Odisha Link
Bridging the Missing Links in Odisha
Daily Archives

July 19, 2019

ମୁଖ୍ୟମନ୍ତ୍ରୀଙ୍କୁ ଆମେରିକାରୁ ଚିଠି

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଆସିଛି ଆମେରିକାରୁ ଚିଠି। ଏହି ଚିଠି ଦେଇଛନ୍ତି ଉତ୍ତର ଆମେରିକାଜ୍ ସୋଶାଇଟି ଅଫ୍‌ ଆମେରିକା (ଓଏସଏ)। ଏହି ଓଏସଏ ସୋଶାଇଟି ଉତ୍ତର ଆମେରିକାରେ ବାସ କରୁଥିବା ଓଡ଼ିଆ ମାନଙ୍କୁ ନେଇ ଗଠିତ ହୋଇଛି। ଓଏସଏ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଏକ ଚିଠି…

ଚିକିତ୍ସାରେ ଅବହେଳାରୁ ନବଜାତ ଶିଶୁ…

ସୋର : ଚିକିତ୍ସାରେ ଅବହେଳାରୁ ମା’ ଗୁରୁତର ହୋଇଥିବାବେଳେ ନବଜାତ ଶିଶୁ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ମୃତ ଶିଶୁକୁ ଧରି ଡାକ୍ତରଖାନା ସମ୍ମୁଖରେ ବାପା । ଗୁରୁତର ମା’କୁ ବାଲେଶ୍ଵର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଡାକ୍ତରଖାନା ପରିସରରେ ଉତ୍ତେଜନା ଦେଖିବାକୁ ମିଳିଛି । ମିଳିଥିବା…

ଦିଲ୍ଲୀରୁ ଚୋରି ବାଲେଶ୍ବରରେ ଗିରଫ

ବାଲେଶ୍ବର : ଦିଲ୍ଲୀରୁ ଚୋରି ହୋଇଥିବା ଦଶ ଲକ୍ଷ ଟଙ୍କାର ଅଳଙ୍କାର ଚୋରକୁ ଶୁକ୍ରବାର ଓଡିଶାରୁ ଗିରଫ ହୋଇଛି । ସୋର ଥାନା ଅନ୍ତର୍ଗତ ମଙ୍ଗଳପୁର ରଘୁନାଥପୁରରୁ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ ହେଲେ କରୁଣାକର ଦାସ । ତାଙ୍କୁ କୋର୍ଟରେ ହାଜର କରିବା ପରେ ଦିଲ୍ଲୀ ନିଆଯାଇଛି । ଅଭିଯୁକ୍ତ କରୁଣାକର…

ଆସନ୍ତା ୨୫ରୁ ଝାରସୁଗୁଡା ବିମାନ ବନ୍ଦରରୁ…

ଝାରସୁଗୁଡା : ଆସନ୍ତା ୨୫ରୁ ଝାରସୁଗୁଡା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ ସ୍ପାଇସ ଜେଟ୍ ପକ୍ଷରୁ ଉଡାଣ ଯୋଜନାରେ ଚାଲୁଥିବା ନୂଆଦିଲ୍ଲୀକୁ ବିମାନ ଉଡାଣ ବନ୍ଦ ହେବ । ଏ ନେଇ ସ୍ପାଇସ୍ ଜେଟ୍ କମ୍ପାନୀ ନିଷ୍ପତ୍ତି ନେଇଥିବା ଜଣାପଡିଛି । ଝାରସୁଗୁଡା ବିମାନବନ୍ଦରରେ ପାଗ ଖରାପ ସମୟରେ ଦିଗ ନିର୍ଣ୍ଣାୟକ…

ନକଲି ମୋବିଲ କାରଖାନା ଠାବ

ବାଲେଶ୍ୱର : ବାଲେଶ୍ୱର ଅରଡବଜାରରୁ ଏକ ନକଲି ମୋବିଲ କାରଖାନା ଠାବ କରାଯାଇଛି। ଏଠାରେ ବିଭିନ୍ନ ବ୍ରାଣ୍ଡର ନକଲି ଷ୍ଟିକର ଲଗାଯାଇ ମୋବିଲ ବିକ୍ରି କରାଯାଉଥିଲା। ଏ ସମ୍ପର୍କରେ ଥାନାରେ ଅଭିଯୋଗ ପରେ ସହଦେବଖୁଣ୍ଟା ପୁଲିସ ଚଢ଼ଉ କରି ବିପୁଳ ପରିମାଣର ନକଲି ମୋବିଲ ଜବତ କରିଛି। ପୁଲିସ ୨ଜଣଙ୍କୁ ଗିରଫ…

