Odisha Link
Bridging the Missing Links in Odisha
Browsing Tag

Home Quarantine

ବଲିଉଡ ଅଭିନେତା ଅମୀର ଖାନ କରୋନା ପଜିଟିଭ

ମୁମ୍ବାଇ: ଦେଶରେ ବଢ଼ିବାରେ ଲାଗିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା। ତେବେ ବଲିଉଡ଼ର ଆଉ ଜଣେ ନାମୀ ଦାମୀ କଳାକାର କରୋନା ସଂକ୍ରମିତ ହୋଇଥିବା ସୂଚନାମିିଳିଛି । ବଲିଉଡ଼ ସୁପରଷ୍ଟାର ଆମିର ଖାନ୍ ଙ୍କ ରିପୋର୍ଟ ପଜିଟିଭ ଆସିଛି । ସେ ଗାଇଡଲାଇନ ମାନି ନିଜ ଘରେ ସଂଗରୋଧରେ ରହୁଛନ୍ତି । ଗତ କିଛି ଦିନ ତଳେ…

ସୁରତ ଓ ମୁମ୍ବାଇ ଫେରନ୍ତାଙ୍କୁ ହୋମ…

ବ୍ରହ୍ମପୁର: ପୁଣି ଅଣାୟତ୍ତ ହେଲାଣି କରୋନା। କରୋନା ସଂକ୍ରମଣ ହାର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଆଜି ଗଞ୍ଜାମ ଜିଲ୍ଲାରୁ ୫ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନାର ଦ୍ୱିତୀୟ ଲହରୀକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡ଼ା ନିର୍ଦ୍ଦେଶନାମା ଜାରି କରାଯାଇଛି। ସୁରତ ଓ ମୁମ୍ବାଇରୁ…

କ୍ବାରାଣ୍ଟିନରେ ରହିଲେ ପ୍ରତାପ ନନା

ଭୁବନେଶ୍ବର: ହୋମ କ୍ବାରାଣ୍ଟନିରେ ରହିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ। ଏନେଇ ନିଜେ ଟୁଇଟ କରି ସୂଚନା ଦେଇଛନ୍ତି ଶ୍ରୀ ଷଡ଼ଙ୍ଗୀ। ଗତ ୨ ଓ ୩ ତାରିଖରେ ଏକ ସରକାରୀ କାର୍ଯ୍ୟକ୍ରମରେ ନୀଳଗିରି ବିଧାୟକ ସୁକାନ୍ତ ନାୟକଙ୍କ ସହ ସେ ମଧ୍ୟ ଯୋଗ ଦେଇଥିଲେ। ତେଣୁ ସୁକାନ୍ତ କୋଭିଡ୍ ପଜିଟିଭ୍ ଥିବା ସ୍ପଷ୍ଟ…

କରୋନା: ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ…

କଟକ: କରୋନା ଭାଇରସରୁ ମୁକିଳିବା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବିିିଭିନ୍ନ ପଦକ୍ଷେପ ନେଉଛନ୍ତି। ଅନ୍ୟପଟେ ସରକାରଙ୍କ ହୋମ୍‌ କ୍ୱାରେଣ୍ଟାଇନ୍‌ ନିୟମ ଉଲଂଘନ କରିବା ଅଭିଯୋଗରେ ଜଣେ ଯୁବକଙ୍କ ବିରୋଧରେ କଟକସ୍ଥିତ ପୁରୀଘାଟ ଥାନାରେ ଏକ ମାମଲା ରୁଜୁ ହୋଇଛି। ସଂପୃକ୍ତ ଯୁବକ ଜଣକ ହୋମ୍‌…

ଆଇସୋଲେସନରେ ଭୁବନେଶ୍ବର କଂଗ୍ରେସ…

ଭୁବନେଶ୍ୱର : ହୋମ ଆଇସୋଲେସନରେ ଭୁବନେଶ୍ବର କଂଗ୍ରେସ ସଭାପତିଙ୍କ ସମ୍ପର୍କୀୟ। ଭୁବନେଶ୍ୱର ଜିଲ୍ଲା କଂଗ୍ରେସ ସଭାପତି ମାନସ ଚୌଧୁରୀଙ୍କ ପୁତୁରା ଏବେ ହୋମ ଆଇସୋଲେସନରେ ରହିଛନ୍ତି। ଲଣ୍ଡନର ୱାରିକ ୟୁନିଭରସିଟିରେ ଅଧ୍ୟୟନ କରୁଥିବା ମାନସଙ୍କ ପୁତୁରା ସମ୍ଭବ ଚୌଧୁରୀ ଆଜି ଲଣ୍ଡନରୁ ଓଡ଼ିଶା ଫେରିଛନ୍ତି।…