Odisha Link
Bridging the Missing Links in Odisha
Browsing Tag

Commissionrate Police

ହକି ବିଶ୍ୱକପ : ଉଦଘାଟନୀ ଉତ୍ସବ ପାଇଁ…

ଓଏଲ୍‌ ବ୍ୟୁରୋ : ଜାନୁଆରୀ ୧୩ରେ ଓଡ଼ିଶାରେ ଆରମ୍ଭ ହେବାକୁ ଯାଉଛି ହକି ବିଶ୍ୱକପ ୨୦୨୩। ଏହି ହକି ବିଶ୍ୱକପକୁ ନେଇ ରାଜ୍ୟବାସୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ତେବେ ଓଡ଼ିଶାରେ ହେବାକୁ ଥିବା ଏହି ହକି ବିଶ୍ୱକପକୁ ନେଇ କମିଶନରେଟ୍ ପୁଲିସ ତତ୍ପରତା ଦେଖାଇଛି। ହକି ବିଶ୍ୱକପ ପାଇଁ ମୁତୟନ ରହିବେ ୫୦…

ହକି ବିଶ୍ୱକପ ପାଇଁ ହ୍ୱାଟ୍‌ସଆପ୍ ନମ୍ବର…

ଓଏଲ୍‌ ବ୍ୟୁରୋ : ହକି ବିଶ୍ୱକପକୁ ନେଇ ଚଳଚଞ୍ଚଳ ରାଜ୍ୟବାସୀ। ଓଡ଼ିଶାରେ ହେବାକୁ ଥିବା ହକି ବିଶ୍ୱକପକୁ ନେଇ ହକି ପ୍ରେମୀଙ୍କ ମନରେ ଉତ୍ସାହ ଦେଖିବାକୁ ମିଳିଛି। ହକି ବିଶ୍ୱକପକୁ ନେଇ ସରକାର ଖୁବ ସଜାଗ ଥିବାବେଳେ ବିଶ୍ୱକପ ପାଇଁ କମିଶନରେଟ ପୁଲିସ ଦ୍ୱାରା ଏକ ହ୍ୱାଟ୍‌ସଆପ୍ ନମ୍ବର ଜାରି କରାଯାଇଛି।…

କନେଷ୍ଟବଳ ଲଳିତ ମୋହନଙ୍କୁ ସମ୍ମାନୀତ କଲା…

କଟକ: ନିଜର ଭଲ କାମ ପାଇଁ ପୋଲିସ କମିଶନରଙ୍କ ହାତରୁ ସମ୍ନାନିତ ହେଲେ କଟକରେ କାର୍ଯ୍ୟରତ ଟ୍ରାଫିକ କନଷ୍ଟେବଳ ଲଳିତ ମୋହନ ରାଉତ। ଜାତୀୟ ରାଜପଥରେ ପଡ଼ିଥିବା ଚିପସ ଯୋଗୁଁ ଦୁର୍ଘଟଣା ଘଟୁଥିଲା। ଏହା ଦେଖି ସେଠଆରେ ଡ୍ୟୁଟି କରୁଥିବା ଟ୍ରାଫିକ କନେଷ୍ଟବଳ ଲଳିତ ମୋହନ ରାଉତ ପାଖ ଦୋକାନରୁ ଝାଡୁ ଆଣି ରାସ୍ତା…

ରାଜଧାନୀରେ ହଇଚଇ: ନାବାଳିକାଙ୍କୁ…

ଭୁବନେଶ୍ବର: କମିସନରେଟ୍ ପୋଲିସର ୮ କର୍ମଚାରୀଙ୍କ ବିରୋଧରେ ଗଣ ଦୁଷ୍କର୍ମ ଅଭିଯୋଗ ହୋଇଛି। ନାବାଳିକାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଗଣଦୁଷ୍କର୍ମ କରିଥିବା ଭଳି ସଙ୍ଗୀନ ଅଭିଯୋଗ କରାଯାଇଛି। ନାବାଳିକାଙ୍କ ବାପା ଅଭିଯୋଗ କରିବା ପରେ ଭୁବନେଶ୍ବର ମହିଳା ଥାନା ପୁଲିସ ମାମଲା ରୁଜୁ କରିଛି। ଏହି ଘଟଣା…

ସମସ୍ୟାର ସମାଧାନ ପାଇଁ ‘ଆସ୍କ୍ ୟୋର୍…

ଭୁବନେଶ୍ବର : ସାଧାରଣ ଲୋକଙ୍କ ନିକଟତର ହେବା ପାଇଁ କମିସନରେଟ୍ ପୁଲିସ ଆରମ୍ଭ କରିଛି ‘ଆସ୍କ୍ ୟୋର୍ ସିପି’ ଯୋଜନା। ପ୍ରତି ସାଧାରଣ ଲୋକଙ୍କ ମନୋଭାବକୁ ପରିବର୍ତ୍ତନ କରିବା ପାଇଁ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ହୋଇଥିବା ବେଳେ ପୁଲିସ ମଧ୍ୟ ଲୋକଙ୍କର ସମସ୍ୟା ସମାଧାନ ପାଇଁ ଅଣ୍ଟା…