ବାହାନଗା ରେଳ ଦୁର୍ଘଟଣାକୁ ପୂରିଲା ୪…
ଓଏଲ୍ ବ୍ୟୁରୋ: ବାଲେଶ୍ବରର ବାହାନଗାରେ ହୋଇଥିବା ମର୍ମନ୍ତୁଦ ଟ୍ରେନ୍ ଦୁର୍ଘଟଣାକୁ ୫ ମାସ ପୂରି ସାରିଛି। ଦୀର୍ଘ ୫ ମାସ ପରେ ବାହାନଗା ଦୁର୍ଘଟଣାର ଶେଷ ଆହତ କଟକ ବଡ ମେଡିକାଲରୁ ଡିସଚାର୍ଜ ହେବେ। ଆହତ ଜଣଙ୍କ ବିହାର ବାଙ୍କାର ବଜରଙ୍ଗୀ ଠାକୁର। ଦୁର୍ଘଟଣାରେ ବଜରଙ୍ଗୀଙ୍କ ଗୋଡ଼ କଟିଯାଇଥିଲା। କଟା…