Odisha Link
Bridging the Missing Links in Odisha
Browsing Tag

Video Confernce

ଜୀବନ ଜୀବିକା ସୁରକ୍ଷା ଦିଗରେ କୃଷିର…

ଭୁବନେଶ୍ବର: କୋଭିତ – ୧୯ ଯୋଗୁ ସାରା ବିଶ୍ୱ ଏକ ଅସ୍ବାଭାବିକ ପରିସ୍ଥିତି ଦେଇଗତି କରୁଥିବା ବେଳେ ଲୋକମାନଙ୍କର ଜୀବନ ଜୀବିକାର ସୁରକ୍ଷା ନିମନ୍ତେ କୃଷି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥି ସହିତ ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ସୁଧାରିବା ସହିତ ଲୋକମାନଙ୍କ ଆୟବୃଦ୍ଧି ଦିଗରେ କୃଷି…

ଆଜି ନବୀନଙ୍କ ସମେତ ୧୪ଟି ରାଜ୍ୟର…

ନୂଆଦିଲ୍ଲୀ: ଗତକାଲି ପରି ଆଜି ମଧ୍ୟ ଅପରାହ୍ନ ୩ଟାରେ ୧୫ ରାଜ୍ୟ/ କେନ୍ଦ୍ର ଶାସିତ ଅଞ୍ଚଳଙ୍କ ମୁଖ୍ୟଙ୍କ ସହ ଆଲୋଚନା କରିବେ ପିଏମ୍‌ ମୋଦି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ୧୫ଟି ରାଜ୍ୟର ମୁଖ୍ୟଙ୍କ ସହ ଚର୍ଚ୍ଚା କରିବେ ମୋଦି । ଗତକାଲି ୨୧ଟି ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ…

ଆଜି ଓ କାଲି ମୁଖ୍ୟମନ୍ତ୍ରୀଙ୍କ ସହ…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସ୍‌ ସଂକ୍ରମଣ ଭାରତରେ ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ନଜରରେ ରଖି ଆଜି ଆଉ କାଲି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ ପିଏମ୍‌ ମୋଦି। ଆଜି ଅପରାହ୍ନ ୩ଟାରେ ୨୧ ରାଜ୍ୟ, କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟମନ୍ତ୍ରୀ, ଉପରାଜ୍ୟପାଳ ଓ…

ଓଡ଼ିଶାରେ ୨ ହଜାର କୋଟି ପୁଞ୍ଜିନିବେଶ…

ଭୁବନେଶ୍ବର: ମହାମାରୀ କରୋନା ସଙ୍କଟ ମଧ୍ୟରେ ରାଜ୍ୟ ପାଇଁ ଭଲ ଖବର। ଓଡ଼ିଶାରେ ପୁଞ୍ଜିନିବେଶ ପାଇଁ ଲକ୍ଷ୍ମୀନାରାୟଣ ମିତ୍ତଲଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଓଡ଼ିଶାରେ ଆର୍ସେଲର ମିତ୍ତଲ କମ୍ପାନୀ ପ୍ରଥମ ପର୍ଯ୍ୟାୟରେ ୨ ହଜାର କୋଟି ଟଙ୍କା ନିବେଶ କରିବ। ଏନେଇ ଆଜି ଆର୍ସେଲର…

ପୁଣିଥରେ ହେବ…

ନୂଆଦିଲ୍ଲୀ: ଆସନ୍ତା ୧୬ ଓ ୧୭ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ଦେଶରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିବେ। ଭିଡିଓ କନଫରେନ୍ସିଂ ଜରିଆରେ ସମସ୍ତ ମୁଖ୍ୟମନ୍ତ୍ରୀଙ୍କ ସହ କଥା ହେବେ ମୋଦି। ଏହି ମିଟିଂ ଦୁଇଟି ଭାଗରେ ହେବ। ପ୍ରଥମ ମିଟିଂ ୧୬ ତାରିଖରେ ହେବାକୁ ଥିବା ବେଳେ ଦ୍ୱିତୀୟ…

