Browsing Category
ଜାତୀୟ
ଆଜି ମାଘ ପୂର୍ଣ୍ଣିମା: ପ୍ରୟାଗରାଜରେ…
ଓଏଲ୍ ବ୍ୟୁରୋ: ଆଜି ପବିତ୍ର ମାଘ ପୂର୍ଣ୍ଣିମା। ଏହି ଅବସରରେ ପ୍ରୟାଗରାଜ ମହାକୁମ୍ଭରେ ଆକାଶମାର୍ଗରୁ ଶ୍ରଦ୍ଧାଳୁଙ୍କ ଉପରେ ଫୁଲ ବର୍ଷା। ମହାକୁମ୍ଭ ଶେଷ ହେବାକୁ ଆଉ ଅଳ୍ପ ଦିନ ବାକି ଥିବା ବେଳେ ଜାନୁଆରୀ ୧୩ ତାରିଖରୁ ଆରମ୍ଭ ହୋଇଥିବା ଏହି ଭବ୍ୟ ସମାରୋହ ପରଠାରୁ ୪୫ କୋଟିରୁ ଅଧିକ ଲୋକ ସଙ୍ଗମରେ ସ୍ନାନ…
ପରଲୋକରେ ଅଯୋଧ୍ୟା ରାମ ମନ୍ଦିରର ମୁଖ୍ୟ…
ଓଏଲ୍ ବ୍ୟୁରୋ: ପରଲୋକରେ ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସ। ୮୫ ବର୍ଷ ବୟସରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଛି। ଲକ୍ଷ୍ନୌ ପିଜିଆଇରେ ଚିକିତ୍ସାଧୀନ ଅବସ୍ଥାରେ ରାମମନ୍ଦିର ମୁଖ୍ୟ ପୂଜକ ଆଚାର୍ଯ୍ୟ ସତ୍ୟେନ୍ଦ୍ର ଦାସଙ୍କ ଦେହାନ୍ତ ହୋଇଛି। ୩ ତାରିଖରୁ ମସ୍ତିଷ୍କ ଜନିତ…
ଏଆଇର ଉପଯୋଗ ନେଇ ସୂଚନା ଦେଲେ…
ଓଏଲ୍ ବ୍ୟୁରୋ: ୩ ଦିନିଆ ପ୍ୟାରିସ୍ ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଓର୍ଲି ବିମାନବନ୍ଦରରେ ପହଞ୍ଚିବା ପରେ ସେଠାରେ ତାଙ୍କୁ ଗାର୍ଡ ଅଫ୍ ଅନରରେ ସ୍ବାଗତ ସମ୍ବର୍ଦ୍ଧନା କରାଯାଇଛି। ପ୍ୟାରିସ୍ ଗସ୍ତରେ ଯାଇ ଏଆଇ ଶିଖର ସମ୍ମିଳନୀରେ ସାମିଲ୍ ହୋଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି।…
ଦୁଇ ଦଶନ୍ଧି ଭାରତ ପାଇଁ ବହୁତ…
ଓଏଲ୍ ବ୍ୟୁରୋ: ଭାରତ ଶକ୍ତି ସପ୍ତାହ ୨୦୨୫ ଉଦଘାଟନୀ ଦିବସ ସମାରୋହରେ ସମ୍ବୋଧିତ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଅବସରରେ ସେ କହିଛନ୍ତି, ଭାରତ ପ୍ରତ୍ୟେକ କ୍ଷେତ୍ରରେ ଦ୍ରୁତ ଗତିରେ ପ୍ରଗତି କରୁଛି। ଆଗାମୀ ଦୁଇ ଦଶନ୍ଧି ଭାରତ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ। ଗତ ୧୦ ବର୍ଷ ମଧ୍ୟରେ ଭାରତ…
ବଜେଟ ଚର୍ଚ୍ଚାର ଆଜି ଅଷ୍ଟମ ଦିନ, ଆଗତ…
ଓଏଲ୍ ବ୍ୟୁରୋ: ଚଳିତ ବଜେଟରେ ଇନକମ୍ ଟ୍ୟାକ୍ସ ଉପରେ ସଭିଙ୍କ ନଜର ରହିଥିଲା। ଆଶା କରାଯାଉଥିଲା ଟ୍ୟାକ୍ସ ଦର କମ ହେବ। ତେବେ ବଜେଟ୍ ଉପସ୍ଥାପନ ସମୟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ୍ ଭାଷଣରେ ବଡ ଘୋଷଣା କରିଛନ୍ତି। ଅର୍ଥମନ୍ତ୍ରୀ କହିଛନ୍ତି, ନୂଆ ଇନକମ ଟ୍ୟାକ୍ସ ବିଲ୍ ସଂସଦରେ ଉପସ୍ଥାପନ…
