Odisha Link
Bridging the Missing Links in Odisha
Daily Archives

July 19, 2019

କାଲି ପାଟକୁରା ଭୋଟ: ୧୦ ପ୍ରାର୍ଥୀଙ୍କ…

ଭୁବନେଶ୍ବର : ଆସନ୍ତା କାଲି ହେବ ଭୋଟ ଗ୍ରହଣ । ୧୦ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପାରୀକ୍ଷା କରିବେ ଜନତା । ସେଥିପାଇଁ ନିର୍ବାଚନ କମିଶନଙ୍କ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ହୋଇଥିବା ବେଳେ ବୁଥ ରିଗିଂ ଏବଂ ଆଇନ ଶୃଙ୍ଖଳାକୁ ଦୃଷ୍ଟିରେ ରଖି ବ୍ୟାପକ ସୁରକ୍ଷା ବ୍ୟବସ୍ଥା କରାଯାଇଛି । ଏପଟେ ବିଜେଡି…

ବିଏଚ୍‌ୟୁ ଢ଼ାଞ୍ଚାରେ ଓଡ଼ିଶାରେ ହେଉ ଏକ…

ଭୁବନେଶ୍ୱର : ବିଭିନ୍ନ ପ୍ରକାର ପାଠ୍ୟକ୍ରମର ସମନ୍ୱୟ ତଥା ବନାରସ ହିନ୍ଦୁ ବିଶ୍ୱବିଦ୍ୟାଳୟ ଭଳି ବୋର୍ଡ଼ ଆଧାରିତ ବ୍ୟବସ୍ଥା ଅନୁରୂପ ଏକ ସ୍ୱତବ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପୂର୍ବ ଭାରତର ‘କାଶୀ’ କୁହାଯାଉଥିବା ଜ୍ଞାନକେନ୍ଦ୍ର ପୁରୀଠାରେ ପ୍ରତିଷ୍ଠା ପାଇଁ ଆବଶ୍ୟକୀୟ ଉଦ୍ୟମ କରିବାକୁ ମୁଖ୍ୟମବୀଙ୍କୁ ଚିଠି…

ଭୁବନେଶ୍ବର ପାର୍କ ଓ ସାଧାରଣ ଖୋଲାସ୍ଥାନ…

ଭୁବନେଶ୍ବର : ସହରର ବାସିନ୍ଦା ବା ପର୍ଯ୍ୟଟକ ଭାବେ ଆପଣ ନିକଟତମ ପାର୍କ ଅଥବା କୌଣସି ସାଧାରଣ ଖୋଲାସ୍ଥାନକୁ ବୁଲିଯିବାକୁ ଇଚ୍ଛା କରୁଛନ୍ତି କି? ଯଦି ହଁ ତେବେ ଆପଣମାନେ ମୋବାଇଲ ଆପରେ ଅଥବା ଡିଜିଟାଲ ପ୍ଲାଟଫର୍ମ ଭାବରେ ପ୍ରଥମ ଥର ପାଇଁ ମନ୍ଦିର ପାଳିନୀ ସହର ଭୁବନେଶ୍ବରରେ ପରୀକ୍ଷାତ୍ମକ ଭାବରେ ବ୍ୟବହୃତ…

ରିଲିଫ୍‌ ନମିଳିବାରୁ ଅଧିକାରୀଙ୍କୁ ମାଡ଼

ପାଟନା: ବିହାରର ବିଭିନ୍ନ ସ୍ଥାନରେ ବନ୍ୟା ଭୟଙ୍କର ରୂପ ନେଇଥିବାବେଳେ ରିଲିଫ୍‌ ନମିଳିବାରୁ ଜନ ଅସନ୍ତୋଷ ଦେଖିବାକୁ ମିଳିଛି। ମୋତିହାରୀ ଜିଲ୍ଲାରେ ଏଭଳି ଏକ ଘଟଣାରେ କିଛି ଲୋକ ମେଳି କରି ସର୍କଲ ଅଫିସ୍‌ ଘେରାଉ କରିବା ସହ ଅଧିକାରୀଙ୍କୁ ଆକ୍ରମଣ କରିଛନ୍ତି। ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ,…

ଧୋନିଙ୍କ ସନ୍ୟାସକୁ ନେଇ ମୁହଁ ଖୋଲିଲେ…

ନୂଆଦିଲ୍ଲୀ: ଭାରତୀୟ ଦଳର ପୂର୍ବତନ ଅଧିନାୟକ ତଥା ବର୍ତ୍ତମାନର ଓ୍ବିକେଟ ରକ୍ଷକ ମହେନ୍ଦ୍ର ସିଂ ଧୋନୀଙ୍କ ସନ୍ୟାସ ନେବା ପ୍ରସଙ୍ଗ ଥମିବାର ନାଁ ଧରୁନି। ଧୋନିଙ୍କ ସନ୍ୟାସ ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ଟିମ୍‌ ଇଣ୍ଡିଆର ପୂର୍ବତନ ଅପନର ବୀରେନ୍ଦ୍ର ସେହଓ୍ବାଗ। ସେ କହିଛନ୍ତି ଯେ, ଧୋନି କେବେ ସନ୍ୟାସ ନେବେ…

