Odisha Link
Bridging the Missing Links in Odisha
Browsing Tag

Odia Movie

ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ…

ଭୁବନେଶ୍ବର: ଓଲିଉଡର ଅଭିନେତ୍ରୀ ଶିବାନୀଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। କାରଣ ତାଙ୍କର ଦୁଇଟି ସିନେମା ରିଲିଜ୍ ହେଉଥିବାର ସୂଚନା ମିଳିଛି। ସିନେମା ଦୁଇଟି ହେଲା‘ବିଦ୍ୟାରାଣ’ ଏବଂ ‘ଦିଲ୍ ମୋର ମାନେନା’। ‘ବିଦ୍ୟାରାଣ’ରେ ସିନେମା ବାବୁସାନ୍-ଶିବାନୀଙ୍କୁ ଏକାଠି ଦେଖିବାକୁ ମିଳିବ।…

ଶହୀଦ ରଘୁ ସର୍ଦ୍ଦାର ସିନେମାରେ ନଜର…

ଭୁବନେଶ୍ବର : ଓଡ଼ିଆ ସିନେମାରେ ହେବାକୁ ଯାଉଛି ଅଉ ଏକ ବାୟୋପିକ । ଆମ ରାଜ୍ୟର ସ୍ବାଧୀନତା ସଂଗ୍ରାମୀ ଶହୀଦ ରଘୁ ସର୍ଦ୍ଦାରଙ୍କ ଉପରେ ପ୍ରସ୍ତୁତ ହେବ ଏହି ସିନେମା । ଶହୀଦ ରଘୁ ସର୍ଦ୍ଦାରଙ୍କ ଜୀବନର ବୀରତ୍ୱ ଗାଥାକୁ ସିନେମାରେ ଦେଖିବାକୁ ମିଳିବ । ଏହାକୁ ପ୍ରଯୋଜନା ଡା. ବିଶ୍ୱନାଥ ପଟ୍ଟନାୟକ ଦେବା…

ଆମେରିକାରେ ‘ଛବିରାଣୀ’

ଭୁବନେଶ୍ଵର: ୮୦ ଦଶକରେ ଘଟିଥିବା ଛବିରାଣୀ ହତ୍ୟାକାଣ୍ଡ ଉପରେ ଆଧାରିତ ଓଡ଼ିଆ ଚଳଚ୍ଚିତ୍ର ‘ଛବିରାଣୀ’ ଆମେରିକାର ବୋଷ୍ଟନ୍‍ ସହରରେ ପ୍ରଦର୍ଶିତ ହେବା ସହ ସାଉଁଟିଛି ଅନେକ ପ୍ରଶଂସା । ବାସ୍ତବଧର୍ମୀ ଘଟଣା ଉପରେ ଆଧାରିତ ଏହି ଚଳଚ୍ଚିତ୍ର ଓଡ଼ିଶା ସୋସାଇଟି ଅଫ୍‍ ନ୍ୟୁ ଇଂଲଣ୍ଡ ଜରିଆରେ ସେଠାରେ ପ୍ରଦର୍ଶିତ…

ଚର୍ଚ୍ଚାରେ ହିନ୍ଦୀ-ଓଡ଼ିଆ…

ଭୁବନେଶ୍ବର: ବାଳ..। ଏଭଳି ଏକ ଶବ୍ଦ ଯାହା ଏବେ ଖୁବ୍‌ ଚର୍ଚ୍ଚିତ। ଆଜିର ସମାଜରେ ବାଳ ଅର୍ଥାତ କେଶ ହେଉଛି ମୁଖ୍ୟ ପ୍ରସଙ୍ଗ। କେଶ ଝଡ଼ିବା ଏବେ ଏକ ରୋଗ ପରି ବ୍ୟାପିଛି। କେଶ ଝଡ଼ିବା ଫଳରେ ଅଧିକାଂଶ ଲୋକ ଚନ୍ଦା ହୋଇଥାନ୍ତି। ଚନ୍ଦା ଲୋକମାନେ କିପରି ସମସ୍ୟାର ସମ୍ମୁଖୀନ ହେଉଛନ୍ତି, ଥଟ୍ଟା ଉପହାସର ଶିକାର…