Odisha Link
Bridging the Missing Links in Odisha
Browsing Tag

AMERICA

ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁକୁ ନେଇ…

ଓ୍ବାଶିଂଟନ୍: ଆମେରିକାରେ ଜର୍ଜ ଫ୍ଲୋଏଡଙ୍କ ମୃତ୍ୟୁ ପରେ ନ୍ୟାୟ ପାଇଁ ବିକ୍ଷୋଭ ପ୍ରଦର୍ଶନ। ଜର୍ଜ ଫ୍ଲୋଏଡଙ୍କୁ ପୁଲିସ ହତ୍ୟା କରିଥିବା ଦର୍ଶାଇ ବିରୋଧ ପଦର୍ଶନ ଜାରି ରହିଛି। ବର୍ତ୍ତମାନ ଏହି ବିରୋଧ ହିଂସା ପ୍ରଦର୍ଶନ ଆମେରିକାର ହ୍ବାଇଟ ହାଉସ ପହଞ୍ଚିଛି। ଶୁକ୍ରବାର ରାତିରେ ହ୍ବାଇଟ ହାଉସ ବାହାରେ…

ଇତିହାସ ରଚିଲା ଆମେରିକା, ଲଞ୍ଚ ହେଲା…

ଓ୍ବାଶିଂଟନ: ଖରାପ ପାଖ କାରଣରୁ ୩ଦିନ ପୂର୍ବରୁ ଆମେରିକା ମହାକାଶ ଜଗତରେ ଇତିହାସ ଲେଖିବା ପୂର୍ବରୁ ଅଟକି ଯାଇଥିଲା। ହେଲେ ଆଜି ମେ ୩୧ରେ, ଆମେରିକାର ସ୍ପେସ୍ ଏଜେନ୍ସି ନାସା (ନାସା) ଘରୋଇ ମହାକାଶଯାନ ଡ୍ରାଗନ୍ ୨ଜଣ ମହାକାଶଚାରୀଙ୍କୁ ନେଇ ସଫଳତାର ସହ ଆନ୍ତର୍ଜାତୀୟ ସ୍ପେସ୍ ଷ୍ଟେସନ୍‌କୁ ଉଡ଼ାଣ ଭରିଛି।…

ଭାରତ-ଚୀନ ସୀମା ବିବାଦ: ଟ୍ରମ୍ପଙ୍କ…

ନୂଆଦିଲ୍ଲୀ: ମହାମାରୀ କରୋନା ସମୟରେ ବର୍ତ୍ତମାନ ଭାରତ ଓ ଚୀନ ସୀମା ବିବାଦ ସବୁଠାରୁ ଚର୍ଚ୍ଚାର ବିଷୟ। ଅନ୍ୟପଟେ ସୀମା ବିବାଦ ପ୍ରସଙ୍ଗରେ ମଧ୍ୟସ୍ଥତା କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦେଇଥିବା ପ୍ରସ୍ତାବକୁ ଭାରତ ପ୍ରତ୍ୟାଖ୍ୟାନ କରିଛି। ଟ୍ରମ୍ପଙ୍କ ପ୍ରସ୍ତାବ ଉପରେ ଉତ୍ତର ଦେଇ…

ଭାରତ-ଚୀନ ବିବାଦ, ଆଗକୁ ଆସିଲା ଆମେରିକା

ନୂଆଦିଲ୍ଲୀ: ଭାରତ-ଚୀନ ସୀମାନ୍ତରେ ଗମ୍ଭୀର ସ୍ଥିତି ଉପୁଜିଛି। ବାରମ୍ବାର ଭାରତର ସୀମାକୁ ଅତିକ୍ରମ କରୁଛି ଚୀନ। ଭାରତୀୟ ସେନାର ବାରମ୍ବାର ଚେତାବନୀ ପରେ ମଧ୍ୟ ସୁଧୁରୁନି ଚୀନ। ଅରୁଣାଚଳ ପ୍ରଦେଶରେ ବାରମ୍ବାର ସୀମା ଉଲଙ୍ଘନ କରୁଛି ଚୀନ। ଦୁଇ ଦେଶ ଏକ ପ୍ରକାର ମୁହାଁମୁହିଁ ସ୍ଥିତିରେ ଅଛନ୍ତି। ଏପରି…

କରୋନା ଭାଇରସ୍: ଆମେରିକାର ୨୪ ଟି…

ବେଜିଙ୍ଗ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ଏହାରି ମଧ୍ୟରେ ବିଶ୍ବର ୨ ଶକ୍ତିଶାଳୀ ଦେଶ ଆମେରିକା ଓ ଚୀନ ମୁହାଁମୁହିଁ ହୋଇଛନ୍ତି। ଏଥିସହିତ କରୋନା ଭାଇରସ୍‌ ବିଷୟରେ ଆମେରିକାର ପ୍ରମୁଖ ନେତାଙ୍କ ଦ୍ବାରା କୁହାଯାଇଥିବା ୨୪ଟି ପୂର୍ବ ଅଭିଯୋଗକୁ ପ୍ରତ୍ୟାଖ୍ୟାନ କରିଛି ଚୀନ। ଏବଂ…

