Odisha Link
Bridging the Missing Links in Odisha

ଦେହରେ କିରାସିନି ଢାଳି ମହିଳା ମୃତ

ବିନିକା: ଦେହରେ କିରାସିନି ଢାଳି ମହିଳା ମୃତ। ଏହି ଅଭାବନୀୟ ଘଟଣାଟି ଡୁଙ୍ଗୁରିପାଲି ଥାନା ବେହେରାମାଲ ଗାଁରେ ଘଟିଛି। ପାରିବାରିକ କଳହରୁ ମହିଳା ଜଣଙ୍କ ନିଜ ଦେହରେ କିରାସିନି ଢାଳି ଆତ୍ମହତ୍ୟା କରିଥିବା ସୂଚନା ମିଳିଛି।

ମହିଳା ଜଣଙ୍କୁ ବୁର୍ଲାରେ ମେଡ଼ିକାଲରେ ଭର୍ତ୍ତି କରାଯାଇଥିଲା। ତାପରେ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ।

Comments are closed.