Odisha Link
Bridging the Missing Links in Odisha
Browsing Tag

DGP Abhaya

ସୁରକ୍ଷା ବ୍ୟବସ୍ଥା ନେଇ ଡିଜିଙ୍କ…

ପୁରୀ: ରଥଯାତ୍ରା ନେଇ ପୋଲିସ ଡିଜିଙ୍କ ସୁରକ୍ଷା ସମୀକ୍ଷା। ପୁରୀ ଗସ୍ତରେ ଯାଇ ରଥଯାତ୍ରା ନେଇ ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି ପୋଲିସ ଡିଜି ଅଭୟ। ରଥଯାତ୍ରା ବେଳେ କରୋନା ନିୟମ ମାନିବାକୁ ଆହ୍ୱାନ କଲେ ଡିଜିପି। ଘରେ ରହି ଟିଭିରେ ରଥଯାତ୍ରା ଦେଖିବାକୁ ପରାମର୍ଶ ଦେଇଛନ୍ତି। ଗତବର୍ଷ…

ଆଜି ୪.୩୦ଟାରେ କହିବେ ଡିଜିପି,…

ଭୁବନେଶ୍ବର: ଆଜି ଅପରାହ୍ନ ୪.୩୦ଟାରେ କହିବେ ପୁଲିସ ଡିଜି ଅଭୟ। ପ୍ରେସ୍‌ମିଟ୍ ଜରିଆରେ ଦେଇପାରନ୍ତି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା। କୋଭିଡ କଟକଣା ନେଇ କରିପାରନ୍ତି ନୂଆ କଟକଣା। ଏନେଇ ରହିଛି ସବୁ ରାଜ୍ୟବସୀଙ୍କ ନଜର। ରାଜ୍ୟରେ ଅଣାୟତ୍ତ ହେଲାଣି କରୋନା। ଦିନକୁ ଦିନ ନୂଆ ଆକ୍ରାନ୍ତଙ୍କ ସଂଖ୍ୟା…

ଆରମ୍ଭ ହେଲା ସମ୍ମୁଖ ଯୋଦ୍ଧାଙ୍କୁ…

ଭୁବନେଶ୍ବର: ଆଜିଠାରୁ ରାଜ୍ୟରେ ସମସ୍ତ ସମ୍ମୁଖ ଯୋଦ୍ଧାମାନଙ୍କୁ ଟିକାଦାନ କରାଯାଉଛି। ଏଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ଭିନ୍ନ ଭିନ୍ନ ସ୍ଥାନରେ ଟିକାଦାନ ପାଇଁ ପ୍ରସ୍ତୁତି କରାଯାଇଛି। ସବୁ ଜିଲ୍ଲାପାଳ, ଏସ୍‍.ପି, ରାଜସ୍ୱ ବିଭାଗର କର୍ମଚାରୀ ଏବଂ ଗୃହ ଓ ନଗର ଉନ୍ନୟନ ବିଭାଗର ସମ୍ମୁଖ…

ବ୍ରହ୍ମପୁରରେ ପୋଲିସ ଡିଜି ଅଭୟ

ବ୍ରହ୍ମପୁର: ଆଜି ବ୍ରହ୍ମପୁରରେ ପହଞ୍ଚିଛନ୍ତି ପୋଲିସ ଡିଜି ଅଭୟ। ଗଞ୍ଜାମ ଓ ବ୍ରହ୍ମପୁର ପୁଲିସ୍ ଜିଲ୍ଲାର ଆଇନ୍ ଶୃଙ୍ଖଳା ଉପରେ ଏକ ବୈଠକ କରିଛନ୍ତି। ବିଶେଷ କରି ଏହି ବୈଠକରେ ଶିଶୁ ସୁରକ୍ଷା, ସାଇବର କ୍ରାଇମ୍ ଓ ଆଇନ୍ ଶୃଙ୍ଖଳା ଉପରେ ଆଲୋଚନା ହୋଇଛି। ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଏ ସଂପର୍କରେ…

ରାଜଧାନୀ ନାବାଳିକା ଗଣଦୁଷ୍କର୍ମ ମାମଲା:…

ଭୁବନେଶ୍ୱର: ଭୁବନେଶ୍ୱର ଇନଫୋସିଟି ନାବାଳିକା ଗଣଦୁଷ୍କର୍ମ ଅଭିଯୋଗ ମାମଲାରେ ଅଭିଯୁକ୍ତଙ୍କୁ ଗିରଫ ନେଇ ଡିଜିପିଙ୍କ ଉତ୍ତର ରଖିଛନ୍ତି। ପୁଲିସ ମହାନିର୍ଦ୍ଦେଶକ ଅଭୟ କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି, ତଦନ୍ତରେ ଯାହା ନାଁ ବାହାରିବ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ସୂଚନା…

