Odisha Link
Bridging the Missing Links in Odisha
Browsing Tag

Gujrat

ଛୋଟ ପିଲାଙ୍କ ଶରୀରରେ ବ୍ଳାକ ଫଙ୍ଗସ…

ଗୁଜୁରାଟ: କରୋନାର ଦ୍ୱିତୀୟ ଲହର କାୟା ମେଲାଉଥିବା ବେଳେ ଚିନ୍ତା ବଢ଼ାଇଛି ମହାମାରୀ ବ୍ଲାକ୍ ଫଙ୍ଗସ। କରୋନାରୁ ଆରୋଗ୍ୟ ବ୍ୟକ୍ତି ବ୍ଲାକ ଫଙ୍ଗସରେ ଆକ୍ରାନ୍ତ ହେଉଛନ୍ତି। ଦେଶରେ ବର୍ତ୍ତମାନ ସୁଦ୍ଧା ୧୨୬ ଜଣଙ୍କର ବ୍ଲାକ ଫଙ୍ଗସରେ ଜୀବନ ଗଲାଣି। ଏହାରି ମଧ୍ୟରେ ବୟସ୍କ ଲୋକଙ୍କ ପରେ ଏବେ ଛୋଟ ପିଲାମାନଙ୍କ…

କରୋନା: ଏହି ସହରରେ ବଢ଼ିଲା ନାଇଟ୍…

ନୂଆଦିଲ୍ଲୀ: ଦେଶରେ ପୁଣି ବଢ଼ିବାରେ ଲାଗିଛି କରୋନା ସଂକ୍ରମଣ। ସଂକ୍ରମଣକୁ ଦୃଷ୍ଟିର ରଖି ଗୁଜୁରାଟର ୪ଟି ସହରରେ ନାଇଟ କର୍ଫ୍ୟୁ ଅବଧି ବଢ଼ାଇ ଦିଆଯାଇଛି। ଅହମଦାବାଦ, ସୁରଟ, ବଡ଼ୋଦରା ଏବଂ ରାଜକୋଟରେ ନାଇଟ କର୍ଫ୍ୟୁ ଅବଧି ବଢ଼ାଯାଇଛି। ପୂର୍ବରୁ ଏହି ୪ଟି ସହରରେ ରାତି ୧୨ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ନାଇଟ…

ଦୁଷ୍କର୍ମ କରି ଛାତରୁ ଠେଲିଲେ, ଅଚେତ…

ଗୁଜୁରାଟ: ନାବାଳିକାକୁ ଦୁଷ୍କର୍ମ କରି ଛାତରୁ ଠେଲିଲେ ଦୁଷ୍କର୍ମକାରୀ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଗୁଜୁରାଟର ସୁରଟ ସହରରେ। ଜଣେ ୧୮ବର୍ଷର କଲେଜ ଛାତ୍ରୀଙ୍କୁ ଦୁଷ୍କର୍ମ କରିବା ପରେ ତାଙ୍କୁ ଛାତରୁ ତଳକୁ ଫିଙ୍ଗି ଦିଆଯାଇଥିବା ଘଟଣା ସାମ୍ନାକୁ ଆସିଛି। ପୀଡିତାଙ୍କୁ ରାସ୍ତାରେ ଚେତାଶୂନ୍ୟ ଅବସ୍ଥାରେ…

ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି…

ଗୁଜରାଟ: ଗୁଜରାଟ ବିଜେପି ସଭାପତି ସି ଆର୍‌ ପାଟିଲ ଏବେ ଚର୍ଚ୍ଚାରେ। ନିଜ ଓଜନଠୁ ଅଧିକ କିଲୋର ରୂପା ଦାନ କରି ସେ ଏବେ ଚର୍ଚ୍ଚାରେ ରହିଛନ୍ତି। ସୁରତରେ ଜୈନ ସମାଜ ପକ୍ଷରୁ ଆୟୋଜିତ “ରଜତ ତୁଳା” କାର୍ଯ୍ୟକ୍ରମରେ ଅତିଥିଭାବେ ଯୋଗ ଦେଇ ସି ଆର୍‌ ପାଟିଲ ଏହି ରୂପା ଦାନ କରିଛନ୍ତି। “ରଜତ ତୁଳା”…

