Odisha Link
Bridging the Missing Links in Odisha
Browsing Tag

Mines

ଖଣି ପାଇଁ ବଳି ପଡ଼ିବ ୯ ଲକ୍ଷ ଶାଳଗଛ!

କେନ୍ଦୁଝର: କେନ୍ଦୁଝର ଜିଲ୍ଲାରେ ଖଣି ଖନନ ପାଇଁ ପୂର୍ବରୁ ପ୍ରାୟ ୨୪ ହଜାର ହେକ୍ଟର ଜଙ୍ଗଲ ଧ୍ବଂସ କରାଯାଇଥିଲା। ବର୍ତ୍ତମାନ ସୁଦ୍ଧା ତାହାର କ୍ଷତି ଭରଣା ହୋଇ ପାରି ନାହିଁ। ଏବେ ପୁଣି ଯୋଡ଼ା ଓ ବଣାଇ ଅଞ୍ଚଳରେ ୯ଟି ନୂଆ ଖଣି ପାଇଁ ନିଲାମ ପ୍ରକ୍ରିୟା ଆରମ୍ଭ ହେଉଛି। ଏଥିପାଇଁ ପ୍ରାୟ ୯ ଶହ ହେକ୍ଟର…

ଖଣି ଟଙ୍କାରେ ପୁରୀର ବିକାଶ

ଭୁବନେଶ୍ବର: ପୁରୀ ଐତିହାସିକ ସ୍ଥଳର ବିକାଶ ପାଇଁ ଖଣି ଓ ଇସ୍ପାତ ବିଭାଗ ଆଗେଇ ଆସିଛି । ଏହି ପରିପ୍ରେକ୍ଷୀରେ ଖଣି ଓ ଇସ୍ପାତ ବିଭାଗ ପକ୍ଷରୁ ୬ଟି ଖୋଣ୍ଡାଲାଇଟ ଖଣିକୁ ଓଡ଼ିଶା ଖଣି ନିଗମ(ଓଏମସି)କୁ ପ୍ରଦାନ କରାଯାଇଛି । ସମ୍ପୃକ୍ତ ୬ଟି ଖଣି ମଧ୍ୟରେ ଯାଜପୁରରେ ୩ଟି, ଖୋର୍ଦ୍ଧାରେ ୨ଟି ଓ କଟକରେ ଗୋଟିଏ…

ନିଲାମ ହେବ ୨୦ଟି ଖଣି

ଭୁବନେଶ୍ୱର: ଖଣି ନିଲାମ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି। ରାଜ୍ୟ ସରକାର ୨୦ଟି ଖଣି ନିଲାମ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ କରିଛନ୍ତି। ୨୦ଟି ଖଣି ମଧ୍ୟରେ ୧୨ଟି ଲୁହା ପଥର, ୨ଟି ମାଙ୍ଗାନିଜ୍ ଏବଂ ୬ଟି ଲୁହା ପଥର ଓ ମାଙ୍ଗାନିଜ୍ ଖଣି ରହିଛି। ନିଲାମ ପାଇଁ ଥିବା ୧୨ଟି ଲୁହା ପଥର ଖଣି ହେଲା…

ବାତିଲ୍ ହେଲା ଖଣି ନିଲାମ

ଭୁବନେଶ୍ବର: ଅକ୍ଟୋବରରେ ହୋଇଥିଲା ଖଣିର ନିଲାମ, ଡିସେମ୍ବରରେ ବାତିଲ। ଖୁବ୍ ଶୀଘ୍ର ସାନି ନିଲାମ କରିବା ନେଇ ରାଜ୍ୟ ସରକାର ସୂଚନା ଦେଇଛନ୍ତି। ସରକାରଙ୍କ ନିଷ୍ପତି ଅନୁସାରେ ଅକ୍ଟୋବର ୪ ଓ ୧୪ ତାରିଖରେ ନିଲାମ ଡକାଯାଇଥିବା ୨୦ଟି ଖଣିର ସାନି ନିଲାମ ପାଇଁ ଆସନ୍ତା ଡିସେମ୍ବର ୬ ତାରିଖରେ ବିଜ୍ଞପ୍ତି…

ହୀରକୁଦରେ ହୀରା ଖଣି

ଭୁବନେଶ୍ବର: ହୁଏତ ଏ ଶୀର୍ଷକ ପଢ଼ି ଆପଣ ଆଶ୍ଚର୍ଯ୍ୟ ହୋଇପାରନ୍ତି। ସମ୍ବଲପୁର ସହର ଉପକଣ୍ଠ ହୀରାକୁଦ ଜଳଭଣ୍ଡାର ତଳେ ଯେ ହୀରାଖଣିଟିଏ ଥାଇପାରେ ବା ଥିଲା, ଏ ଭଳି ପ୍ରସଙ୍ଗକୁ ସହଜରେ କେହି ଗ୍ରହଣ କରି ନ ପାରନ୍ତି। କିନ୍ତୁ କଥାଟା ସତ। ହୀରାକୁଦର ନାମ ବି ଏମିତି କିଛି ସୂଚନା ଦେଉଛି। ପ୍ରାଚୀନ ରୋମୀୟ…