Odisha Link
Bridging the Missing Links in Odisha
Browsing Tag

AMERICA

ଆମେରିକାରେ ପୁଣିଥରେ ଆଖିବୁଜା ଗୁଳି…

ଓଏଲ୍‌ ବ୍ୟୁରୋ: ଦିନକୁ ଦିନ ଅଶାନ୍ତ ହେବାରେ ଲାଗିଛି ଆମେରିକା। ପୁଣିଥରେ ଆଖିବୁଜା ଗୁଳି ଚାଳନା ଦେଖିବାକୁ ମିଳିଛି ଆମେରିକାରେ। ଜଣେ ଯୁବକଙ୍କ ଅତର୍କିତ ଗୁଳିମାଡ଼ରେ ଲେବିଷ୍ଟନରେ ୨୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ଆହତକଙ୍କୁ ମଧ୍ୟରେ କେତେକଙ୍କ ଅବସ୍ଥା ସଙ୍କଟାପନ୍ନ…

ଚର୍ଚ୍ଚାରେ ଶିଳ୍ପପତି ରାମସ୍ୱାମୀଙ୍କ…

ଓଏଲ୍‌ ବ୍ୟୁରୋ: ଶିଳ୍ପପତି ରାମସ୍ୱାମୀଙ୍କ ବିଜ୍ଞାପନ ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଦୁଇ ପିଲାଙ୍କ ଦେଖାଶୁଣା କରିବା ପାଇଁ ମହିଳାଙ୍କୁ ମାସକୁ ପାଖାପାଖି ୮୩ ଲକ୍ଷ ଟଙ୍କ ଦରମା ମିଳିବ। ଯାହା ଏବେ ଚର୍ଚ୍ଚାର ବିଷୟ ପାଲଟିଛି। ଆମେରିକାରେ ରହୁଥିବା ଭାରତୀୟ ବଂଶୋଦ୍ଭବ ଶିଳ୍ପପତି ବିବେକ ରାମସ୍ୱାମୀ ଏଭଳି…

ମୋଦିଙ୍କ ଆମେରିକା ଗସ୍ତକୁ ବିଜେପି…

ଓଏଲ୍‌ ବ୍ୟୁରୋ: ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ବାମୀ ଗୃହମନ୍ତ୍ରୀ ଅମିତ ଶାହଙ୍କ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଟାର୍ଗେଟ କରିଛନ୍ତି। ଏଥିର ଚାଇନା ପ୍ରସଙ୍ଗ ଉଠାଇ ନିଜ ସରକାରଙ୍କୁ ହିଁ ଘେରିଛନ୍ତି ସୁବ୍ରମଣ୍ୟମ ସ୍ବାମୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତକୁ ନେଇ…

ଆମେରିକା ରାଜନୀତିରେ କମ୍ପନ

ଓଏଲ୍‌ ବ୍ୟୁରୋ: ଆମେରିକା ରାଜନୀତିରେ ହଟଚମଟ । ଗିରଫ ହେଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍। ପର୍ଣ୍ଣ ଷ୍ଟାର ଷ୍ଟର୍ମି ଡାନିଏଲ୍‌ସଙ୍କ ସହ ସଂପର୍କ ଏବଂ ତାଙ୍କୁ ଅନୁଚିତ ଭାବେ ବିପୁଳ ଅର୍ଥ ପ୍ରଦାନ କରିଥିବା ମାମଲାରେ ଦୋଷୀ ସାବ୍ୟସ୍ତ ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ…

ନ୍ୟୁୟର୍କରେ ଜରୁରୀକାଳୀନ ପରିସ୍ଥିତି…

ଓଏଲ୍‌ ବ୍ୟୁରୋ : ନ୍ୟୁୟର୍କରେ ୪୫ଡିଗ୍ରୀ ତଳକୁ ପାରଦ ଖସିବାରୁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରାଯାଇଛି। ଲକ୍ଷ ଲକ୍ଷ ଲୋକ ସଂଯୁକ୍ତ ରାଷ୍ଟ୍ର ଆମେରିକାରେ ଏବେ ଶୀତରେ ପ୍ରଭାବିତ ହୋଇଛନ୍ତି। ଖ୍ରୀଷ୍ଟମାସ ପାଇଁ ଲୋକମାନେ ଅନେକ କିଛି ଯୋଜନା କରିଥିବା ବେଳେ ଅଧିକ ଶୀତ କାରଣରୁ ଘରେ ରହିବାକୁ ବାଧ୍ୟ…