ମର୍ମନ୍ତୁଦ ସଡ଼କ ଦୁର୍ଘଟଣା, ୫ମୃତ

ଅହମ୍ମଦାବାଦ: ଅହମ୍ମଦାବାଦ ଜାତୀୟ ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା। ଗୁଜୁରାଟ ନାଡିଆଡ଼ ଜିଲ୍ଲା ଦେଇ ଯାଇଥିବା ଜାତୀୟ ରାଜପଥ-୮ରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୪ଜଣ ଆହତ ଥିବା ଜଣାପଡିଛି। ସମସ୍ତ ଆହତଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି…

ସାବରମତୀ ଆଶ୍ରମରେ ପହଞ୍ଚିଲେ ଟ୍ରମ୍ପ୍‌

ଗୁଜୁରାଟ: ଗୁଜୁରାଟର ସାବରମତୀ ଆଶ୍ରମରେ ପହଞ୍ଚିଲେ ଟ୍ରମ୍ପ୍‌। ମୋଦୀଙ୍କ ସହ ରୋଡ୍‌ ସୋ କରି ସାବରମତୀ ଆଶ୍ରମରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌। ଟ୍ରମ୍ପ୍‌ଙ୍କୁ ସାବରମତୀ ଆଶ୍ରମକୁ ସ୍ବାଗତ କଲେ ନରେନ୍ଦ୍ର ମୋଦୀ। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ସାବରମତି ଆଶ୍ରମ ଯାଇ ଜାତିର ପିତା…

ଟ୍ରମ୍ପ୍‌ଙ୍କ ଗୁଜରାଟ ଗସ୍ତ ପାଇଁ ଖର୍ଚ୍ଚ…

ଅହମଦାବାଦ: ଆସନ୍ତା ଫେବୃଆରୀ ୨୪ ତାରିଖ ଦିନ ଆମେରିକାର ରାଷ୍ଟ୍ରପତି ୩ ଘଣ୍ଟା ପାଇଁ ଗୁଜରାଟ ଗସ୍ତ କରିବେ। ରାଷ୍ଟ୍ରପତିଙ୍କ ଗୁଜରାଟ ଗସ୍ତ ପାଇଁ ସରକାର ପ୍ରାୟ ୧୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ଜଣାପଡ଼ିଛି। ଟ୍ରମ୍ପଙ୍କ ସ୍ୱାଗତରେ ବଜେଟ୍ ବାଧକ ହେବ ନାହିଁ ବୋଲି ଗୁଜରାଟ ମୁଖ୍ୟମନ୍ତ୍ରୀ ବିଜୟ…

ସୁରଟରେ ଭୟାଭୟ ଅଗ୍ନିକାଣ୍ଡ, ୫୭ ଦମକଳ…

ସୁରଟ: ଗୁଜରାଟର ସୁରଟରେ ଭୟାଭୟ ଅଗ୍ନିକାଣ୍ଡ। ସୁରଟରେ ଥିବା ରଘୁବୀର କପଡ଼ା ମାର୍କେଟରେ ଆଜି ସକାଳେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ମାର୍କେଟର ଏକ ବଡ଼ କୋଠାରେ ନିଆଁ ଲାଗିଯାଇଥିଲା ନିଆଁକୁ ଲିଭାଇବା ପାଇଁ ୫୭ଟି ଦମକଳ ଗାଡ଼ି ନିୟୋଜିତ କରାଯାଇଥିଲ। ପ୍ରାୟ ୫ ଘଣ୍ଟା ପରେ ନିଆଁକୁ ଆୟତ୍ତ କରାଯାଇଛି। ୧୪…