ନେପାଳରେ ବିମାନ ଦୁର୍ଘଟଣା: ୩୨ ବର୍ଷ ତଳେ…
ଓଏଲ୍ ବ୍ୟୁରୋ: ପୁଣିଥରେ ନେପାଳର କାଠମାଣ୍ଡୁରେ ଥିବା ତ୍ରିଭୁବନ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରେ ଏକ ବିମାନ ଦୁର୍ଘଟଣା ଘଟିଛି। ବିମାନ ଦୁର୍ଘଟଣାରେ ୧୮ ଜଣଙ୍କ ଦେହାନ୍ତ ହୋଇଛି। ଯାହା ଏବେ ସାରା ବିଶ୍ବକୁ ସ୍ତବ୍ଧ କରିଛି। ନେପାଳରେ ବଡ଼ ବିମାନ ଦୁର୍ଘଟଣା ୧୯୯୨ ମସିହାରେ ହୋଇଥିଲା। ଯେଉଁଥିରେ ୧୬୭…