Odisha Link
Bridging the Missing Links in Odisha

ବ୍ରହ୍ମପୁରରେ ପୋଲିସ ଡିଜି ଅଭୟ

ବ୍ରହ୍ମପୁର: ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ। ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ୍ ଜିଲ୍ଲାର ଆଇନ୍ ଶୃଙ୍ଖଳା ଉପରେ ଏକ ବୈଠକ କରିଛନ୍ତି। ବିଶେଷ କରି ଏହି ବୈଠକରେ ଶିଶୁ ସୁରକ୍ଷା, ସାଇବର କ୍ରାଇମ୍ ଓ ଆଇନ୍ ଶୃଙ୍ଖଳା ଉପରେ ଆଲୋଚନା ହୋଇଛି। ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏ ସଂପର୍କରେ ସୂଚନା ଦେଇଛନ୍ତି।

Comments are closed.