Odisha Link
Bridging the Missing Links in Odisha
Browsing Tag

Puri Srimandir

ଶ୍ରୀମନ୍ଦିରକୁ ମୋବାଇଲ ଫୋନ ସମ୍ପୂର୍ଣ…

ଓଏଲ୍‌ ବ୍ୟୁରୋ : ସୋସିଆଲ ମିଡିଆରେ ଶ୍ରୀମନ୍ଦିର ଭିତର ଫଟୋ ବାରମ୍ବାର ଭାଇରାଲ ହେବା ପରେ ଶ୍ରୀମନ୍ଦିର ପ୍ରଶାସନ ଏହାକୁ ନେଇ ପରିଚାଳନା କମିଟି ବୈଠକ କରିଥିଲା। ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶ୍ରୀମନ୍ଦିର ପରିଚାଳନା ବୈଠକରେ ଆସନ୍ତା ଜାନୁଆରି ୧ ତାରିଖ ଠାରୁ…

ଶ୍ରୀମନ୍ଦିର ବନ୍ଦ ନେଇ ହୋଇପାରେ…

ପୁରୀ: ରାଜ୍ୟରେ କରୋନା ସଂକ୍ରମଣ ହାର ହୁହୁ ହେଇ ବଢିବାରେ ଲାଗିଛି। ଯାହା ଏବେ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି। କରୋନା ସଂକ୍ରମଣ ଦୃଷ୍ଟିରେ ରଖି ଶ୍ରୀମନ୍ଦିର ବନ୍ଦ ନେଇ ହୋଇପାରେ ନିଷ୍ପତ୍ତି। ଆଜି ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଚାଲିଛି। ବୈଠକରେ ମୁଖ୍ୟ ପ୍ରଶାସକ, ଜିଲ୍ଲାପାଳ, ଏସପି ଓ…

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି…

ପୁରୀ: ଆଜି ଅପରାହ୍ଣରେ ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ। ନିଳାଦ୍ରି ଭକ୍ତ ନିବାସରେ ଗଜପତି ମହାରାଜ ଶ୍ରୀ ଦିବ୍ୟସିଂହ ଦେବଙ୍କ ଅଧ୍ୟକ୍ଷତାରେ ଅପରାହ୍ଣ ୫ଟାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି। ତେବେ ଜାତୀୟ ସ୍ମାରକୀ ପ୍ରାଧିକରଣ (ଏନଏମଏ) ପ୍ରସ୍ତାବିତ ଉପନିୟମ ଉପରେ ନିନ୍ଦା…

ଆଜି ପୌଷ ପୂର୍ଣ୍ଣିମା, ଶ୍ରୀମନ୍ଦିରରେ…

ପୁରୀ: ଆଜି ପବିତ୍ର ପୌଷ ପୂର୍ଣ୍ଣିମା। ଏହି ଅବସରରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ପୁଷ୍ୟଭିଷେକ ନୀତି ହେବ। ରତ୍ନ ସିଂହାସନରେ ଶ୍ରୀଜିଉ ମାନେ ରାଜରାଜେଶ୍ୱର ବେଶ ବା ସୁନାବେଶରେ ଭକ୍ତଙ୍କୁ ଦର୍ଶନ ଦେବେ। ପୁଷ୍ୟଭିଷେକ ନୀତି ପାଇଁ ଗତକାଲିଠୁ ଅଧିବାସ ଗୃହରେ ଅଧିବାସ ହୋଇ ରହିଥିବା ଘିଅ ମିଶ୍ରିତ ୧୦୮ ଗରା…

କରୋନା: ସେବାୟତଙ୍କୁ ଘାରିଛି ସଂକ୍ରମଣର…

ପୁରୀ: ରାଜ୍ୟରେ ଦିନକୁ ଦିନ ବଢ଼ିବାରେ ଲାଗିଛି କରୋନା। ଏହାରି ଭିତରେ ପୁରୀ ଶ୍ରୀମନ୍ଦିର ସେବାୟତ ଓ କର୍ମଚାରୀଙ୍କୁ ଘାରିଛି ସଂକ୍ରମଣର ଭୟ। ୪୦୪ ଜଣ କରୋନା ସଂକ୍ରମିତ ହୋଇଥିବା ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ସୂଚନା ଦେଇଛନ୍ତି। ମୋଟ ୪୦୪ ଜଣଙ୍କ ମଧ୍ୟରୁ ୩୫୧ ସେବାୟତ ଓ ୫୩ ଜଣ କର୍ମଚାରୀ…

ୟୁନିୟନ୍ ବ୍ୟାଙ୍କ୍‌ରେ ରହିବ ଶ୍ରୀ…

ପୁରୀ: ୟୁନିୟନ୍ ବ୍ୟାଙ୍କ୍‌ରେ ରହିବ ଶ୍ରୀ ମନ୍ଦିର ଟଙ୍କା। ପରେ ଶ୍ରୀ ମନ୍ଦିର କର୍ପସ ଓ ଟେମ୍ପୁଲ ଫଣ୍ଡ ୟୁନିୟନ୍ ବ୍ୟାଙ୍କ୍‌ରେ ରହିବ ଟଙ୍କା। ଜମା ଟଙ୍କା ଉପରେ ବାର୍ଷିକ ୫.୭୫ ପ୍ରତିଶତ ସୁଦ୍ଧ ମିଳିବ। ଶ୍ରୀ ମନ୍ଦିର ଟଙ୍କା ୟୁନିୟନ୍‌ ବ୍ୟାଙ୍କ ଅଫ୍ ଇଣ୍ଡିଆରେ ରହିବା ନେଇ ନିଷ୍ପତ୍ତି ହୋଇଛି ଏଥିପାଇଁ…

ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର…

ନୂଆଦିଲ୍ଲୀ: ଆଜି ସୁପ୍ରିମକୋର୍ଟରେ ଶ୍ରୀମନ୍ଦିର ସଂସ୍କାର ମାମଲାର ଗୁରୁତ୍ବପୂର୍ଣ୍ଣ ଶୁଣାଣି ହେବ। ପ୍ରଧାନବିଚାରପତି ଏସ୍. ଏ. ବୋବଡେ, ବିଚାରପତି ବି. ଆର ଗାଭାଇ ଓ ବିଚାରପତି ସୂର୍ଯ୍ୟକାନ୍ତଙ୍କ ଖଣ୍ଡପୀଠରେ ଏହି ଶୁଣାଣି କରାଯିବ। ଦିନକ ପୂର୍ବରୁ ଶ୍ରୀ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି ଗତ ନଭେମ୍ବର…