Odisha Link
Bridging the Missing Links in Odisha
Browsing Tag

Bolangiri

ବନ୍ଧୁକ ଦେଖାଇ ଲୁଟି ନେଲେ ୩ ଲକ୍ଷ ଟଙ୍କା

ବଲାଙ୍ଗିର: ବଲାଙ୍ଗିର ସହର ଉପକଣ୍ଠ ଲଖପାଲି ନିକଟରେ ଥିବା କମଳ ଚୌଧୁରୀଙ୍କ ବିସ୍କୁଟ ହୋଲସେଲ ଦୋକାନରୁ ଗନ୍ ପଏଣ୍ଟରେ ୩ ଲକ୍ଷ ଟଙ୍କା ଲୁଟ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଗତ ରାତି ପ୍ରାୟ ୮ଟା ପରେ ପ୍ରାୟ ୧୦ରୁ ଉର୍ଦ୍ଧ୍ୱ ମୁଖା ପିନ୍ଧା ଯୁବକ ବାଇକ୍‌ରେ ଦୋକାନ ନିକଟକୁ ଆସିଥିଲେ । ୪ ଜଣ ଭିତରେ…

ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ

ବଲାଙ୍ଗିର: ଭିଜିଲାନ୍ସ ଜାଲରେ କନିଷ୍ଠ ଯନ୍ତ୍ରୀ। ଆୟବର୍ହିଭୁତ ସଂପତ୍ତି ଠୁଳ ଅଭିଯୋଗରେ ବଲାଙ୍ଗିର ଜିଲ୍ଲା ଦେଓଗାଁ ବ୍ଲକର କନିଷ୍ଠ ଯନ୍ତ୍ରୀ ଗିରିଷ କୁମାର ପାତ୍ରଙ୍କ ଘରେ ଭିଜିଲାନ୍ସ ଚଢ଼ାଉ। ଗିରିଷ କୁମାରଙ୍କ ଆଦର୍ଶପଡାସ୍ଥିତ ଘରେ ଭିଜିଲାନ୍ସ ଚଢ଼ାଉ ଜାରି ରହିଛି। ଏହା ସହିତ ଭିଜିଲାନ୍ସ ଟିମ୍‌ ଦେଓଗାଁ…

ନଦୀକୁ ଡେଇଁ ଦୁଇ ଭଉଣୀ ନିଖୋଜ

ବଲାଙ୍ଗିର: ଆଜି ୨ ଭଉଣୀ ନଦୀକୁ ଡେଇଁ ପଡ଼ିଛନ୍ତି ।ଏହି ଦୁର୍ଘଟଣାଟି ବଲାଙ୍ଗିର ଜିଲ୍ଲା ତୁସୁରା ଥାନା ତେଲ ନଦୀ ବ୍ରିଜ୍‌ ଉପରେ ଘଟଣାଟି ଘଟିଛି। ବ୍ରିଜ ଉପରେ ଗୋଟିଏ ସ୍କୁଟି ଓ ୨ ହଳ ଚପଲ ଥୁଆ ହୋଇଥିବା ବେଳେ ସେମାନଙ୍କ ପତ୍ତା ମିଳିପାରିନି। ସୂଚନାଅନୁସାରେ, ଆଜି ମଧ୍ୟାହ୍ନ ସମୟରେ ୨ ଯୁବତୀ ଏକ…

ଆଜିଠୁ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ଡାକରା

ବଲାଙ୍ଗୀର: ତିନୋଟି ପ୍ରମୁଖ ଦାବିରେ ଦୁଇ ଦିନିଆ ବଲାଙ୍ଗିର ବନ୍ଦ ପାଳନ କରାଯାଉଛି । ବଲାଙ୍ଗୀର ଏକ୍ସନ କମିଟି ସମେତ ଅନ୍ୟାନ୍ୟ ଅନୁଷ୍ଠାନ ଓ ବଲାଙ୍ଗୀର ବାସୀଙ୍କ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି। ମିଳିଥିବା ସୂଚନା ଅନୁସାରେ ଆଜି ଓ ଆସନ୍ତାକାଲି ଧରି ଦୁଇ ଦିନ ଧରି ସକାଳ ୬ରୁ ସନ୍ଧ୍ୟା ୬ ପର୍ଯ୍ୟନ୍ତ…