ମାସ୍କ ମୁକ୍ତ ହେଲା ଆମେରିକା

ନୂଆଦିଲ୍ଲୀ: ମାସ୍କ ମୁକ୍ତ ହେଲା ଆମେରିକା। ସାରା ବିଶ୍ୱ କରୋନାରେ ମହାମାରୀକୁ ମାତ ଦେବା ପାଇଁ ମାସ୍କ ସହ ସାମାଜିକ ଦୂରତାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ଦ୍ୱିତୀୟ ଦେଶଭାବେ ମାସ୍କ ମୁକ୍ତ ହେଲା ଆମେରିକା। ଆମେରିକାରେ ମାସ୍କ ଓ ସାମାଜିକ ଦୂରତା ଜରୁରୀ ନୁହେଁ। ଆମେରିକାବାସୀଙ୍କୁ ମାସ୍କ ପିନ୍ଧିବା…

ଭାରତରୁ ଆମେରିକାକୁ ପ୍ରବେଶ ଉପରେ ଲାଗିଲା…

ନୂଆଦିଲ୍ଲୀ: ଭାରତରୁ ଆମେରିକାକୁ ପ୍ରବେଶ ଉପରେ ଲାଗିଲା କଟକଣା। ଆସନ୍ତା ମଙ୍ଗଳବାର ମଧ୍ୟ ରାତ୍ରୀରୁ ଭାରତରୁ ଆମେରିକାକୁ ପ୍ରବେଶ ଉପରେ କଟକଣା ଲଗାଯାଇଛି। ଭାରତରେ କରୋନାର ନୂଆ ପ୍ରଜାତିର ସଂକ୍ରମଣରୁ ରୋକିବା ପାଇଁ ଏଭଳି ପଦକ୍ଷେପ ଘୋଷଣା କରିଛନ୍ତି ବାଇଡେନ୍ ସରକାର। ଆମେରିକା ସେଂଟର ଫର ଡିଜିଜ…

ସଫଳ ହେଲା ‘ନାସା’ର ମଙ୍ଗଳ ମିଶନ୍

ନୂଆଦିଲ୍ଲୀ: ଇତିହାସ ରଚିଲା ଆମେରିକାର ନାସା । ସଫଳ ହୋଇଛି ‘ନାସା’ର ମଙ୍ଗଳ ମିଶନ୍। ଦୀର୍ଘ ୭ ମାସର ଯାତ୍ରା କରିବା ପରେ ମଙ୍ଗଳ ଗ୍ରହରେ ଓହ୍ଲାଇଛି ନାସାର ଏହି ରୋଭର। ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ରୋଭର ଲ୍ୟାଣ୍ଡ କରିବା ମାତ୍ରେ କାଲିଫର୍ଣ୍ଣିଆସ୍ଥିତ ଜେଟ୍ ପ୍ରପଲସନ୍…

ନବଜାତ ଶିଶୁ ବୟସ ୨୭ ବର୍ଷ, ଜାଣନ୍ତୁ…

ନବଜାତ ଶିଶୁ ବୟସ ୨୭ ବର୍ଷ। କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଆମେରିକାରେ ଏଭଳି ଏକ ଆଶ୍ଚର୍ଯ୍ୟ କଲା ଭଳି ଘଟଣା ସାମ୍ନାକୁ ଆସିଛି। ପିଲାଟି ନବଜାତ ହୋଇଥିଲା ବେଳେ ପିଲାଟିର ବୟସ ଭ୍ରୁଣର ଏକ ନିର୍ଦ୍ଧିଷ୍ଟ ସମୟକୁ ନେଇ ଏହି ହିସାବ କରାଯାଇଛି। ଅକ୍ଟୋବର ୧୯୯୨ରେ ମଲ୍ଲି ନାମକ ଜଣେ ବ୍ୟକ୍ତିଙ୍କ…

ଭାରତକୁ ୯୦ ମିଲିିୟନ ଡଲାରର ସାମରିକ…

ୱାଶିଂଟନ୍‌: ଭାରତକୁ ୯୦ ମିଲିିୟନ ଡଲାରର ସାମରିକ ଉପରକଣ ବିକିବ ଆମେରିକା। ସି-୧୩୦ଜେ ସୁପର ହର୍କ୍ୟୁଲସ୍‌ ସାମରିକ ପରିବହନ ବିମାନ ସମେତ ୯୦ ମିଲିିୟନ ଡଲାରର ଅନ୍ୟାନ୍ୟ ସାମରିକ ଉପରକଣ ଭାରତକୁ ବିକ୍ରୟ କରିବା ପାଇଁ ଆଜି ଅନୁମୋଦନ ଦେଇଛି ଆମେରିକା। ଏହି ପ୍ରସ୍ତାବିତ ବିକ୍ରୟ ଆମେରିକା-ଭାରତ ମଧ୍ୟରେ…