ହ୍ୱାଇଟ୍ ହାଉସରେ ବେଦପାଠ

ଓ୍ବାଶିଂଟନ: ମହାମାରୀ କରୋନା ଭାଇରସ୍‌କୁ ନେଇ ସାରା ବିଶ୍ବ ଚିନ୍ତିତ। ଏହି ମହାମାରୀ କବଳରୁ ବର୍ତ୍ତୀ ପାରିନାହିଁ ବିଶ୍ବର ଶକ୍ତିଶାଳୀ ଦେଶ ଆମେରିକା। ମହାମାରୀ କରୋନା ଯୋଗୁଁ ଆମେରିକା ବେଶ ପ୍ରଭାବିତ ହୋଇଛି। ଏହାରି ମଧ୍ୟରେ ଆମେରିକା ପବିତ୍ର ବୈଦିକ ପାଠକୁ ମନେ ପକାଇଛି। ଏହି ମହାମାରୀ ମଧ୍ୟରେ…

କରୋନା: ଆମେରିକାରେ ଫସିଛନ୍ତି ମୁଖ୍ୟ…

ନୂଆଦିଲ୍ଲୀ: ମହାମାରୀ କରୋନା ପାଇଁ ସାରା ଦେଶ ଲକ୍‌ଡାଉନ୍। ଏପରିକି ବିମାନ ସେବା ବନ୍ଦ କରାଯାଇଛି ଏହି ସମୟରେ। ଭାରତର ମୁଖ୍ୟ ନିର୍ବାଚନ କମିଶନର ସୁନିଲ ଆରୋରା କରୋନା କଟକଣା କାରଣରୁ ଆମେରିକାର ମିଚିଗାନରେ ଫସି ରହିଛନ୍ତି। ସେ ବ୍ୟକ୍ତିଗତ କାରଣରୁ ଗତ ମାର୍ଚ୍ଚ ୭ରେ ଆମେରିକା ଯାଇଥିଲେ। ଏବଂ ସେ…

ବେରୋଜଗାର ଭତ୍ତା ମାଗିଲେ ୪୪ ଲକ୍ଷ…

କରୋନା ମହାମାରୀ ପାଇଁ ବୃତ୍ତି ହରାଇଥିବା ୪୪ ଲକ୍ଷ ଆମେରିକୀୟ ସରକାରଙ୍କୁ ବେରୋଜଗାର ଭତ୍ତା ମାଗିଛନ୍ତି। ୨୦୦୮ ଆର୍ଥିକ ମାନ୍ଦାବସ୍ଥା ପରେ ଦେଶରେ ଯେତିକି ନୂଆ ରୋଜଗାର ସୃଷ୍ଟି ହୋଇଥିଲା ଏହି କରୋନା ସଂକ୍ରମଣ ସମୟରେ ତାହା ଠାରୁ ଅଧିକ ଲୋକ ରୋଜଗାର ହରାଇଛନ୍ତି। ଗ୍ରେଟ୍‌ ଡିପ୍ରେସନ୍‌ ପରଠାରୁ…

ଭାରତକୁ ୧୨,୦୦୦ କୋଟି ଟଙ୍କାର…

ଶୁଭ୍ରାଂଶୁ ପଣ୍ଡା ଗୋଟିଏ ପଟେ ଆମେରିକାକୁ ଜରୁରୀ ରୋଗପ୍ରତିରୋଧକ ଔଷଧ ହାଇଡ୍ରୋକ୍ସିକ୍ଲୋରୋକୁଇନ୍‌ ଯୋଗାଇଦେବାକୁ ଭାରତ ରାଜି ହୋଇଥିବା ବେଳେ ଏଭଳି ଅବେଳରେ ଭାରତର ଯୁଦ୍ଧାସ୍ତ୍ର କ୍ରୟ ଅନୁରୋଧକୁ ଅନୁମୋଦନ କରିଛି ଆମେରିକା। ଭାରତ ଏ ନେଇ ପୂର୍ବରୁ ଆମେରିକାକୁ ଅନୁରୋଧ କରିଥିବା ବେଳେ ସୋମବାର (୧୩…

କରୋନା କାୟାରେ ବାଘୁଣୀ

ଓଏଲ୍‌ ବ୍ୟୁରୋ: ମହାମାରୀ କରୋନା ଭାଇରସ ଦିନକୁ ଦିନ ସାରା ବିଶ୍ବରେ ଅଧିକରୁ ଅଧିକ କାୟା ବିସ୍ତାର କରିବାରେ ଲାଗିଛି। କରୋନା ଭାଇରସ ପାଇଁ ସାରା ବିଶ୍ବରେ ୬୯ ହଜାରରୁ ଅଧିକ ଜଣଙ୍କ ପ୍ରାଣ ଗଲାଣି। ବିଶ୍ବର ଶକ୍ତଶାଳୀ ଦେଶ ଭାବେ ପରିଚିତ ଆମେରିକା ମହାମାରୀ କରୋନା ଭାଇରସର ବଡ଼ ଶିକାର ହୋଇଛି। କରୋନା…