ଝାମ୍ପିନେଲେ ସାଢ଼େ ୬ ଲକ୍ଷ ଟଙ୍କା

ରାଉରକେଲା : ସିଭିଲ୍‌ ଟାଉନସିପରୁ ସାଢ଼େ ୬ ଲକ୍ଷ ଟଙ୍କା ଲୁଟ୍ ହୋଇଥିବା ଅଭିଯୋଗ ହୋଇଛି। ଏକ ଠିକା ସଂସ୍ଥାର ଜଣେ କର୍ମଚାରୀଙ୍କଠାରୁ ୬ଲକ୍ଷ ଟଙ୍କା ଝାମ୍ପି ନେଇଛନ୍ତି ଦୁର୍ବୃତ୍ତ। କର୍ମଚାରୀ ଜଣକ ବ୍ୟାଙ୍କରୁ ଟଙ୍କା ଉଠାଇ ସ୍କୁଟିରେ ଆସୁଥିବା ବେଳେ ରାସ୍ତାରେ ଲୁଟେରାମାନେ ତାଙ୍କୁ ଅଟକାଇ ମରାଧରା…

ବିଷଧର ସାପ ସହ ଖେଳ କରି ଫସିଗଲେ ଯୁବକ

ବରଗଡ଼ : ସଜା ପାଲଟିଲା ସାପ ସହ ଖେଳ । ବିଷଧର ନାଗ ସହ ଷ୍ଟଣ୍ଟ ଭିଡିଓ ଶୁଟିଂ ଘଟଣାର ମୁଖ୍ୟ ନାୟକ ରୋହିତ ମେହେରକୁ ଗିରଫ କରିଛି ବରଗଡ଼ ବନ ବିଭାଗ। ବନ୍ୟପ୍ରାଣୀ ଆଇନ୍‌ ଉଲ୍ଲଂଘନ ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ବରଗଡ଼ ଡିଏଫ୍ଓ ପି. ସନ୍ଦୀପ ସୂଚନା ଦେଇଛନ୍ତି। ଭିଡିଓରେ ସାପ ସହ ଷ୍ଟଣ୍ଟ କରୁଥିବା…

ଆଇସିସିର ନୂଆ ନିୟମ: ବଦଳ ଖେଳାଳି କରି…

ଲଣ୍ଡନ: ଏବେ ବଦଳ ଖେଳାଳି ମ୍ୟାଚରେ କରିପାରିବେ ବୋଲିଂ ଓ ବ୍ୟାଟିଂ। ଏଭଳି ନିୟମକୁ ଆଇସିସି ଗଭର୍ଣ୍ଣିଂ ବଡ଼ି ତା’ର ପ୍ଲେଇଙ୍ଗ୍ କଣ୍ଡିସନରେ ସାମିଲ୍ କରିନେଇଛି। ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ଆଇସିସି) କ୍ରିକେଟର ସବୁ ଫର୍ମାଟରେ ପୁରୁଷ ଓ ମହିଳା ଟିମ୍ ମ୍ୟାଚ୍ ବେଳେ ‘କନକସ୍‌ଡ ପ୍ଲେୟର୍’ (ମୁଣ୍ଡରେ…

ଚାଷୀଙ୍କୁ ଠକିଥିବା ଠକ କୁ ବାନ୍ଧିଲା…

କଣ୍ଟାବାଞ୍ଜି : ଚାଷୀମାନଙ୍କ ଝାଳବୁହା ପରିଶ୍ରମ ବଳରେ ଉପାର୍ଜିତ ଶସ୍ୟକୁ ପଇସା ଦେବି କହି ଠକି ଦେଉଥିବା ଜଣେ ପେସାଦାର ଠକ ଜଣକ ହେଲେ ଗଣନାଥ ବେହେରାକୁ ଆଜି ବଲାଙ୍ଗାର ଜିଲ୍ଲା ତୁରେକେଲା ଥାନା ପୁଲିସ ଗିରଫ କରିଛି। ଅଭିଯୁକ୍ତ ଜଣକ ପ୍ରଥମ ଚାଷୀଙ୍କ ମନ କିଣିବାକୁ ଚେଷ୍ଟା କରେ। ପରେ କିଣିବା ବାହାନାରେ…

ବାଇକ୍କୁ ଧକ୍କାଦେଲା ବୋଲେରୋ

ଉଦଳା : କଲେଜ ଯାଉଥିବା ବେଳେ ବାଇକ୍ କୁ ପିଟିଲା ବୋଲେରୋ । ଦୁର୍ଘଟଣାରେ ୩ ଜଣ ଛାତ୍ର ଗୁରୁତର ହୋଇଛନ୍ତି । ସୂଚନା ଅନୁସାରେ, ମୟୂରଭଞ୍ଜ ଜିଲ୍ଲା ଡୁକୁରା ଭୂମି କଲେଜରେ ପଢୁଥିବା ୩ ଜଣ ଛାତ୍ର ଏକ ବାଇକରେ ଉଦଳାରୁ ଡୁକୁରା କଲେଜକୁ ଯାଉଥିଲେ । ପାଟପୁର ନିକଟ ପଟ୍ରୋଲ୍ ପମ୍ପରେ ପଟ୍ରୋଲ୍ ପକାଇ ଛାତ୍ରମାନେ…