Odisha Link
Bridging the Missing Links in Odisha
Browsing Tag

Chandabali

ଜାଲ ନୋଟ କାରବାରର ମାଷ୍ଟରମାଇଣ୍ଡ ଗିରଫ

ଚାନ୍ଦବାଲି: ଜାଲ ନୋଟ କାରବାରର ମାଷ୍ଟରମାଇଣ୍ଡ ଗିରଫ। ଉକ୍ତ ଅଭିଯୁକ୍ତ ଘର ଯାଜପୁର ଜିଲ୍ଲା ବିଂଝାରପୁରରେ। ସେ ଯାଯପୁରରୁ ଆସି ଚାନ୍ଦବାଲିରେ ରହି ଜାଲ ନୋଟ କାରବାର କରୁଥିଲେ। ଚାନ୍ଦବାଲି ପୋଲିସ ସଂପୃକ୍ତ ଯୁବକକୁ ଗିରଫ କରିଛି। ସୂଚନାଅନୁସାରେ, ଉକ୍ତ ଯୁବକ ଚାନ୍ଦବାଲିରେ ଏକ ମିଠା ଦୋକନରେ ମିଠା କିଣି…

ଚେନ ଲୁଟେରାଙ୍କୁ କାବୁ କଲେ ଯୁବକ

ଚାନ୍ଦବାଲି: ଦିନକୁ ଦିନ ଲୁଟେରାଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି। ଜଣେ ମହିଳା ନିଜ ଘର ନିକଟରେ ବସକୁ ଅପେକ୍ଷା କରିଥିବା ସମୟରେ ତାଙ୍କ ବେକରୁ ସୁନା ଚେନ ଛିଣ୍ତାଇ ନେଇ ଦୁଇ ଯୁବକ ପଳାଇଥିଲେ। ଘଟଣାଟି ଚାନ୍ଦବାଲି-ଭଦ୍ରକ ରାସ୍ତାରେ ଥିବା ମତୋର ଚଷାଖଣ୍ଡ ସ୍କୁଲ ନିକଟରେ ଘଟିଥିଲା। ମହିଳା ଜଣକ ହେଲେ…

ସ୍କୁଲ ଅଧ୍ୟକ୍ଷ ୯ମ ଶ୍ରେଣୀ ଛାତ୍ରୀଙ୍କୁ…

ଚାନ୍ଦବାଲି: ଏକଦା ଓଡ଼ିଆ ଆଲବମ ଜଗତରେ 'ନବମ ଶ୍ରେଣୀ ଝିଅଟା ଛାତିକୁ ମୋର ହଟ କରୁଛି' ଗୀତଟି ସାରା ରାଜ୍ୟରେ ଚହଳ ସୃଷ୍ଟି କରିଥିଲା। ଯେଉଁ ଗୀତଟି ଏବେବି ଗୀତ ପ୍ରେମୀଙ୍କ ମନରେ ରହିଛି। ଆପଣ ଭାବୁଥିବେ ଆମେ ଆପଣଙ୍କୁ ଏହି ଗୀତ ବିଷୟରେ କାହିଁ କହୁଛୁ। ତେବେ ଜାଣନ୍ତୁ କଣ ପାଇଁ ଏଭଳି କହିଲୁ। କାରଣ ଜଣେ…