Odisha Link
Bridging the Missing Links in Odisha
Browsing Tag

AMERICA

ଟ୍ରମ୍ପଙ୍କ ଜିଦି ପାଇଁ ପରିବାରରେ ଫାଟ!

ଓ୍ବାଶିଂଟନ୍: ଆମେରିକାରେ ସରିଛି ରାଷ୍ଟ୍ରପତି ନିର୍ବାଚନ। ହେଲେ ଫଳାଫଳକୁ ନେଇ ଖୁସି ନାହାନ୍ତି ଡ୍ରୋନାଲ୍ଡ ଟ୍ରମ୍ପ୍। ଆମେରିକାର ପରବର୍ତ୍ତୀ ରାଷ୍ଟ୍ରପତି କିଏ ହେବ ଆନୁଷ୍ଠାନିକ ଭାବେ ଘୋଷଣା ହୋଇନାହିଁ। ଅନ୍ୟପଟେ ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କୁ ଦ୍ବିତୀୟ ଥର ଲାଗି ଆମେରିକାର ରାଷ୍ଟ୍ରପତି ଭାବେ ଦେଖିବା…

ବିଜୟ ପଥେ ବାଇଡେନ୍

ଆମେରିକା ରାଷ୍ଟ୍ରପତି ନିର୍ବାଚନ ପରେ ଦୁଇଦିନ ଧରି ଭୋଟ ଗଣତି ଜାରି ରହିଥିବା ବେଳେ ଡେମାକ୍ରାଟିକ୍‌ ପ୍ରାର୍ଥୀ ଜୋ ବାଇଡେନ୍‌ଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ହୋଇଛି। ମୋଟ ୫୩୮ ଇଲେକ୍ଟୋରାଲ କଲେଜ ମଧ୍ୟରୁ ଏଯାବତ୍‌ ୪୭୮ଟିରେ ଫଳାପଳ ଘୋଷଣା ସରିଲାଣି। ଆମେରିକାର ରାଷ୍ଟ୍ରପତି ପଦ ପାଇଁ ୨୭୦…

ଭାରତ-ଆମେରିକା ମଧ୍ୟରେ ଆଜି ୨+୨…

ନୂଆଦିଲ୍ଲୀ : ଭାରତ ଓ ଆମେରିକା ମଧ୍ୟରେ ଦିଲ୍ଲୀରେ ଟୁ ପ୍ଲସ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ଚାଲିଛି । ସୋମବାର ଉଭୟ ଦେଶର ପ୍ରତିରକ୍ଷା ଓ ବିଦେଶ ମନ୍ତ୍ରାଳୟ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ବୈଠକ ହୋଇଛି, ଯେଉଁଥିରେ ଉଭୟ ଦେଶର କିଛି ଗୁରୁତ୍ୱପୂର୍ଣ୍ଣ ଆଲୋଚନା ହୋଇଛି । ଆଲୋଚନା ପୂର୍ବରୁ ଉଭୟ ଦେଶ ମଧ୍ୟରେ ସୈନ୍ୟ…

ଆମେରିକାରେ ଅଦିନିଆ ରଥାଯାତ୍ରା, ଦାମୀ…

ଆମେରିକା: ପୁଣିଥରେ ବିଦେଶ ମାଟିରେ ଅଦିନରେ ପାଳନ ହେଲା ରଥାଯାତ୍ରା। ଯାହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଅକ୍ଟୋବର ୧୦ ତାରିଖରେ ଆମେରିକାର ମେରିଲ୍ୟାଣ୍ଡ ଅନ୍ତର୍ଗତ ବାଲ୍ଟିମୋର ଠାରେ ପାଳିତ ହୋଇଥିବା ସ୍ଥାନୀୟ ଇସ୍କନ୍‌ ସଂଗଠନର ଏକ ସୋସିଆଲ ମିଡିଆ ପୋଷ୍ଟରୁ ଏହା ଜଣାପଡ଼ିଛି।…

ପ୍ରଚାର ମଇଦାନକୁ ଓହ୍ଲାଇଲେ ଟ୍ରମ୍ପ୍,…

ଓ୍ବାଶିଂଟନ୍: କରୋନାକୁ ହରାଇଲେ ଆମେରିକା ରାଷ୍ଟ୍ରପତି ଡ୍ରୋନାଲ୍ଡ ଟ୍ରମ୍ପ୍। ସେ ଏବେ ସୁସ୍ଥ ଏବଂ ତାଙ୍କ କରୋନା ରିପୋର୍ଟ ନେଗେଟିଭ ଆସିଥିବା ନେଇ ସୂଚନା ଦେଲେ ହ୍ବାଇଟ୍‌ ହାଉସର ଡାକ୍ତର। ଏଥର ରାଷ୍ଟ୍ରପତି ନିର୍ବାଚନ ପ୍ରଚାର କରିପାରିବେ। ଟ୍ରମ୍ପଙ୍କ ଘରୋଇ ଚିକିତ୍ସକ ରାଷ୍ଟ୍ରପତିଙ୍କ ସ୍ବାସ୍ଥ୍ୟ…

