Browsing Category
ଜାତୀୟ
ଜମ୍ମୁ-କାଶ୍ମୀରରେ କୋବ୍ରା କମାଣ୍ଡୋ…
ଓଏଲ୍ ବ୍ୟୁରୋ: ଜମ୍ମୁ-କାଶ୍ମୀରରେ କୋବ୍ରା କମାଣ୍ଡୋ ମୁତୟନ କରାଯାଇଛି। ପ୍ରଥମ ଥର ପାଇଁ ଜମ୍ମୁ-କାଶ୍ମୀରରେ କୋବ୍ରା କମାଣ୍ଡୋ ମୁତୟନ କରିଛନ୍ତି କେନ୍ଦ୍ର ସରକାର। CRPFର କୋବ୍ରା କମାଣ୍ଡୋ ପାହାଡ଼ି ଓ ଜଙ୍ଗଲ ଯୁଦ୍ଧରେ ପାରଙ୍ଗମ। ଜମ୍ମୁ-କାଶ୍ମୀରରେ ଆତଙ୍କୀ ନିପାତ ପାଇଁ କାର୍ଯ୍ୟ କରିବେ। ବିଶେଷକରି…
ଝାଡ଼ଖଣ୍ଡରେ ମାଓ ଅପରେସନ: ୬ ନକ୍ସଲ ନିହତ
ଓଏଲ୍ ବ୍ୟୁରୋ: ଝାଡଖଣ୍ଡରେ ଜୋରଦାର ମାଓ ଅପରେସନ। ବୋକାରୋରେ ଯବାନ ଓ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି। ଲାଲପନିଆ ଅଞ୍ଚଳର ଲୁଗୁ ପାହାଡରୁ ୮ ଜଣ ମାଓବାଦୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଆକଳନ କରାଯାଉଛି। ଏନକାଉଣ୍ଟରସ୍ଥଳରୁ ଏସଏଲଆର ଓ ଇନସାସ ବନ୍ଧୁକ ଜବତ…
ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ…
ଓଏଲ୍ ବ୍ୟୁରୋ: ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ରକୁ ମିଳିଲା ସ୍ୱତନ୍ତ୍ରତା। ଭାରତର ସାଂସ୍କୃତିକ ଓ ଦାର୍ଶନିକ ଐତିହ୍ୟକୁ ଏକ ଐତିହାସିକ ସ୍ୱୀକୃତି ଭାବେ ଭଗବଦ୍ ଗୀତା ଏବଂ ଭରତ ମୁନିଙ୍କ ନାଟ୍ୟଶାସ୍ତ୍ର ୟୁନେସ୍କୋର ମେମୋରୀ ଅଫ୍ ଦି ୱାର୍ଲଡ ରେଜିଷ୍ଟରରେ ସ୍ଥାନ ପାଇଛି। ଏହି ଘୋଷଣାକୁ ଦେଶ…
ୱାକ୍ଫ ବୋର୍ଡ: ନୂଆ ନିଯୁକ୍ତି ଉପରେ…
ଓଏଲ୍ ବ୍ୟୁୁରୋ: ୱାକ୍ଫ ବୋର୍ଡରେ ଅଣମୁସଲିମ୍ ନିଯୁକ୍ତି ଉପରେ ରୋକ୍ ରୋକ୍ ଲଗାଇଲେ ସୁପ୍ରିମକୋର୍ଟ। ‘ୱାକ୍ଫ ବାଏ ଡିଡ୍’ ଓ ‘ୱାକ୍ଫ ବାଏ ୟୁଜର’ରେ ନିଯୁକ୍ତି ମନା। ୭ ଦିନ ଭିତରେ ଜବାବ ରଖିବାକୁ ସଲିସିଟର ଜେନେରାଲ୍ଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ପରବର୍ତ୍ତୀ ଶୁଣାଣି ପର୍ଯ୍ୟନ୍ତ ଅଧିସୂଚିତ ହେବନି…
ଗୁରୁବାର ଓଡ଼ିଶା ଆସୁଛନ୍ତି…
ଓଏଲ୍ ବ୍ୟୁରୋ: ରାଜ୍ୟର ସଡ଼କ ଭିିତ୍ତିଭୂମିକୁ ମିଳିବ ବଡ଼ ଧରଣର ପ୍ରୋତ୍ସାହନ। ଦିନିକିଆ ଓଡ଼ିଶା ଗସ୍ତରେ ଆସି କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀ ଓଡ଼ିଶାବାସୀଙ୍କୁ ଦେବେ ୪ ହଜାର କୋଟି ଟଙ୍କା ପ୍ରକଳ୍ପର ଭେଟି।
ଗୁରୁବାର ଓଡ଼ିଶା ଗସ୍ତରେ ଆସିବେ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ। ୪…
