Odisha Link
Bridging the Missing Links in Odisha
Browsing Tag

DGP Abhaya

ରାୟପୁରର ସଡ଼କ ଦୁର୍ଘଟଣା, ମୃତ୍ୟୁ…

ରାୟପୁର: ରାୟପୁରର ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ମୃତକଙ୍କ ସଂଖ୍ୟା ବୃଦ୍ଧି। ପୂର୍ବରୁ ୭ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ମୃତକଙ୍କ ସଂଖ୍ୟା ୮ କୁ ବୃଦ୍ଧି ପାଇଛି। ଏନେଇ ଡଜିପି ଅଭୟ ଟ୍ବିଟ କରି ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଛତିଶଗଡ଼ ଡ଼ିଜିଙ୍କ ସହ ସମ୍ପର୍କରେ ରହିଛୁ। ପଦ୍ମପୁରୁ ଏସ୍‌ଡିପିଓଙ୍କ…

ରିୟାଙ୍କ ଓଡ଼ିଶା ଲିଙ୍କ୍‌ ସ୍ପଷ୍ଟ ହୋଇନି…

ଭୁବନେଶ୍ବର: ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ମୃତ୍ୟୁ ମାମଲାର ତଦନ୍ତ ସିବିଆଇ କରୁଥିବା ବେଳେ ଘଟଣାରେ ପ୍ରତିଦିନ ନୂଆନୂଆ ତଥ୍ୟ ମିଳୁଛି। ଏହି ମାମଲାରେ ସୁଶାନ୍ତଙ୍କ ଗାର୍ଲାଫ୍ରେଣ୍ଡ୍ ରିୟା ଚକ୍ରବର୍ତ୍ତୀଙ୍କ ଭୁବନେଶ୍ୱର ଲିଙ୍କ୍ ସାମ୍ନାକୁ ଆସିଛି। ନିଶାଦ୍ରବ୍ୟ ଚୋରାକାରବାର ମାମଲାରେ ରିଆ…

୩ଟି ଜିଲ୍ଲାର କରୋନା ଯୋଦ୍ଧାଙ୍କୁ…

ଓଏଲ୍‌ ବ୍ୟୁରୋ: ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି ଯାଜପୁର, ଭଦ୍ରକ ଓ କେନ୍ଦୁଝର ଜିଲ୍ଲା ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମର ସମୀକ୍ଷା କରିଛନ୍ତି। ଗସ୍ତ ସମୟରେ ସେ ତିନିଟି ଜିଲ୍ଲାର କରୋନା କଟକଣା ସମ୍ୱନ୍ଧୀତ ନିୟମର ସଠିକ ଅନୁପାଳନ ସମ୍ପର୍କରେ ସମୀକ୍ଷା କରିଛନ୍ତି। ଏ କ୍ଷେତ୍ରରେ ଭଲ କାର୍ଯ୍ୟ…

ଥାନା ପାଇଁ ଡିଜିପି ଜାରି କଲେ ଗାଇଡଲାଇନ୍

ଭୁବନେଶ୍ୱର: ମହାମାରୀ କରୋନା, ଲକ୍‌ଡାଉନ୍‌ ସଟ୍‌ଡାଉନ୍‌ ଭଳି କଟକଣା ମଧ୍ୟରେ ସାଧାରଣ ଜନତାଙ୍କ ଅଭିଯୋଗ କିପରି ବୁଝାଯାଇ ପାରିବ ସେ ନେଇ ଡିଜିପି ଅଭୟ ନୂଆ ଗାଇଡଲାଇନ ଜାରି କରିଛନ୍ତି। କେଉଁଭଳି ଭାବେ ପୁଲିସ୍‌ ଲୋକଙ୍କ ଅଭିଯୋଗ ବୁଝିବେ ସେ ନେଇ ଡିଜିପି ଗାଇଡଲାଇନ୍‌ ଜାରି କରିଛନ୍ତି। ସମ୍ପୃକ୍ତ…

ଏଣିକି ମାସ୍କ ନପିନ୍ଧିଲେ ଗିରଫ: ଡିଜିପି

ଭୁବନେଶ୍ବର: ଏଣିକି କୌଣସି ବ୍ୟକ୍ତି ମାସ୍କ ନପିନ୍ଧି ବାହାରେ ବୁଲୁଥିବା ଅବସ୍ଥାରେ ଯଦି ଧରା ପଡ଼ନ୍ତି ତେବେ ତାଙ୍କୁ ଗିରଫ କରାଯିବ। ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଏଭଳି କିଛି କହିଛନ୍ତି ଡିଜିପି ଅଭୟ। ସେ ଆହୁରି କହିଛନ୍ତି ଯେ, ବାହାରେ ଛେପ ପକାଇଲେ ଓ ମାସ୍କ ନପିନ୍ଧିଲେ ଅଧିକ ଏଣିକି ଅଧିକ…

