Odisha Link
Bridging the Missing Links in Odisha
Browsing Tag

Namaste Trump

ଏହି ୬ଟି ଶଦ୍ଦ ଟ୍ରମ୍ପ୍ ଭୁଲ୍‌ ଉଚ୍ଚାରଣ…

ଅହମଦାବାଦ: ଗତକାଲି ଅହମଦାବାଦର ମୋଟେରା ଷ୍ଟାଡିୟମରେ 'ନମସ୍ତେ ଟ୍ରମ୍ପ୍' କାର୍ଯ୍ୟକ୍ରମରେ ଅଭିଭାଷଣ ଦେବା ସମୟରେ ଟ୍ରମ୍ପ ବଲିଉଡ ଜଗତ ଓ କ୍ରିକେଟକୁ ଖୁବ୍ ପ୍ରଶଂସା କରିଥିଲେ। ଏହା ସହ କ୍ରିକେଟର ସଚିନ ତେନ୍ଦୁଲକର ଏବଂ ବିରାଟ କୋହଲିଙ୍କ ମଧ୍ୟ ପ୍ରଶଂସା କରିଥିଲେ। କିନ୍ତୁ ଟ୍ରମ୍ପ ନିଜ ଅଭିଭାଷଣ ମଧ୍ୟରେ…

ବଲିଉଡ ସିନେମା ଓ ଭାରତୀୟ ଖେଳାଳିଙ୍କୁ…

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ବଲିଉଡ ସିନେମା ଓ ଭାରତୀୟ ଖେଳାଳିଙ୍କୁ ପ୍ରଂଶସା କରିଛନ୍ତି ଟ୍ରମ୍ପ୍। ଭାରତୀୟ ସିନେମାର ଦୀର୍ଘ ବର୍ଷର ଇତିହାସ ବଖାଣିଛନ୍ତି ଟ୍ରମ୍ପ। ଭାରତରେ…

ଆତଙ୍କବାଦୀଙ୍କୁ କ୍ଷମା ନାହିଁ : ଟ୍ରମ୍ପ୍

ଅହମଦାବାଦ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଅହମଦାବାଦର ମୋଟେରା ଷ୍ଟାଡିୟମରେ ଆୟୋଜିତ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଉଦବୋଧନ ଦେବା ସମୟରେ ଆତଙ୍କବାଦ ପ୍ରସଙ୍ଗ ଉଠାଇଥିଲେ। ସେ କହିଛନ୍ତି, ଇସଲାମିକ ଆତଙ୍କବାଦ ସମଗ୍ର ବିଶ୍ବ ଲାଗି ବିପଦ। ଆମେରକା ଓ ଭାରତ ମିଶି ଇସଲାମିକ୍ ଆତଙ୍କବାଦକୁ…

ମୋଦିଙ୍କୁ ଭୂରିଭୂରି ପ୍ରଶଂସା କଲେ…

ଅହମଦାବାଦ୍‌: ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ଆୟୋଜିତ 'ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଏବଂ ପ୍ରଧାନମନ୍ତ୍ରୀ ମୋଦୀ ଯୋଗ ଦେଇଛନ୍ତି। ମୋଦି ନିଜର ସ୍ବାଗତ ଭାଷଣରେ ଟ୍ରମ୍ପ୍‌ ଏବଂ ତାଙ୍କ ପରିବାରକୁ ସ୍ବାଗତ କରିବା ପରେ ଡୋନାଲ୍ଡ ଟ୍ରମ୍ପ୍‌ ନିଜର…

ନମସ୍ତେ ଟ୍ରମ୍ପ୍‌ କହି ସ୍ବାଗତ ଭାଷଣ…

ଗୁଜୁରାଟ: ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚି ସାରିଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍‌ ଟ୍ରମ୍ପ୍‌ ଏବଂ ନରେନ୍ଦ୍ର ମୋଦି। ‘ମୋଟେରା ଷ୍ଟାଡିଅମ୍‌‘ରେ ଟ୍ରମ୍ପ୍‌ଙ୍କ ପାଇଁ ‘ନମସ୍ତେ ଟ୍ରମ୍ପ’ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି। ଷ୍ଟାଡିୟମ୍‌ରେ ସେମାନଙ୍କ ପାଇଁ ଉଦ୍ଦିଷ୍ଟ ମଞ୍ଚକୁ ଯିବାକ୍ଷଣି…

ମୋଟେରାରେ ଟ୍ରମ୍ପ୍

ଗୁଜୁରାଟ: ଅହମଦାବାଦ୍‌ର ମୋଟେରା ଷ୍ଟାଡିୟମ୍‌ରେ ପହଞ୍ଚିଲେ ଡୋନାଲ୍‌ ଟ୍ରମ୍ପ୍‌। ସାବରମତି ପରେ ମୋଟେରାରେ ପହଞ୍ଚିଛନ୍ତି ଟ୍ରମ୍ପ୍‌। ମୋଟେରାର ସର୍ଦ୍ଦାର ବଲ୍ଲଭଭାଇ ପଟେଲ ଷ୍ଟାଡିୟମ୍‌ରେ ମୋଦୀଙ୍କ ସହ ପହଞ୍ଚିଲେ ଟ୍ରମ୍ପ୍‌। ଏଠାରେ ଟ୍ରମ୍ପ୍‌ ବିଶ୍ବର ସର୍ବବୃହତ୍‌ କ୍ରିକେଟ ଷ୍ଟାଡିୟମ୍‌ର ଉଦ୍ଘାଟନ…

ଆଜି ଭାରତ ଆସୁଛନ୍ତି ଟ୍ରମ୍ପ

ଅହମଦାବାଦ: ପରିବାର ସହ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଆଜି ୨ଦିନିଆ ଭାରତ ଗସ୍ତରେେ ଆସୁଛନ୍ତି। ଡୋନାଲ୍‌ଡ ଟ୍ରମ୍ପ୍‌ଙ୍କ ବିମାନ ଏୟାରଫୋର୍ସ ୱାନ୍‌ ଆଜି ଅହମଦାବାଦ ଏୟାରପୋର୍ଟରେ ଅବତରଣ କରିବ। ଟ୍ରମ୍ପ୍‌ଙ୍କ ଦୁଇ ଦିନିଆ ଗସ୍ତ କାର୍ଯ୍ୟକ୍ରମରେ ତାଙ୍କ ସହିତ ପତ୍ନୀ ମେଲାନିଆ ଟ୍ରମ୍ପ୍‌, ଝିଅ…