ଆମେରିକାରେ ଟିକ୍‌ଟକ୍‌, ଓ୍ଵିଚାଟ୍ ଉପରେ…

ନୂଆଦିଲ୍ଲୀ: ଭାରତ ପରେ ଆମେରିକାରେ ଚାଇନିଜ୍ ଆପ୍‌ ଟିକ୍‌ଟକ୍‌ ଓ ଓ୍ଵିଚାଟ୍ ଉପରେ ଲାଗିଲା କଟକଣା। ରାଇଟର୍ସର ରିପୋର୍ଟ ଅନୁଯାୟୀ ଡୋନାଲ୍ଡ ଟ୍ରମ୍ପ ସେପ୍ଟେମ୍ବର ୨୦ରୁ ଆମେରିକାରେ ଟିକ୍‌ଟକ୍‌ ଏବଂ ଓ୍ଵିଚାଟ୍ ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ଅର୍ଥାତ ସେପ୍ଟେମ୍ବର ୨୦ରୁ ଆମେରିକାରେ…

ଚୀନ ଛାତ୍ର-ଛାତ୍ରୀଙ୍କ ଭିସା ରଦ୍ଦ କଲା…

ନୂଆଦିଲ୍ଲୀ: ୧୦୦୦ରୁ ଅଧିକ ଛାତ୍ର-ଛାତ୍ରୀଙ୍କ ଭିସା ବାତିଲ କରିଛି ଆମେରିକା। ଭିସା ବାତିଲ ହୋଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ସ୍ନାତକ ଛାତ୍ର ଏବଂ ଗବେଷକ ଛାତ୍ର ରହିଛନ୍ତି। ଆମେରିକା କାର୍ଯ୍ୟକାରୀ ଗୃହମନ୍ତ୍ରୀ ଚାଡ୍ ୱଲଫ୍ ଏନେଇ କହିଛନ୍ତି ଯେ, ଆମେରିକା, ଚୀନ୍‌ର ଗୁପ୍ତଚର ବିଭାଗ କିମ୍ବା ପିପୁଲ୍ସ…

ୱିଚାଟ୍‌ ବ୍ୟାନ କଲେ ଆପଲ କମ୍ପାନୀକୁ…

ନୂଆଦିଲ୍ଲୀ: ୱିଚାଟ୍‌ ବ୍ୟାନ କଲେ ଆପଲ କମ୍ପାନୀକୁ ବହିଷ୍କାର କରିବୁ। ଆମେରିକାକୁ ଏପରି ଚେତାବନୀ ଦେଇଛି ଚୀନ। ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଭାରତ ଟିକ୍-ଟକ୍‌ ବ୍ୟାନ୍‌ କରିଥିବା ବେଳେ ଆମେରିକା ମଧ୍ୟ ଏଥିରେ ସାମିଲ ହୋଇଛି। ବ୍ୟକ୍ତିଗତ ତଥ୍ୟ ଚୋରି କରୁଥିବା ଅଭିଯୋଗରେ ଆମେରିକା…

ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ:…

ନୂଆଦିଲ୍ଲୀ: ଆଗାମୀ ନଭେମ୍ବର ମାସରେ ଯୁକ୍ତରାଷ୍ଟ୍ର ଆମେରିକାରେ ହେବ ରାଷ୍ଟ୍ରପତି ନିର୍ବାଚନ। ଏହାକୁ ନଜରରେ ରଖି ଆମେରିକାରେ ରାଜନୀତି ଜୋର ଧରିଛି। ଯୁକ୍ତରାଷ୍ଟ୍ର ଆମେରିକାର ୨୦୨୦ ରାଷ୍ଟ୍ରପତି ନିର୍ବାଚନ ନିମନ୍ତେ ଡେମୋକ୍ରାଟି ପାର୍ଟି ଜୋ ବାଇଡେନ୍‌ଙ୍କୁ ବିଧିବଦ୍ଧ ଭାବେ ରାଷ୍ଟ୍ରପତି ପ୍ରାର୍ଥୀ…

୨୬/ ୧୧ ମୁମ୍ବାଇ ଆକ୍ରମଣର ମୁଖ୍ୟ…

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ତଥା ମୁମ୍ବଇ ୨୬/୧୧ ଆକ୍ରମଣର ମୁଖ୍ୟ ଅଭିଯୁକ୍ତ ପାକିସ୍ତାନୀ ଆତଙ୍କବାଦୀ ତହୱୁର ହୁସେନ ରାଣା ଆମେରିକାରେ ଗିରଫ ହୋଇଛି। ଆମେରିକା ପୁଲିସ ଲସ୍‌ ଏଞ୍ଜେଲ୍ସରୁ ତହୱୁରକୁ ଗିରଫ କରିଛି। ସେ ଦୁଇଦିନ ତଳେ ଆମେରିକାର ଏକ ଜେଲରୁ ମୁକୁଳିଥିଲା। କିନ୍ତୁ ତହବ୍ବୁରକୁ ପ୍ରତ୍ୟର୍ପଣ…