Odisha Link
Bridging the Missing Links in Odisha
Browsing Tag

Ticket

ପିପିଲି ଉପନିର୍ବାଚନ: ଟିକେଟ ଆଶାୟୀ ଥିବା…

 ପିପିଲି : ପିପିଲି ଉପନିର୍ବାଚନ ପାଇଁ ପ୍ରସ୍ତୁତି ଜୋର ଧରିଲାଣି। ଉପନିର୍ବାଚନ ପାଇଁ ୩ ପ୍ରମୁଖ ଦଳ ବିଜେପି, ବିଜେଡି ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଖୋଜା ଆରମ୍ଭ ହୋଇଯାଇଛି। ଟିକେଟ ପାଇଁ ଆଶାୟୀଙ୍କ ମଧ୍ୟ କସରତ ଆରମ୍ଭ କରିଲେଣି। ଆଜି ପିପିଲି ଉପନିର୍ବାଚନ ପାଇଁ ବିଜେଡି ପକ୍ଷରୁ ପର୍ଯ୍ୟବେକ୍ଷକ…

ଆଜିଠୁ ଟ୍ରେନ୍‌ ଟିକେଟ୍‌ ବୁକିଂ, କେମିତି…

ଭୁବନେଶ୍ବର: ଲକ୍‌ଡାଉନ୍‌ କଟକଣା ମଧ୍ୟରେ ଦେଶବାସୀଙ୍କ ପାଇଁ ଖୁସି ଖବର। କାରଣ ଜୁନ୍‌ ପହିଲାରୁ ଭାରତୀୟ ରେଳପଥ ପକ୍ଷରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ନନ୍‌-ଏସି ଟ୍ରେନ୍‌ ଚଳାଚଳ କରିବ। ଏଥିପାଇଁ ଆଜିଠୁ କେବଳ ଅନଲାଇନ୍‌ (ଆଇଆରସିଟିସି ୱେବସାଇଟ୍‌)ରେ ଟିକେଟ୍‌ ବୁକିଂ କରାଯାଇପାରିବ।…

କରୋନା ପ୍ରଭାବ: ପୂର୍ବତଟ ରେଳର ୧ଲକ୍ଷରୁ…

ଭୁବନେଶ୍ୱର: କରୋନା ଭାଇରସ୍‌କୁ କେନ୍ଦ୍ର କରି ଦେଶ ଓ ରାଜ୍ୟରେ ଏକ ଆତଙ୍କଜନକ ପରିସ୍ଥିତି ସୃଷ୍ଟି ହୋଇଛି। କରୋନାକୁ ନେଇ ଆତଙ୍କିତ ଜନତା ନିଜର ସୁରକ୍ଷାକୁ ଦୃଷ୍ଟିରେ ରଖି ଏବେ ସେମାନଙ୍କର ଯାତ୍ରାକୁ ସ୍ଥଗିତ ରଖିବା ପାଇଁ ଅଧିକ ନିରାପଦ ମଣୁଛନ୍ତି। ଫଳରେ ଏହାର ସିଧାସଳଖ ପ୍ରଭାବ ଏବେ ପୂର୍ବତଟ ରେଲେଓ୍ଵ…

ବାରବାଟୀ ଦିନିକିଆ: କେତେବେଳେ ଆରମ୍ଭ ହେବ…

ଭୁବନେଶ୍ୱର: ଆଜି କଟକ ବାରବାଟୀରେ ସିରିଜ ବିଜୟ ଲକ୍ଷ୍ୟ ନେଇ ଓହ୍ଲାଇବେ ଉଭୟ ଭାରତ ଓ ଓ୍ବେଷ୍ଟଇଣ୍ଡିଜ୍ ଦଳ। ଫଳରେ ବାରବାଟୀରେ ଖେଳପ୍ରେମୀ ଦେଖିବାକୁ ପାଇବେ ହାଇଭୋଲଟେଜ ମ୍ୟାଚ୍। ଏଥିସହିତ ବହୁଦିନର ବ୍ୟବଧାନ ପରେ ଓଡ଼ିଶାରେ କ୍ରିକେଟ ମ୍ୟାଚ ହେଉଥିବାରୁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ନାହିଁ ନଥିବା…

ବାରବାଟୀ ଦିନିକିଆ ଟିକଟ: ଖୋଲିବ ୧୨ଟି…

ଭୁବନେଶ୍ବର: ଆସନ୍ତା ୨୨ରେ କଟକର ବାରବାଟୀ ଷ୍ଟାଡିୟମ୍‌ରେ ଭାରତ-ଓ୍ବେଷ୍ଟଇଣ୍ଡିଜ ମଧ୍ୟରେ ଖେଳାଯିବ ତୃତୀୟ ଦିନିକିଆ। ଏଥିପାଇଁ ପୁରା ପ୍ରସ୍ତୁତ ଓସିଏ। ଏଥିନେଇ ଆଜି ଓସିଏ ପକ୍ଷରୁ ବାରବାଟୀ ଦିନିକିଆକୁ ନେଇ ଏକ ପ୍ରେସ୍‌ ମିଟ୍‌ ଆୟୋଜନ କରିଛି। ସାମ୍ବାଦିକ ସମ୍ମିଳନୀରେ ଓସିଏ ପକ୍ଷରୁ କୁହାଯାଇଛି ଯେ,…

ବାରବାଟୀ ଦିନିକିଆ: କ୍ରିକେଟ ପ୍ରେମୀଙ୍କୁ…

ଭୁବନେଶ୍ବର: ବହୁ ଦିନର ବ୍ୟବଧାନରେ ପୁଣି କଟକରେ ଦେଖିବାକୁ ମିଳିବ କ୍ରିକେଟ ଫିଭର। ଆସନ୍ତା ଡିସେମ୍ବର ୨୨ ତାରିଖରେ ବାରବାଟୀରେ ହେବ ଇଣ୍ଡିଆ-ୱେଷ୍ଟଇଣ୍ଡିଜ ଦିନିକିଆ କ୍ରିକେଟ୍‌ ମ୍ୟାଚ୍‌। ଏଥିପାଇ ଚାଲିଛି ଜୋରଦାର ପ୍ରସ୍ତୁତି। ଦୀର୍ଘ ଦିନ ପରେ ବାରବାଟୀକୁ ଅନ୍ତର୍ଜାତୀୟ ମ୍ୟାଚ ଫେରିଥିବା ବେଳେ ଏହାକୁ…