ସ୍ୱାଭିମାନ ଅଞ୍ଚଳ ଗସ୍ତରେ ପୋଲିସ ଡିଜି

ମାଲକାନଗିରି: ମାଲକାନଗିରି ସ୍ୱାଭିମାନ ଅଞ୍ଚଳକୁ ଗସ୍ତ କରିଛନ୍ତି ଓଡ଼ିଶା ପୋଲିସ ଡିଜି ଅଭୟ। ଏହି ଗସ୍ତ ଅବସରରେ ସେ ମାଓ ସମସ୍ୟା ଓ ସୁରକ୍ଷା ବ୍ୟବସ୍ଥା ଉପରେ ସମୀକ୍ଷା କରିଛନ୍ତି। ଓଡ଼ିଶା ପୋଲିସ ପକ୍ଷରୁ ଟ୍ୱିଟ୍ ଯୋଗେ ଏ ସମ୍ପର୍କରେ ସୂଚନା ଦିଆଯାଇଛି। ଗତକାଲି ସ୍ୱାଭିମାନ ଅଞ୍ଚଳରେ ସୁରକ୍ଷାବଳକୁ ମାଓ…

ମାଓବାଦୀଙ୍କୁ ଆତ୍ମସମର୍ପଣ ନେଇ…

ମାଲକାନାଗିରି: ଆଜି ମାଲକାନଗିରି ଜିଲ୍ଲାର ସ୍ୱାଭିମାନ ଅଞ୍ଚଳକୁ ଦିନିକିଆ ଗସ୍ତରେ ଯାଇଥିଲେ ପୁଲିସ ଡିଜି ଅଭୟ। ସ୍ୱାଭିମାନ ଅଞ୍ଚଳରେ ସ୍ଥିତି ସମୀକ୍ଷା କରିଛନ୍ତି ଡିଜିପି। ଡିଜିପି କହିଛନ୍ତି ସ୍ୱାଭିମାନ ଅଞ୍ଚଳବାସୀଙ୍କ ସୁରକ୍ଷା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ। ଏଥିସହ ମାଓବାଦୀଙ୍କୁ ଆତ୍ମସମର୍ପଣ…

ତିର୍ତ୍ତୋଲ ଉପନିର୍ବାଚନ ପାଇଁ…

ତିର୍ତ୍ତୋଲ: ତିର୍ତ୍ତୋଲ ଉପନିର୍ବାଚନ ପାଇଁ ଡିଜିପିିଙ୍କ ସମୀକ୍ଷା। ଆଜି ଜଗତସିଂହପୁର ଏସ୍‌ପିଙ୍କ କାର୍ଯ୍ୟାଳୟରେ ବରିଷ୍ଠ ଅଧିକାରୀଙ୍କ ସହ ଡିଜିପିିଙ୍କ ସୁରକ୍ଷା ବ୍ୟବସ୍ଥା ନେଇ ବୈଠକ ହୋଇଛି। ସୁରକ୍ଷା ବ୍ୟବସ୍ଥା ନେଇ ସନ୍ତୁଷ୍ଟ ଥିବା ସହ ଶାନ୍ତିଶୃଙ୍ଖଳାର ସହିତ ନିର୍ବାଚନ ହେବ ବୋଲି କହିଲେ ଡିଜିପି…

ଡିଜିପିଙ୍କ ବିଧାନସଭା ସୁରକ୍ଷା ସମୀକ୍ଷା

ଭୁବନେଶ୍ୱର: ଆସନ୍ତାକାଲି ଠାରୁ ଆରମ୍ଭ ହେବ ବିଧାନସଭା ଅଧିବେଶନ। ଏଥିପାଇଁ ଆଜି ଡିଜିପି ଅଭୟ ବିଧାନସଭାର ସୁରକ୍ଷା ବ୍ୟବସ୍ଥାର ସମାକ୍ଷା କରିଛନ୍ତି। ଗୁଇନ୍ଦା ନିର୍ଦ୍ଦେଶକ, ଆଇଜି ଆଇନଶୃଙ୍ଖଳା ଓ ସିପିଙ୍କୁ ନେଇ ଡିଜିପି ସୁରକ୍ଷା ବ୍ୟବସ୍ଥାର ସମୀକ୍ଷା କରିଛନ୍ତି। ଏହି ଅବସରରେ ବିଧାନସଭା ଅଧିବେଶନ…

ଟ୍ବିନ୍ ସିଟିରେ ସାବାଡ୍ ହେବେ କରୋନା…

ଭୁବନେଶ୍ୱର: କରୋନା ସଂକ୍ରମଣକୁ ରୋକିବା ପାଇଁ ରାଜ୍ୟ ସରକାର ବିଭିନ୍ନ ସତର୍କତାମୂଳକ ପଦକ୍ଷେପ ଗ୍ରହଣ କରୁଥିଲେ ମଧ୍ୟ ଅମାନିଆମାନେ ଏହାକୁ ଉଲ୍ଲଂଘନ କରୁଥିବା ଦେଖିବାକୁ ମିଳୁଛି। ଟ୍ବିନ୍ ସିଟିରେ କରୋନା ନିୟମକୁ ବାରମ୍ବାର ଉଲ୍ଲଂଘନ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ନିଷ୍ପତ୍ତି ନିଆଯାଇଛି।…