Odisha Link
Bridging the Missing Links in Odisha
Browsing Tag

group clash

ଭୀମସାରରେ ଗୋଷ୍ଠୀ ସଂଘର୍ଷ, ୨ ଗୁରୁତର

ବୁର୍ଲା: ପୁଣି ଥରେ ଅଶାନ୍ତ ଭୀମସାର। ଗତକାଲି ବିଳମ୍ବିତ ରାତିରେ ଭୀମସାର ମୁଖ୍ୟ ଫାଟକ ସମ୍ମୁଖ ନେତାଜୀ ଛକରେ ଗୋଷ୍ଠୀ ସଂଘର୍ଷ ଘଟିଛି। ଗୋଷ୍ଠୀ ସଂଘର୍ଷରେ ଗୋଟିଏ ଗୋଷ୍ଠିର ଦୁଇ ଜଣ ଗୁରୁତର ହୋଇଛନ୍ତି। ସୂଚନା ମୁତାବକ, ଗତକାଲି ବିଳମ୍ବିତ ରାତିରେ ପିଡବ୍ଲୁଡି ଅଞ୍ଚଳର ଦୁଇଜଣ ଯୁବକ ନେତାଜୀ ଛକ ଠାରେ…

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ

ଯୋଡା : ଗୋଷ୍ଠୀ ସଂଘର୍ଷରେ ଜଣେଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହାତ ହୋଇଛନ୍ତି। ଏହି ଘଟଣାଟି ଯୋଡ଼ା ଥାନା କମାରଯୋଡ଼ା ଅଞ୍ଚଳରେ ଠିକାଦାର ଡି.ପି. ସିଂଙ୍କ ଅଫିସ କମ୍ ଗ୍ୟାରେଜରେ ଏହି ଘଟଣା ଘଟିଛି। ମୃତ ଯୁବକଙ୍କ ନାଁ ଦିବ୍ୟାଂସ ସିଂ ବୋଲି ଜଣାପଡ଼ଛି। ଯୋଡ଼ା ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା…

ଝିମିଟି ଖେଳରୁ ମହାଭାରତ,ଗୁପଚୁପ ଖାଇବାକୁ…

ରାଉରକେଲା: ଝିମିଟି ଖେଳରୁ ମହାଭାରତ । ଗୁପଚୁପ ଖାଇବାକୁ ନେଇ ଦୁଇ ଗୋଷ୍ଟିଙ୍କ ମଧ୍ୟ ଝଗଡ଼ା । ଗୁପଚୁପ ଖାଇବାକୁ ନେଇ ପିଲାଙ୍କ ମଧ୍ୟରେ ଝଗଡା ହୋଇଥିଲା । ଶେଷରେ ଦୁଇ ଗୋଷ୍ଠୀଙ୍କ ମଧ୍ୟରେ ଗଣ୍ଡଗୋଳ ଘଟିହୋଇଥିଲା । ଜଣଙ୍କୁ ଗୁଳି ମାଡ ଓ ଅନ୍ୟଜଣେ ଖଣ୍ଡା ଆଘାତରେ ଆହତ ହୋଇଛନ୍ତି । ଗୁଳି ମାଡରେ ରୋହିତ…