ଡାକ୍ତର ଓ ସ୍ବାସ୍ଥ୍ୟକର୍ମୀ କେବଳ ତାଙ୍କ…

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଭିଡିଏ କନ୍‌ଫରେନସିଂ ଜରିଆରେ କୋଭିଡ ମ୍ୟାନେଜମେଣ୍ଟ ସଂକ୍ରାନ୍ତୀୟ ଏକ ବୈଷୟିକ କର୍ମଶାଳାରେ ଯୋଗ ଦେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ, ବିଭିନ୍ନ ମେଡିକାଲ କଲେଜର ଡାକ୍ତର ଓ ସ୍ବାସ୍ଥ୍ୟ କର୍ମଚାରୀ ତଥା ରାଜ୍ୟର ବିଭିନ୍ନ କୋଭିଡ ହସ୍‌ପିଟାଲର…

‘ଦୁଇ ଗଜର ଦୂ‌ରତା’ ଜରୁରୀ: ମୋଦି

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ପଞ୍ଚାୟତରାଜ ଦିବସ। ଏହି ଅବସରରେ ଭିଡିଓ କନଫରନ୍ସିଂ ଜରିଆରେ ଦେଶର ସମସ୍ତ ସରପଞ୍ଚଙ୍କୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି। ସମ୍ବୋଧନ କରି ଦେଶର ସମସ୍ତ ସରପଞ୍ଚଙ୍କୁ ରାଷ୍ଟ୍ରୀୟ ପଞ୍ଚାୟତ ରାଜ ଦିବସର ଶୁଭେଚ୍ଛା ଜଣାଇଛନ୍ତି ମୋଦି। ଏହି  ଅବସରରେ ଆଜି ପ୍ରଧାନମନ୍ତ୍ରୀ…

କରୋନା କାମ କରିବା ଶୈଳୀକୁ ବଦଳାଇଲା, ଆମେ…

ନୂଆଦିଲ୍ଲୀ: ଆଜି ରାଷ୍ଟ୍ରୀୟ ପଞ୍ଚାୟତ ଦିବସ। ଏହି ଅବସରରେ ଭିଡିଓ କନଫରନ୍ସିଂ ଜରିଆରେ ଦେଶର ସମସ୍ତ ସରପଞ୍ଚଙ୍କୁ ସମ୍ବୋଧନ କରିଛନ୍ତି ନରେନ୍ଦ୍ର ମୋଦି। ଏହି ଅବସରରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇ-ଗ୍ରାମ ସ୍ବରାଜ ପୋର୍ଟାଲ ଓ ମୋବାଇଲ ଆପର ଶୁଭାରମ୍ଭ କରିଛନ୍ତି। ଯାହା ଦ୍ବାରା ଗ୍ରାମର ବିକାଶ…

ସରକାର ଡାକ୍ତରଙ୍କ ସହିତ ରହିଛି:…

ନୂଆଦିଲ୍ଲୀ: ମହାମାରୀ କରୋନା ଭାଇରସକୁ ନେଇ ସାରା ଦେଶ ଚିନ୍ତିତ। କରୋନା ଯୁଦ୍ଧ ମଧ୍ୟରେ ଆଜି ଗୃହମନ୍ତ୍ରୀ ଅମିତ ଶାହ ଡାକ୍ତର, ଇଣ୍ଡିଆନ୍‌ ମେଡିକାଲ ଆସୋସିଏଶନ୍‌ର ପ୍ରତିନିଧୀଙ୍କ ସହିତ କଥା ହୋଇଛନ୍ତି। ଏହି କଥାବାର୍ତ୍ତା ସମୟରେ ଗୃହମନ୍ତ୍ରୀ ଅମିତ୍‌ ଶାହ କରୋନା ଯୋଦ୍ଧା ଡାକ୍ତରଙ୍କୁ ସୁରକ୍ଷା ଦେବା…

ରାଜ୍ୟର ସମସ୍ତ ସରପଞ୍ଚଙ୍କ ସହିତ କଥା…

ଭୁବନେଶ୍ବର: ୨ ଦିନରେ ରାଜ୍ୟରେ ୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ରାଜ୍ୟରେ ମହାମାରୀ କରୋନା ଭାଇରସ୍‌ ଦିନକୁ ଦିନ ବ୍ୟାପିବାରେ ଲାଗିଛି। ବିଶେଷ କରି ରାଜ୍ୟ ପାଇଁ ଅଡ଼ୁଆ ହୋଇଛି ପଶ୍ଚିମବଙ୍ଗ ଫେରନ୍ତା କରୋନା ଆକ୍ରାନଙ୍କ ପାଇଁ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଏବେ ପଞ୍ଚାୟତଗୁଡ଼ିକ ମାଧ୍ୟମରେ…