Odisha Link
Bridging the Missing Links in Odisha
Browsing Tag

mars

ଶୁଭିଲା ମଙ୍ଗଳ ଗ୍ରହର ସ୍ବର

ୱାଶିଂଟନ: ମଙ୍ଗଳ ଅଭିଯାନରେ ନାସା ଆଉ ଏକ ସଫଳତା ହାସଲ କରିଛି। ପ୍ରକାଶ ପାଇଲା ମଙ୍ଗଳ ଗ୍ରହର ଓଡିଓ କ୍ଲିପ୍। ଲୋହିତ ଗ୍ରହ ମଙ୍ଗଳ ପୃଷ୍ଠରେ ନାସା ଦ୍ୱାରା ପ୍ରେରିତ ମଙ୍ଗଳ ଯାନର ରୋଭର ଅବତରଣ ବେଳର ଶବ୍ଦ ସଂଗ୍ରହ କରିଛି ନାସା। ରିଲିଜ୍ ହୋଇଥିବା ୩ ମିନିଟ୍ ୨୫ ସେକେଣ୍ଡର ଭିଡିଓ କ୍ଲିପରେ ମଙ୍ଗଳ…

ସଫଳ ହେଲା ‘ନାସା’ର ମଙ୍ଗଳ ମିଶନ୍

ନୂଆଦିଲ୍ଲୀ: ଇତିହାସ ରଚିଲା ଆମେରିକାର ନାସା । ସଫଳ ହୋଇଛି ‘ନାସା’ର ମଙ୍ଗଳ ମିଶନ୍। ଦୀର୍ଘ ୭ ମାସର ଯାତ୍ରା କରିବା ପରେ ମଙ୍ଗଳ ଗ୍ରହରେ ଓହ୍ଲାଇଛି ନାସାର ଏହି ରୋଭର। ଗୁରୁବାର ରାତି ୨ଟା ୨୫ ମିନିଟରେ ଏହି ରୋଭର ଅବତରଣ କରିଥିଲା। ରୋଭର ଲ୍ୟାଣ୍ଡ କରିବା ମାତ୍ରେ କାଲିଫର୍ଣ୍ଣିଆସ୍ଥିତ ଜେଟ୍ ପ୍ରପଲସନ୍…

ଆଜି ମହାକାଶରେ ଦୃଶ୍ୟମାନ ହେବ ମହାଜାଗତିକ…

ଭୁବନେଶ୍ବର: ଆଜି ମହାକାଶରେ ଦୃଶୀୟମାନ ହେବ ମହାଜାଗତିକ ଦୃଶ୍ୟ। ଏହା ସୌରମଣ୍ଡଳରେ ଏକ ଚମତ୍କାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିବ। କାରଣ ମଙ୍ଗଳ ଗ୍ରହ ପୃଥିବୀର ନିକଟତର ହେବ ଏବଂ ଉଜ୍ଜ୍ୱଳ କମଳା ରଙ୍ଗରେ ଚମକୁଥିବାର ଦୃଶ୍ୟମାନ ହେବ। ଜ୍ୟୋତିଷ ଶାସ୍ତ୍ର ଅନୁସନ୍ଧାନକାରୀ ତଥା ଜ୍ୟୋତିଷ ବିଜ୍ଞାନ ଅନୁସନ୍ଧାନ…

ମଙ୍ଗଳ ଗ୍ରହରେ ରହସ୍ୟମୟ…

ଓ୍ଵାସିଂଟନ୍‌: ମଙ୍ଗଳ ଗ୍ରହରେ ଥିବା ଏକ ଅସ୍ୱାଭାବିକ ପ୍ରକାରର ରହସ୍ୟମୟ ଗର୍ତ୍ତର ଫଟୋ ରିଲିଜ୍‌ କରିଛି ଆମେରିକୀୟ ମହାକାଶ ଗବେଷଣା ସଂସ୍ଥାନ ‘ନାସା’। ୨୦୧୧ ମସିହାରେ ଏହି ବିଚିତ୍ର ଗହ୍ଵର ଆବିଷ୍କାର କରାଯାଇଥିଲା। ମଙ୍ଗଳ ଗ୍ରହର ପାଭୋନିସ୍‌ ମନ୍‌ସ୍‌ ଆଗ୍ନେୟଗିରିର ଧୂଳିଧୂସରିତ ଢାଲୁ ଏହି ଫଟୋରେ…