Odisha Link
Bridging the Missing Links in Odisha
Browsing Tag

Akash Kumar Pathak

ଭାବି ସମୁଦି ଅଭୟକାନ୍ତଙ୍କୁ ଅଭୟ ଦେଇଥିଲେ…

ଭୁବନେଶ୍ବର: ଯେତେ ଲୁଚେଇଲେ ବି ଲୁଚିବାର ନା ଧରୁନି କୁବେର ଆଇଏଫ୍ଏସ୍ ଅଫିସର ଅଭୟକାନ୍ତ ପାଠକ ଓ ପୁଅ ଆକାଶଙ୍କ କଳା କାରନାମା। ପାଠକ ବାପ-ପୁଅଙ୍କ ଗୋଟିଏ ପରେ ଗୋଟିଏ କାରନାମା ପଦାରେ ପଡ଼ିବାରେ ଲାଗିଛି। ନିଜକୁ ଟାଟା ମୋଟର୍ସର ଏମ୍‌ଡି ବୋଲି ପରିଚୟ ଦେଇ ଆକାଶ ବେକାର ଯୁବକ ଯୁବତୀଙ୍କୁ କେମିତି କୋଟି…

ଜେଲରେ କେମିତି ଥିଲା ପାଠକ ବାପ-ପୁଅଙ୍କ…

ଭୁବନେଶ୍ବର: ଆକାଶରେ ଉଡ଼ିବା ଥିଲା ସଉକ। ରାତି କଟୁଥିଲା ତାରକା ହୋଟେଲରେ। ରଜକୀୟ ଠାଣି ସଙ୍ଗକୁ ବିଳାସପୂର୍ଣ୍ଣ ଜୀବନ ବିତାଉଥିଲେ। ବିନା ଏସିରେ ନିଦ ହେଉନଥିଲା। ହେଲେ ଗୋଟିଏ ରାତିରେ ବଦଳିଗଲା ସବୁକିଛି। ଆୟବର୍ହିଭୂତ ସମ୍ପତ୍ତି ମାମଲାରେ ଗିରଫ ଅଭୟକାନ୍ତ ଓ ତାଙ୍କ ପୁଅଙ୍କ ପାଇଁ ରାତିକରେ ବଦଳିଗଲା…

ଦୁଇବର୍ଷର ପ୍ରେମ, ଡିସେମ୍ବର ୧୫ରେ…

ଭୁବନେଶ୍ବର: ଚର୍ଚ୍ଚାରେ କୁବେର ଆଇଏଫ‌୍‌ଏସ୍‌ ଅଭୟକାନ୍ତ ପାଠକ‌ ଓ ତାଙ୍କ ପୁଅ ଆକାଶ କୁମାର ପାଠକ। ସରକାରୀ ବାବୁଙ୍କୁ ନେଇ ଯେତିକି ଚର୍ଚ୍ଚା ହେଉଛି ତାଠୁ ବେଶି ତାଙ୍କ ପୁଅଙ୍କୁ ନେଇ ହେଉଛି। ସରକାରୀ ଟଙ୍କା ଚଳୁ କରି ନିଜର ସମ୍ପତ୍ତି ବଢ଼ାଇବାରେ ସିଦ୍ଧହସ୍ତ ଥିଲେ ସରକାରୀ ବାବୁ। ତାଙ୍କ ପୁଅ ମଧ୍ୟ ଏହି…