୨.୭୦ କୋଟିର ଧଳା ଜହର ଜବତ

ଭୁବନେଶ୍ବର: ଓଡ଼ିଶା ପୋଲିସକୁ ବଡ଼ ସଫଳତା। ୨କୋଟି ୭୦ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ କରାଯିବା ସହ ୨ ଜଣଙ୍କୁ ଗିରଫ କରିଛି ଓଡ଼ିଶା ପୋଲିସର ସ୍ପେଶାଲ ଟାକ୍ସ ଫୋର୍ସ। ମୋଟ ୨ କେଜି ୭୦୦ ଗ୍ରାମର ବ୍ରାଉନସୁଗାର ଜବତ କରାଯାଇଛି । କ୍ରାଇମବ୍ରାଞ୍ଚ ଏସଟିଏଫ ପୃଥକ ପୃଥକ ସ୍ଥାନରେ ଚଢଉ କରି ଏହି ବ୍ରାଉନସୁଗାର…

ବଢିଲା ଡିଜିପିଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର: ଡିଜିପିଙ୍କ କାର୍ଯ୍ୟକାଳ ବୃଦ୍ଧି ନେଇ ଗୃହ ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି। ପୁଲିସ ଡିଜିପିଙ୍କ କାର୍ଯ୍ୟକାଳ ସର୍ବନିମ୍ନ ୨ବର୍ଷ କରଛନ୍ତି ରାଜ୍ୟ ସରକାର। ଫଳରେ ଡିଜି ଅଭୟଙ୍କ କାର୍ଯ୍ୟକାଳ ବୃଦ୍ଧି ହୋଇଛି। ରାଜ୍ୟ ଗୃହ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, ୧୯୮୬ ବ୍ୟାଚ୍…

ବିପୁଳ ପରିମାଣରେ ମାଓ ଅସ୍ତ୍ରଶସ୍ତ୍ର…

ଭୁବନେଶ୍ବର: ମାଲକାନାଗିରି ଜିଲ୍ଲାରେ ମାଓ ଅପରେସନ ବେଳେ ପୁଲିସକୁ ଏକ ବଡ଼ ସଫଳତା ମିଳିଛି। ସୁରକ୍ଷା କର୍ମୀମାନେ ବିପୁଳ ପରିମାଣର  ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ଓଡ଼ିଶା ଇତିହାସରେ ସର୍ବାଧିକ ଅସ୍ତ୍ରଶସ୍ତ୍ର ଜବତ ହୋଇଥିବା ଡିଜିପି କହିଛନ୍ତି। ଡିଜିପିଙ୍କ ସୂଚନା ଅନୁଯାୟୀ…

ଗୃହ ମନ୍ତ୍ରୀଙ୍କୁ ସୌଜନ୍ୟମୂଳକ ସାକ୍ଷାତ…

ଭୁବନେଶ୍ବର: ନୂଆକରି ଦାୟିତ୍ୱ ଗ୍ରହଣ କରିଥିବା ରାଜ୍ୟ ପୁଲିସ୍‌ ମହାନିର୍ଦ୍ଦେଶକ ଅଭୟ ଆଜି ଅପରାହ୍ନରେ ଗୃହ, ଶିଳ୍ପ, ଶକ୍ତି, ଏମ୍‌ଏସ୍‌ଏମ୍‌ଇ ମନ୍ତ୍ରୀ କ୍ୟା ପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ରଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି । ଏହି ଅବସରରେ ମନ୍ତ୍ରୀ ନବନିଯୁକ୍ତ ପୁଲିସ୍‌ ମହାନିର୍ଦ୍ଦେଶକ…

ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ ଡିଜିପି ଅଭୟ

ଭୁବନେଶ୍ୱର: ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସାକ୍ଷାତ କରିଛନ୍ତି ନବନିଯୁକ୍ତ ଡିଜିପି ଅଭୟ। ଆଜି ପୂର୍ବାହ୍ନରେ ଡିଜିପି ଅଭୟ ଲୋକସେବା ଭବନ ଯାଇ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ସାକ୍ଷାତ କରିଥିଲେ। ଦାୟିତ୍ୱ ନେବା ପରେ ସେ ପ୍ରଥମ କରି ସାକ୍ଷାତ କରିଛନ୍ତି। ଏହି ଅବସରରେ ମୋ ସରକାର…