Odisha Link
Bridging the Missing Links in Odisha
Browsing Tag

firecrackers

ବାଣ ଗୋଦାମରେ ଚଢାଉ: ଲକ୍ଷାଧିକ ଟଙ୍କାର…

କଟକ: ବେଆଇନ୍ ବାଣ ଗୋଦାମ ଉପରେ ଚଢାଉ କରିଛି ଜଗତପୁର ପୋଲିସ। ବେଆଇନ ବାଣ ତିଆରି କରିବା ଓ ଗଚ୍ଛିତ ରଖିବା ଅଭିଯୋଗରେ ଜଗତପୁର ଥାନା ଅନ୍ତର୍ଗତ ପଦ୍ମପୁର ଓ ତ୍ରିଲୋଚନପୁର ଗାଁରେ ଜଗତପୁର ଥାନା ପୋଲିସ ଏହି ଚଢାଉ କରିଛି। ପୋଲିସ ଚଢାଉ କରି ଲକ୍ଷାଧିକ ଟଙ୍କାର ବାଣ ସମେତ ବାଣ ତିଆରି ସରଞ୍ଜାମ ଜବତ କରିଛି।…

ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍

ଭୁବନେଶ୍ବର: ବାଣ ବିକ୍ରି ଓ ଫୁଟାଇବା ଉପରେ କଟକଣା। ନଭେମ୍ବର ୧୦ରୁ ନଭେମ୍ବର ୩୦ ପର୍ଯ୍ୟନ୍ତ ବାଣ ବିକ୍ରି ଓ ଫୁଟାଇବା ଉପରେ ରୋକ୍‌ ଲଗାଇଲେ ସ୍ବତନ୍ତ୍ର ରିଲିଫ୍ କମିଶନର। ଏନେଇ ରାଜ୍ୟ ତମାମ କଟକଣା ଜାରି କଲେ ସ୍ବତନ୍ତ୍ର ରିଲିଫ୍ କମିଶନର। ସ୍ବତନ୍ତ୍ର ରିଲିଫ୍ କମିଶନରଙ୍କ ସୂଚନା ମୁତାବକ, ବାଣ ବିକ୍ରି…

ବାଣ ମାକେର୍ଟକୁ ଲାଇସେନ୍ସ ନେଇ ବିଚାର…

ଗଞ୍ଜାମ: ଗ୍ରୀନ୍ ଓ କୋଭିଡ ମୁକ୍ତ ଦୀପାବଳୀ ପାଇଁ ଏକ ଆହ୍ୱାନ ଦେଇଛନ୍ତି ଗଞ୍ଜାମ ଜିଲ୍ଲାପାଳ ଅମୃତା କୁଲାଙ୍ଗେ। ବାଣ ମାକେର୍ଟ ନଖୋଲିବାକୁ ଜିଲ୍ଲାପାଳ ଗଞ୍ଜାମବାସୀଙ୍କୁ ନିବେଦନ କରିଛନ୍ତି। ଜିଲ୍ଲାପାଳ କହିଛନ୍ତି ଯେ,‘ ବାଣ ମାର୍କେଟ ଖୋଲିବା ପାଇଁ ଯେଉଁ ଗାଇଡଲାଇନ୍ ରହିଛି ତାହା ଉପରେ ଅନୁଧ୍ୟାନ ହେବ।…