Odisha Link
Bridging the Missing Links in Odisha

SCBରେ ଟିକାକରଣ ଜନିତ ମୃତ୍ୟୁ

କଟକ: SCB ଟିକା କେନ୍ଦ୍ରରେ ଟିକା ନେବା ପରେ ଜଣଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। କରୋନା ୨ୟ ଡୋଜ୍ ଟିକା ନେବା ପରେ ବ୍ୟକ୍ତି ଜଣଙ୍କ କେନ୍ଦ୍ରରେ ୧୫ ମିନିଟ୍ ବସିଥିଲେ। ଏହି ସମୟରେ ଅସୁସ୍ଥ ହୋଇପଡ଼ିବାରୁ ବ୍ୟକ୍ତି ଜଣଙ୍କୁ କାଜୁଆଲିଟିକୁ ନିଆଯାଇଥିଲା। କାଜୁଆଲିଟିରେ ଡାକ୍ତର ତାଙ୍କୁ ମୃତ ଘୋଷଣା…

ମୌସୁମୀ ଅଧିବେଶନରେ ୫ଘଣ୍ଟା ଚାଲିବ…

ଭୁବନେଶ୍ବର: ସେପ୍ଟେମ୍ବର ପହିଲାରୁ ବିଧାନସଭାର ମୌସୁମୀ ଅଧିବେଶନ ଆରମ୍ଭ ହେବାକୁ ଯାଉଛି। ଏହା ପୂର୍ବରୁ ଆଜି ବାଚସ୍ପତି ସୂର୍ଯ୍ୟ ନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ଚଳିତ ଥର ମୌସୁମୀ ଅଧିବେଶରେ ୫ଘଣ୍ଟା ଚାଲିବ ବିଧାନସଭା। ୧୦ଟା ୩୦ରୁ ୧ଟା ୩୦ ଏବଂ ୪ଟାରୁ ୬ଟା…

କାବୁଲ ଏୟାରପୋର୍ଟରେ ବିସ୍ଫୋରଣ: ମୃତ୍ୟୁ…

କାବୁଲ: ଗତକାଲି ଆଫଗାନିସ୍ଥାନର କାବୁଲ ବିମାନ ବନ୍ଦରରେ ଆତ୍ମଘାତୀ ବିସ୍ଫୋରଣ ହୋଇଥିଲା। ବିସ୍ଫୋରରେ ମୃତ୍ୟୁ ସଂଖ୍ୟା ୧୧୦କୁ ବୃଦ୍ଧି ପାଇଥିବା ବେଳେ ୧୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆମେରିକୀୟ ନୌସେନାର ୧୩ଜଣ ସୈନିକ ଏବଂ ଜଣେ ନୌସେନା ଡାକ୍ତର ନିହତ ହୋଇଛନ୍ତି।  ଏହି ସଂଖ୍ୟା ଆହୁରୀ ବଢିପାରେ…

ବର୍ଷା ଆଶଙ୍କା: ୧୧ ଜିଲ୍ଲାକୁ ୟେଲୋ…

ଭୁବନେଶ୍ୱର: ଆସନ୍ତା ୩୦ ତାରିଖ ସୁଦ୍ଧା ସୃଷ୍ଟି ହୋଇପାରେ ଘୂର୍ଣ୍ଣିବଳୟ। ଏହାର ପ୍ରଭାବରେ ଲଘୁଚାପ ସୃଷ୍ଟିହେବାର ସମ୍ଭାବନା ଅଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଅନେକ ଜିଲ୍ଲାରେ ମଧ୍ୟମ ଧରଣର ବର୍ଷା ହେବାର ସମ୍ଭାବନା ରହିଛି। ଏଥିସହ ଆସନ୍ତା ୨୪ ଘଣ୍ଟା ମଧ୍ୟରେ…

ରାଜ୍ୟରେ ଶିଶୁଙ୍କୁ କରୋନା: ୪ ନବଜାତଙ୍କ…

ବାଲେଶ୍ବର: କରୋନାର ସାମ୍ଭବ୍ୟ ତୃତୀୟ ଲହରରେ ଅଧିକ ଶିଶୁ ଆକ୍ରାନ୍ତ ହେବେ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ପ୍ରତିଦିନ ରାଜ୍ୟରେ ଶହେରୁ ଅଧିକ ଶିଶୁ ଆକ୍ରନ୍ତ ହେଉଥିବା ବେଳେ ଆଜି ପୁଣି ୧୩୦ ଜଣ ଶିଶୁ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏହାରି ମଧ୍ୟରେ ବଲାଙ୍ଗିରରେ କରୋନାରେ ଜଣେ ତିନି ମାସର କଅଁଳ ଶିଶୁର…

