Odisha Link
Bridging the Missing Links in Odisha
Browsing Tag

Kerosene

ଦେହରେ କିରାସିନି ଢାଳି ମହିଳା ମୃତ

ବିନିକା: ଦେହରେ କିରାସିନି ଢାଳି ମହିଳା ମୃତ। ଏହି ଅଭାବନୀୟ ଘଟଣାଟି ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁରେ ଘଟିଛି। ପାରିବାରିକ କଳହରୁ ମହିଳା ଜଣଙ୍କ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି। ମହିଳା ଜଣଙ୍କୁ ବୁର୍ଲାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତାପରେ ଡାକ୍ତର…

ପୁଣି ବିଧାନସଭା ନିକଟରେ ଆତ୍ମାହୁତି…

ଭୁବନେଶ୍ୱର: ପୁଣି ଓଡ଼ିଶା ବିଧାନସଭା ନିକଟରେ ଆତ୍ମାହୁତି ଉଦ୍ୟମ କରିଛନ୍ତି କୁଜଙ୍ଗ ଅଞ୍ଚଳର ଜଣେ ମହିଳା ଓ ତାଙ୍କ ପୁଅ । ଉଭୟ ବିଧାନସଭା ପଛପଟ ଇଡକଲ ରାସ୍ତାରେ କିରାସିନି ଢାଳି ଆଜି ଆତ୍ମାହୁତି ଉଦ୍ୟମ କରିଥିବା ସୂଚନା ମିଳିଛି। ଆତ୍ମାହୁତି ଉଦ୍ୟମ କରିଥିବା ମହିଳାଙ୍କ ନାଁ ସୁଲୋଚନା ଦାସ ଓ ତାଙ୍କ ପୁଅ…

୪୨ ହଜାର ଲିଟର ପିଡିଏସ କିରୋସିନ୍ ଜବତ

କଟକ: କଟକ ମଙ୍ଗୁଳି ନିକଟସ୍ଥ ଏକ ଗ୍ୟାରେଜରୁ ବିପୁଳ ପରିମାଣର କିରୋସିନ ଜବତ କରିଛି ସ୍ପେଶାଲ ଟାସ୍କ ଫୋର୍ସ। ଖ‌ବର ପାଇ ଏହି ଗ୍ୟାରେଜ ଉପରେ ଚଢାଉ କରାଯାଇଥିଲା। ଚଢାଉ ସମୟରେ ବେଆଇନ ଭାବେ ଗଚ୍ଛିତ ଥିବା ୪୨ହଜାର ଲିଟର ପିଡିଏସ କିରୋସିନ ଜବତ କରାଯାଇଛି। ୯ଟି ତେଲଟ୍ୟାଙ୍କର, ଗୋଟିଏ ଟାଟା ମ୍ୟାଜିକ ଗାଡି,…

ହିତାଧିକାରୀଙ୍କୁ ଅଗଷ୍ଟ ମାସରୁ ମିଳିବ…

ଭୁବନେଶ୍ୱର : ଅଗଷ୍ଟ ମାସରୁ ପ୍ରତି ପରିବାରକୁ ୨ଲିଟର ଲେଖାଏଁ କିରାସିନି ମିଳିବ । ପୂର୍ବରୁ ଅଢେଇ ଲିଟର ମିଳୁଥିବାବେଳେ ଏବେ ୨ଲିଟର ମିଳିବ । ବୁଧବାର ବିଧାନସଭାରେ ଯୋଗାଣ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ଏହି ସୂଚନା ଦେଇଛନ୍ତି । କେନ୍ଦ୍ର କୋଟା ହ୍ରାସ କରିଥିବାରୁ ପରିବାର ପିଛା କିରାସିନିର…