାମାୟଣ ଓ ମହାଭାରତ ବଢାଯିବ ବୋଲି ଘୋଷଣା କରିଛନ୍ତି ମଧ୍ୟପ୍ରଦେଶ ସରକାର। ଚଳିତ ଶିକ୍ଷା ବର୍ଷରୁ ଶ୍ରୀରାମଚରିତ ମାନସକୁ ବିକଳ୍ପ ବିଷୟ ଭାବେ…

ରନ୍ଧା ଓ ଶୁଖିଲା ଖାଦ୍ୟ ପାଇଁ ଏସଆରସିଙ୍କ…

ଭୁବନେଶ୍ୱର: ରାଜ୍ୟରେ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ଲୋକମାନେ ଘରୁ ବାହାରକୁ ବାହାରି ପାରୁନାହାନ୍ତି। ପ୍ରବଳରୁ ଅତି ପ୍ରବଳ ବର୍ଷା ଦୃଷ୍ଟିରୁ ଏସଆରସିଙ୍କ ପକ୍ଷରୁ ସତର୍କତା ଜାରି ହୋଇଛି। ସବୁ ଜିଲ୍ଲାପାଳମାନଙ୍କୁ ସତର୍କ ରହିବାକୁ ଏସଆରସି ପ୍ରଦୀପ ଜେନା ନିର୍ଦ୍ଦେଶ ଦେଇଛନ୍ତି। ବର୍ଷା…

ବଢ଼ି ପାଣି ମଝିରେ ଫସି ରହିଛନ୍ତି ବୃଦ୍ଧା

ଅନୁଗୁଳ: ବଢ଼ି ପାଣି ମଝିରେ ଫସି ରହିଛନ୍ତି ବୃଦ୍ଧା। ଅନୁଗୁଳ ସଦର ହୁଳୁରୁସିଂହା ଦେଇ ବହି ଯାଉଥିବା ଲିଙ୍ଗରା ନାଳରେ ବଢ଼ି ପାଣି। ବଢ଼ି ପାଣି ମଝିରେ ଫସି ରହିଛନ୍ତି ଜଣେ ବୃଦ୍ଧା। ତାଙ୍କୁ ଉଦ୍ଧାର କରିଵାକୁ ଯାଇ ଆଉ ଜଣେ ଯୁବକ ମଧ୍ୟ ନାଳ ମଝି ପଥରରେ ଅଟକି ରହିଥିବା ବେଳେ ପ୍ରାୟ ୨ ଘଣ୍ଟା ହେଲାଣି…

ମାଲବାହୀ ଟ୍ରେନ୍‌ ଲାଇନ୍‌ଚ୍ୟୁତ, ୧୨…

ଅନୁଗୁଳ: ତାଲଚେର ରୋଡରୁ ଅନୁଗୁଳ ଅଭିମୁଖେ ଯାଉଥିବା ଏକ ଗହମ ବୋଝେଇ ମାଲବାହୀ ଟ୍ରେନ୍‌ ଗତ ରାତିରେ ଲାଇନଚ୍ୟୁତ୍‌ ହୋଇଯାଇଛି। ଲଗାଣ ବର୍ଷା ଯୋଗୁ ଅନୁଗୁଳ-ତାଳଚେର ରୋଡର ଭୋଗବେରଣୀ ନିକଟସ୍ଥ ଏକ ପୋଲ ଦବି ଯିବାରୁ ଏହି ଦୁର୍ଘଟଣା ଘଟିଥିବା ଜଣାଯାଇଛି। ହେଲେ ଏଥିରେ କେହି ମୃତାହତ ହୋଇ ନାହାନ୍ତି।…