ଖୁବଶୀଘ୍ର ବିଜେପିକୁ ମିଳିବ ନୂଆ…
ଓଏଲ୍ ବ୍ୟୁରୋ: ଖୁବଶୀଘ୍ର ଭାରତୀୟ ଜନତା ପାର୍ଟିକୁ ମିଳିବ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ। ଚଳିତ ମାସର ୩ୟ ସପ୍ତାହରେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ ଘୋଷଣା କରିପାରେ ବିଜେପି। ବିଭିନ୍ନ ଜାତୀୟ ଗଣମାଧ୍ୟମରେ ପ୍ରକାଶିତ ଖବର ଅନୁଯାୟୀ ଆସନ୍ତା ରବିବାର ମଧ୍ୟରେ ବିଜେପିର ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ…
ଜଷ୍ଚିସ୍ ବି.ଆର୍ ଗଭାଇ ହେବେ ପରବର୍ତ୍ତୀ…
ଓଏଲ୍ ବ୍ୟୁରୋ: ଜଷ୍ଟିସ ବି.ଆର. ଗଭାଇ ହେବେ ପରବର୍ତ୍ତୀ ପ୍ରଧାନ ବିଚାରପତି। ୫୨ତମ ପ୍ରଧାନ ବିଚାରପତି ଭାବେ ଦାୟିତ୍ବ ନେବେ ଜଷ୍ଟିସ ଗଭାଇ। ଜଷ୍ଟିସ ଗଭାଇଙ୍କ ନାମକୁ ସୁପାରିସ କଲେ ସିଜେଆଇ ସଞ୍ଜୀବ ଖାନ୍ନା। ତାଙ୍କ ନାମକୁ ଆଇନ ମନ୍ତ୍ରାଳୟ ନିକଟକୁ ନାଁ ପଠାଇଲେ ସିଜେଆଇ ଖାନ୍ନା। ଆସନ୍ତା ମେ ୧୪ରେ…
ଜମି ଦୁର୍ନୀତି ମାମଲା: ଇଡିରେ ହାଜର ହେଲେ…
ଓଏଲ୍ ବ୍ୟୁରୋ: ଇଡିର ସମନ ପରେ ପଚରାଉଚରା ପାଇଁ ଇଡି କାର୍ଯ୍ୟାଳୟରେ ପହଞ୍ଚିଲେ ରବର୍ଟ ଭଦ୍ରା। ଆଜି ପୁଣି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟରେ ହାଜର ହେଲେ ଉଦ୍ୟୋଗପତି ତଥା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରା।ଏକ ଜମି ଚୁକ୍ତି ସହିତ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ବ୍ୟବସାୟୀ…
ଏକ୍ସପ୍ରେସ ଟ୍ରେନ୍ରେ ଏଟିଏମ୍
ଓଏଲ୍ ବ୍ୟୁରୋ: ଟ୍ରେନ୍ରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଖୁସି ଖବର। ଭାରତରେ ଏକ୍ସପ୍ରେସ ଟ୍ରେନ୍ରେ ପ୍ରଥମ କରି ATM ବ୍ୟବସ୍ଥା ଆରମ୍ଭ ହୋଇଛି। ପଞ୍ଚଭତୀ ଏକ୍ସପ୍ରେସ୍ରେ ପରୀକ୍ଷାମୂଳକ ଭାବେ ATM ବ୍ୟବସ୍ଥା କାର୍ଯ୍ୟକ୍ଷମ ହୋଇଛି। ଏକ ଶୀତତାପ ନିୟନ୍ତ୍ରିତ ବଗିରେ ଏଟିଏମ୍ ଲାଗିଲା। ନାସିକରୁ…
ପୁଣି ଟ୍ରେଣ୍ଡରେ ଡୋଲୋ-୬୫୦, ଜାଣନ୍ତୁ…
ଓଏଲ୍ ବ୍ୟୁରୋ: ଜ୍ବର ଥଣ୍ଡା କାଶ ମୁଣ୍ଡବିନ୍ଧା ଗୋଡ଼ହାତ ବଥାର କଷ୍ଟ ମନେ ପକାନ୍ତୁ। ବୋଧହୁଏ କରୋନା ସମୟରେ ସମସ୍ତେ କେବେକେବେ ନାଁ କେବେ ଭୂତାଣୁର ଲହରରେ ଛନ୍ଦି ହୋଇ ଧନ୍ଦି ହୋଇଥିବେ। ବହୁତ କଷ୍ଟ ଯନ୍ତ୍ରଣା ଅନୁଭବ କରିଥିବେ। ସେତେବେଳେ ତ ବଜାରରେ ଗୁଡ଼ାଏ ଜ୍ବର ମେଡିସିନ ଥିଲା। କିନ୍ତୁ ଆମ…