ପିପିଲି ଉପନିର୍ବାଚନ ପାଇଁ ମତାମତ ଲୋଡିଲେ…

ଭୁବନେଶ୍ୱର: ଖୁବଶୀଘ୍ର ଘୋଷଣା ହୋଇପାରେ ପିପିଲି ଉପନିର୍ବାଚନ ତାରିଖ। କରୋନା ମହାମାରୀ ଭିତରେ କିଭଳି ନିର୍ବାଚନ କରାଯିବ, ସେନେଇ ସମସ୍ତ ରାଜନୈତିକ ଦଳଗୁଡିକର ମତାମତ ଲୋଡିଛନ୍ତି ନିର୍ବାଚନ କମିଶନ। ଅଗଷ୍ଟ ୩୦ ସୁଦ୍ଧା ମତାମତ ଦେବା ପାଇଁ କୁହାଯାଇଛି। ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଓ ଅନେକ…

ରିପୋର୍ଟିଂ ବେଳେ ସାମ୍ବାଦିକଙ୍କୁ ହତ୍ୟା…

କାବୁଲ: ତାଲିବାନ ଆଫଗାନିସ୍ତାନକୁ କବଜାୂ କରିବା ପରଠୁ ଦେଶରେ ଅନିଶ୍ଚିତତା ଓ ଆତଙ୍କର ବାତାବରଣ ଲାଗି ରହିଛି। ତାଲିବାନ ଗୋଟେ ପଟେ କହା ଉପରେ ପ୍ରତିଶୋଧ ନିଆଯିବ ନାହିଁ ବୋଲି କହୁଥିବା ବେଳେ ଅନ୍ୟପଟେ ଆଜି ଜଣେ ସାମ୍ବାଦିକଙ୍କୁ ହତ୍ୟା କରିଛି। ସାମ୍ବାଦିକ ଜଣଙ୍କ ଆଫଗାନିସ୍ତାନର ଗରିବ ଲୋକଙ୍କ ଅଭାବ…

ଜଷ୍ଟିସ ନାଗରତ୍ନା ହୋଇପାରନ୍ତି ଦେଶର…

ନୂଆଦିଲ୍ଲୀ: ଦେଶରେ ପ୍ରଥମ ଥର ପାଇଁ ଜଣେ ମହିଳା ପ୍ରଧାନ ବିଚାପତି ହେବାର ସମ୍ଭାବନା ଦେଖା ଦେଇଛି। ସୁପ୍ରିମକୋର୍ଟରେ ୯ ଜଣ ବିଚାରପତି ଯୋଗଦେବା ସଂକ୍ରାନ୍ତ କଲେଜିୟମ ସୁପାରିସକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର। ଆଗାମୀ ଦିନରେ ଏହି ୯ ଜଣିଆ କମିଟି ସ୍ଥାନିତ ହେବା ନେଇ ଆଶଙ୍କା କରାଯାଉଛି। ତେବେ…

ସବୁ ଜିଲ୍ଲାପାଳଙ୍କୁ ସ୍ୱାସ୍ଥ୍ୟ ସଚିବଙ୍କ…

ଭୁବନେଶ୍ବର: ରାଜ୍ୟରେ ବଢୁଛି ତୃତୀୟ ଲହର ଆଶଙ୍କା। ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଛି ରାଜ୍ୟ ସ୍ବାସ୍ଥ୍ୟ ବିଭାଗ। କୋଭିଡ ମୁକାବିଲା ନେଇ ଆଜି ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖିଛନ୍ତି ସ୍ୱାସ୍ଥ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର। ରାଜ୍ୟରେ ହସ୍ପିଟାଲରେ ଆବଶ୍ୟକ ଅନୁଯାୟୀ ବେଡ଼, ଟେଷ୍ଟ କିଟ୍‌ ମହଜୁଦ…

ନିର୍ବାଚନରେ ପଚାଶ ପ୍ରତିଶତ ସଂରକ୍ଷଣ:…

ଭୁବନେଶ୍ୱର: ପଞ୍ଚାୟତ ନିର୍ବାଚନ ପାଇଁ ରାଜ୍ୟ ସରକାର ସମ୍ପୂର୍ଣ୍ଣ ପ୍ରସ୍ତୁତ। ନିର୍ବାଚନରେ ସଂରକ୍ଷଣ ନେଇ ବିଧାନସଭାରେ  ଆସିବ ଆମେଣ୍ଡମେଣ୍ଟ। ଏନେଇ ପଞ୍ଚାୟତିରାଜ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି ।  ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି ଯେ, ରାଜ୍ୟ ସରକାର ପଞ୍ଚାୟତ ନିର୍ବାଚନ ପାଇଁ…