Odisha Link
Bridging the Missing Links in Odisha
Daily Archives

January 9, 2021

କରୋନା: ୨ ଦିନରେ ୨୬ ଜଣ ଶିକ୍ଷକ ଏବଂ ୨…

ଗଜପତି: ଦୀର୍ଘ ନଅ ମାସ ପରେ ସାରା ରାଜ୍ୟରେ ସ୍କୁଲ ଖୋଲା ହୋଇଛି। ଗତକାଲି ସ୍କୁଲ ଖୋଲିଲା କିନ୍ତୁ ଆଜି କରୋନା ସଂକ୍ରମିତ ଚିହ୍ନଟ ହୋଇସାରିଲେଣି। ମାତ୍ର ୨ ଦିନରେ ୨୬ ଜଣ ଶିକ୍ଷକ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଗଜପତି ଜିଲ୍ଲାର ମୋହନା ବ୍ଲକରେ ସର୍ବାଧିକ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଜିଲ୍ଲା…

ଭାରତୀୟ ଯବାନଙ୍କ କବଜାରେ ଚୀନ୍ ଯବାନ

ନୂଆଦିଲ୍ଲୀ: ପୂର୍ବ ଲଦାଖ ଚୁସୁଲ ସେକ୍ଟରର ଗୁରୁଙ୍ଗ ପାହାଡ଼ ନିକଟରେ ଭାରତୀୟ ସୀମା ଭିତରକୁ ଅନୁପ୍ରବେଶ କରିଥିବା ଜଣେ ଚୀନ ସୈନିକଙ୍କୁ ଅଟକ ରଖିଛନ୍ତି ଭାରତୀୟ ସେନା। ବାଟ ଭୁଲିଯାଇ ପିପୁଲ ଲିବରେସନ ପାର୍ଟିର ସୈନିକ ଭାରତୀୟ ସୀମା ଭିତରେ ଅନୁପ୍ରବେଶ କରିିଥିବା ଜଣା ପଡ଼ିଛି। ଅଟକ ଚୀନ ସେନାକୁ ଜେରା…

ସମୁଦ୍ରରୁ ମିଳିଲା ନିଖୋଜ ବିମାନର…

ଜାକର୍ତ୍ତା: ନିଖୋଜ ଯାତ୍ରୀବାହୀ ବିମାନର ମିଳିଲା ପତ୍ତା। ୪ ମିନିଟ୍ ଉଡ଼ାଣ ପରେ ନିଖୋଜ ହୋଇଯାଇଥିବା ଇଣ୍ଡୋନେସିଆର ଯାତ୍ରୀବାହୀ ବିମାନର ଧ୍ୱଂସାବଶେଷ ମିଳିଛି। ସମୁଦ୍ର ଭିତରୁ ଧ୍ୱଂସାବଶେଷ ମିଳିଛି।ଦୁର୍ଘଟଣାରେ ସମସ୍ତ ଯାତ୍ରୀଙ୍କ ମୃତ୍ୟୁ ଘଟିଥିବା ଆଶଙ୍କା କରାଯାଉଛି। ଏହି ଯାତ୍ରୀବାହୀ ବିମାନରରେ…

ଦୁଷ୍କର୍ମକାରୀଙ୍କୁ ନେଇ ଏମିତି କହିଲେ…

ଭୋପାଲ: ଗଣଦୁଷ୍କର୍ମ ମାମଲାକୁ ନେଇ ବଡ଼ ବୟାନ ଦେଇଛନ୍ତି ବଲିଉଡ ଅଭିନେତ୍ରୀ କଙ୍ଗନା ରଣାୱତ୍। ଫିଲ୍ମ ‘ଧାକଡ’ର ସୁଟିଂ ପାଇଁ ଭୋପାଲ ଯାଇଛନ୍ତି କଙ୍ଗନା। ସେଠାରେ ହେଉଥିବା ଶିଶୁ ଦୁଷ୍କର୍ମ ମାମଲାକୁ ନେଇ କଙ୍ଗନାଙ୍କୁ ପଚରାଯାଇଥିଲା। ଏହି ମାମଲାକୁ ନେଇ ଉତ୍‌କ୍ଷିପ୍ତ ହେବା ସହ କଙ୍ଗନା କହିଛନ୍ତି ଯେ,…

ଜାନୁଆରୀ ୧୪ରେ କଳାହାଣ୍ଡି ଗସ୍ତରେ ଯିବେ…

କଳାହାଣ୍ଡି: ଜାନୁଆରୀ ୧୪ରେ କଳାହାଣ୍ଡି ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। କଳାହାଣ୍ଡିର ବହୁ ପ୍ରତିକ୍ଷିତ ଉପର ଇନ୍ଦ୍ରାବତୀ ମେଗା ଉଠାଜଳସେଚନ ପ୍ରକଳ୍ପର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏନେଇ ଆଜି ସ୍ଥିତି ଅନୁଧ୍ୟାନ କରିଛନ୍ତି ବିଜୁ ଜନତା ଦଳର ସାଙ୍ଗଠନିକ ସମ୍ପାଦକ ତଥା…