ନୂଆ ରେକର୍ଡ କଲା ପ୍ରଧାନମନ୍ତ୍ରୀଙ୍କ…
ଓଏଲ୍ ବ୍ୟୁରୋ: 'ପରୀକ୍ଷା ପେ' ଚର୍ଚ୍ଚା'-୨୦୨୫ର ଅଷ୍ଟମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କୁ ମାର୍ଗଦର୍ଶନ କରିଛନ୍ତି ପ୍ରଧାନମନ୍ତ୍ରୀ। ଧୈର୍ଯ୍ୟ, ସିଦ୍ଧାନ୍ତ ଓ ଦୃଢ ବିଶ୍ବାସର ସହ ପରୀକ୍ଷା ପାଇଁ ପ୍ରସ୍ତୁତ ରହିବା ଏବଂ ଚାପମୁକ୍ତ ରହି ପରୀକ୍ଷା ଦେବା ସହ ସଫଳତା ହାସଲ କରିବା ପାଇଁ ଅନେକ ଗୁରୁତ୍ଵପୂର୍ଣ୍ଣ…
ତିରୁପତି ଲଡୁ ବିବାଦ: ୪ ଜଣଙ୍କୁ ଗିରଫ…
ଓଏଲ୍ ବ୍ୟୁରୋ: ସୁପ୍ରିମକୋର୍ଟରେ ତିରୁପତି ଲଡ଼ୁ ବିବାଦ ମାମଲା ପହଂଚିବା ପରେ ୪ ଜଣଙ୍କୁ ଗିରଫ କରିଥିଲା ସିବିଆଇ। ତିରୁପତି ମନ୍ଦିରର ପ୍ରସାଦ ଲଡୁ ପାଇଁ ବ୍ୟବହାର ହେଉଥିବା ଘିଅରେ ମିଶୁଛି ପଶୁଙ୍କ ଚର୍ବି ଓ ମାଛ ତେଲ। ଏଭଳି ଅଭିଯୋଗ ଆସିବା ପରେ ମାମଲା ପହଞ୍ଚିଥିଲା ସୁପ୍ରିମକୋର୍ଟରେ। ଅପମିଶ୍ରଣ…
‘ପରୀକ୍ଷା ପେ ଚର୍ଚ୍ଚା’…
ଓଏଲ୍ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ‘ପରୀକ୍ଷା ପେ ଚର୍ଚ୍ଚା’ କାର୍ଯ୍ୟକ୍ରମ। ଅଷ୍ଟମ ସଂସ୍କରଣରେ ପିଏମ୍ ମୋଦି ପରୀକ୍ଷାର୍ଥୀଙ୍କୁ ଟିପ୍ସ ଦେଇଛନ୍ତି। ଦିନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ବୋର୍ଡ ପରୀକ୍ଷା ପାଇଁ ପ୍ରସ୍ତୁତି କରୁଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକ ଓ…
ମହାକୁମ୍ଭରେ ବୁଡ଼ ପକାଇବେ ମହାମହିମ,…
ଓଏଲ୍ ବ୍ୟୁରୋ: ମହାକୁମ୍ଭରେ ବୁଡ଼ ପକାଇବା ପାଇଁ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼। ଯିବା ପାଇଁ ସବୁ ରାସ୍ତାରେ ଭାରି ଜାମ। ୨୦୦-୩୦୦ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡି। ବିଭିନ୍ନ ଆଡୁ ପ୍ରୟାଗରାଜକୁ ସଂଯୋଗ କରୁଥିବା ସବୁ ରାସ୍ତାରେ ପ୍ରବଳ ଗହଳି। ଦୀର୍ଘ କିଲୋମିଟର ପର୍ଯ୍ୟନ୍ତ ଲମ୍ବିଛି ଗାଡ଼ି। ଭିଡ଼କୁ…
କେଉଁ ବର୍ଷ କେତେ ଭାରତୀୟ ହୋଇଛନ୍ତି…
ଓଏଲ୍ ବ୍ୟୁରୋ: ବୁଧବାର ଅପରାହ୍ନରେ ୧୦୪ ଜଣ ପ୍ରତ୍ୟର୍ପିତ ପ୍ରବାସୀ ଭାରତୀୟଙ୍କୁ ନେଇ ଅମୃତସରରେ ଆମେରିକାର ସାମରିକ ସି-୧୭ ବିମାନ ଅବତରଣ କରିଛି। ଏଥିରେ ପଞ୍ଜାବର ୩୦ ଜଣ, ପଡ଼ୋଶୀ ହରିୟାଣାର ୩୩ ଜଣ, ଗୁଜୁରାଟର ୩୩ ଜଣ, ଉତ୍ତରପ୍ରଦେଶ ଓ ମହାରାଷ୍ଟ୍ରରୁ ୩ ଜଣ ଲେଖାଏଁ ଏବଂ ଚଣ୍ଡିଗଡ଼ର ୨ ଜଣ ଅଛନ୍ତି।…