Odisha Link
Bridging the Missing Links in Odisha
Browsing Tag

Girl Child

ଜଙ୍ଗଲରୁ ଉଦ୍ଧାର ହେଲା ନବଜାତ ଶିଶୁ

ଓଏଲ୍ ବ୍ୟୁରୋ : ସତରେ ମଣିଷ କଣ ନିଜର ମାନବିକତା ଭୁଲିଗଲାଣି ! ଝିଅ ଜନ୍ମ କଣ ଆଜିବି ବୋଝ । ନିଜ ଜନ୍ମକଲା ମା କିପରି ନିଜ କନ୍ୟା ସହ ଏପରି କରିପାରେ । ଟିଙ୍କବୀର ଜଙ୍ଗଲରୁ ଏକ ଦୁଃଖଦ ଘଟଣା । ଜଙ୍ଗଲରୁ ନବଜାତ ଶିଶୁକନ୍ୟା ଉଦ୍ଧାର । ଦେବଗଡ଼ ଜିଲ୍ଲା ରିଆମାଳ ଥାନା ଟିଙ୍କବୀର ଗ୍ରାମ୍ୟ ଜଙ୍ଗଲରୁ ଏକ…

ମଶାଣିରୁ ନବଜାତ ଶିଶୁ କନ୍ୟା ଉଦ୍ଧାର

ଅନୁଗୁଳ : ମଶାଣିରୁ ନବଜାତ ଶିଶୁ କନ୍ୟା ଉଦ୍ଧାର। ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ବଳରାମ ପ୍ରସାଦ ବସଲାସାହି ନିକଟ ମଶାଣିରୁ ଆଜି ଏକ ନବଜାତ ଶିଶୁ କନ୍ୟା ଉଦ୍ଧାର କରାଯାଇଛି। ଗାଁର ଜଣେ ମହିଳା ଶୌଚ ପାଇଁ ମଶାଣି ନିକଟକୁ ଯିବା ବେଳେ ସେଠାରେ ସେ ଏକ ଶିଶୁଟିର କାନ୍ଦ ଶୁଣିଥିଲେ। ପରେ ସେ ମଶାଣିରେ…

୩ ବର୍ଷ ଛୁଆକୁ ୫୩ ବର୍ଷର ରିପୋର୍ଟ!

ବଲାଙ୍କିର: ୩ ବର୍ଷ ଛୁଆକୁ ମିଳିଛି ୫୩ ବର୍ଷର ରିପୋର୍ଟ। ଅସୁସ୍ଥ ଥିବା ଶିଶୁ କନ୍ୟାଙ୍କୁ ଜଣେ ୫୩ ବର୍ଷର ବ୍ୟକ୍ତିଙ୍କ ରିପୋର୍ଟ କାର୍ଡ ଦିଆଯାଇଛି। ଏଭଳି ଖାମଖିଆଲିର ଚରମ ଚିତ୍ର ଦେଖିବାକୁ ମିଳିଛି ଭୀମଭୋଇ ମେଡିକାଲ କଲେଜରେ। ଥଣ୍ଡା ପାଇଁ ଅସୁସ୍ଥ ଥିବା ଚିମିନି ଭାଟିପଡାର ଶିଶୁ କନ୍ୟାର କାଲି ଟେଷ୍ଟ…

ଆଜି ଜାତୀୟ କନ୍ୟାରତ୍ନ ଦିବସ

ଭୁବନେଶ୍ୱର : ଆଜି ଜାତୀୟ କନ୍ୟାରତ୍ନ ଦିବସ। ସମାଜରେ ଝିଅମାନଙ୍କୁ ପୁଅଙ୍କ ଭଳି ସମାନ ସୁବିଧା ସୁଯୋଗ ଦେବା ନିମନ୍ତେ ପାଳନ କରାଯାଉଛି କନ୍ୟାରତ୍ନ ଦିବସ। କନ୍ୟାମାନଙ୍କ ପ୍ରତି ଥିବା ଅସୂୟ ଭାବ ଓ ଅସମାନତା ବିରୋଧରେ ସଚେତନ ସୃଷ୍ଟି କରିବା ଏହାର ଲକ୍ଷ୍ୟ। ୨୦୦୮ ମସିହାରୁ ମହିଳା ଓ ଶିଶୁ ବିକାଶ ବିଭାଗ…