ବିନା ପଇସାରେ ବୁଲି ପାରିବେ ସାରା ଦୁନିଆ,…

ଭୁବନେଶ୍ବର: ଯଦି ବୁଲିବା ଆପଣଙ୍କର ସଉକ, ତେବେ ବିନା ପଇସାରେ ବୁଲି ପାରିବେ ସାରା ଦୁନିଆ। ଯଦି ଆପଣ ଟ୍ରିପରେ ଅଛନ୍ତି ଏବଂ ଆପଣଙ୍କ ପାଖରେ କ୍ୟାଶ୍ ନାହିଁ ତେବେ ନିରାଶ ହେବା ଆବଶ୍ୟକ ନାହିଁ। ଆଜିକାଲି ସବୁ କିଛି ଡିଜିଟାଲ୍ ହେବାରେ ଲାଗିଛି। ଚୋରି ଭୟରେ ପ୍ରାୟତଃ ସମସ୍ତେ କ୍ୟାଶଲେସ୍ ରଖିବାକୁ ପସନ୍ଦ…

ବ୍ରହ୍ମପୁରରେ ପୋଲିସ ଡିଜି ଅଭୟ

ବ୍ରହ୍ମପୁର: ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ। ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ୍ ଜିଲ୍ଲାର ଆଇନ୍ ଶୃଙ୍ଖଳା ଉପରେ ଏକ ବୈଠକ କରିଛନ୍ତି। ବିଶେଷ କରି ଏହି ବୈଠକରେ ଶିଶୁ ସୁରକ୍ଷା, ସାଇବର କ୍ରାଇମ୍ ଓ ଆଇନ୍ ଶୃଙ୍ଖଳା ଉପରେ ଆଲୋଚନା ହୋଇଛି। ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏ ସଂପର୍କରେ…

ପୃଥିବୀର ଏଭଳି ଏକ ସ୍ଥାନ ଯେଉଁଠୁ ଜୀବିତ…

ବ୍ରାଜିଲ୍: ପୃଥିବୀରେ ବହୁ ଆଶ୍ଚର୍ଯ୍ୟ ଚକତି କଲା ପରି ସ୍ଥାନ ରହିଛି। ଏମିତି ମଧ୍ୟ କିଛି ସ୍ଥାନ ରହିଛି ଯାହା ଅତ୍ୟନ୍ତ ବିପଦଜନ ଓ ଯେଉଁଠି ମଣିଷ ପାଦ ରଖିବା ଅସମ୍ଭବ। ଏହା ଭିତରୁ ଗୋଟିଏ ସ୍ଥାନ ହେଉଛି ‘ଇଲାହା ଦା କ୍ୟୁଇମାଦା। ଏହା ହେଉଛି ଏକ ଆଇଲ୍ୟାଣ୍ଡ୍। ଏହି ଆଇଲ୍ୟାଣ୍ଡକୁ ‘ନାଗ ଆଇଲାଣ୍ଡ’ ଓ ’ନାଗ…

ମହାପ୍ରଭୁଙ୍କୁ ଦର୍ଶନ କଲେ ଧର୍ମେନ୍ଦ୍ର

ପୁରୀ: କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ପୁରୀ ଗସ୍ତରେ ଯାଇ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଦର୍ଶନ କରିଛନ୍ତ। ଏହି ଅବସରରେ ଗଣମାଧ୍ୟମକୁ କହିଛନ୍ତି ଯେ ଦୀର୍ଘ ଦିନ ପରେ ପୁରୀ ଶ୍ରୀମନ୍ଦିରରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପ୍ରତ୍ୟକ୍ଷ ଦର୍ଶନ କରି ନିଜକୁ କୃତାର୍ଥ ମନେ କଲି।…

ସୋଆ ପକ୍ଷରୁ ପ୍ରଥମ ଓଡିକନ୍‌ -୨୦୨୧…

ଭୁବନେଶ୍ୱର: ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଦୁଇ ଦିନିଆ ପ୍ରଥମ ଓଡ଼ିଶା ଅନ୍ତର୍ଜାତୀୟ କର୍ମଶାଳା ‘ଇଲେକ୍ଟ୍ରିକାଲ୍ ପାୱାର ଇଞ୍ଜିନିୟରିଂ, କମୁନିକେସନ୍ ଆଣ୍ଡ କମ୍ପ୍ୟୁଟିଙ୍ଗ୍ ଟେକ୍ନୋଲୋଜି’ (ଓଡିକନ୍‌-୨୦୨୧)ର ଆୟୋଜନ କରାଯାଇଥିବା ବେଳେ ଏହି କର୍ମଶାଳାରେ ରିନ୍ୟୁଏବଲ୍ ଏନର୍ଜି ଏବଂ ଆର୍ଟିଫିସିଆଲ୍…