ଫାଇନାଲରେ ଭାରତୀୟ ପୁରୁଷ ଓ ମହିଳା ଟିମ୍‌…

କଟକ : କଟକ ରାଜ୍ୟଗୋଷ୍ଠୀ ଟେବୁଲ ଟେନିସ ଚାମ୍ପିୟନସିପ୍‌ର ଟିମ୍ ଇଭେଣ୍ଟ ଫାଇନାଲରେ ଭାରତ। ଉଭୟ ଭାରତୀୟ ପୁରୁଷ ଓ ମହିଳା ଟିମ୍ ଫାଇନାଲରେ ପ୍ରବେଶ କରିଛନ୍ତି। ପୁରୁଷ ଦଳ ସେମିଫାଇନାଲରେ ଶକ୍ତିଶାଳୀ ସିଙ୍ଗାପୁରକୁ ୩-୦ରେ ପରାସ୍ତ କରି ଫାଇନାଲକୁ ପହଞ୍ଚିଛି। ଏହା ପୂର୍ବରୁ ଆଜି ଭାରତୀୟ ମହିଳା ଦଳ ମଧ୍ୟ…

ରାଜ୍ୟର ୫ଟି ଜିଲ୍ଲାରେ ଗଜା ମରୁଡି…

ଭୁବନେଶ୍ବର : ଚଳିତ ବର୍ଷ ନିୟମିତ ବର୍ଷା ହେଉନାହିଁ । ବର୍ଷା ଅଭାବରୁ ଚାଷୀ ହତାଶ । ଧାନ ଅମଳ କରିବାର ସ୍ଥିତି କ୍ଷୀଣ । ମୌସୁମୀ ବର୍ଷା ଲୁଚକାଳି ଖେଳୁଛି । ସ୍ୱାଭାବିକ ବର୍ଷା ହେଉନଥିବାରୁ ଚାଷ କାର୍ଯ୍ୟ ବ୍ୟାହତ ହେଉଛି । ଜଳାଭାବ ଯୋଗୁଁ ବହୁ ଜମି ପଡ଼ିଆ ପଡ଼ିଛି । ଯେଉଁ ଜମିରେ ତଳି ପଡ଼ିଥିଲା ତାହା…

୧୦ ଲକ୍ଷ ଓଡ଼ିଆ ଯୁବପିଢୀଙ୍କୁ ବିଜେପି…

ଭୁବନେଶ୍ବର: ରାଜ୍ୟରେ ଚାଲିଥିବା ବିଜେପିର ସଦସ୍ୟତା ଅଭିଯାନରେ ରାଜ୍ୟର ଅନ୍ୟୁନ ୧୦ ଲକ୍ଷ ଯୁବକଙ୍କୁ ଦଳର ସଦସ୍ୟ କରିବାକୁ ବିଧିବଦ୍ଧ ଅଭିଯାନ ଓ ଏହାର ଯୋଜନା ଯୁବମୋର୍ଚ୍ଚାର କାର୍ଯ୍ୟକର୍ତାମାନେ ଯୋଜନା ପ୍ରସ୍ତୁତ କରିଛନ୍ତି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ବିଜେପି ଯୁବମୋର୍ଚ୍ଚାର…

ଶବରୁ ଆଖି ତାଡ଼ିନେଲେ

ଅନୁଗୁଳ : ଅନୁଗୁଳ ମେଡିକାଲରେ ଶବରୁ ଆଖି ତାଡ଼ି ନିଆଯାଇଥିବା ଅଭିଯୋଗ ହୋଇଛି । ମୃତକଙ୍କ ବାପା ଏହି ଅଭିଯୋଗ ଆଣିଛନ୍ତି । ଗତକାଲି ରାତିରେ ୪ ବର୍ଷର ଝିଅକୁ ମେଡିକାଲକୁ ଆଣିଥିଲେ ବାପା । ବଅଁରପାଳ ବ୍ଲକ ନୂଆହତା ଗ୍ରାମରୁ ଅନୁଗୁଳ ମେଡିକାଲକୁ ଆଣିଥିଲେ । ତେବେ ରାତିରେ ମେଡିକାଲରେ ଝିଅର ମୃତୁ୍ୟ…

ଜଳିଗଲା ଘର : ୬ ଗୋରୁ ଜୀବନ୍ତ ଦଗ୍ଧ

ଭଣ୍ଡାରିପୋଖରୀ : ଭଦ୍ରକ ଜିଲ୍ଲା ଧାମନଗର ବ୍ଲକ ବମକୁରା ପଞ୍ଚାୟତ ଦେଉଳଢିଅ ଗ୍ରାମର ବୈଷ୍ଣବ ଜେନାଙ୍କ ଘରେ ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୨ ବଖରା ଘର ସହ ୬ ଗୋରୁ ଜୀବନ୍ତଦଗ୍ଧ ହୋଇଛନ୍ତି । ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ସମ୍ପତି ଜଳିଯାଇଛି । ଅଗ୍ନିକାଣ୍ଡର କାରଣ ଜଣାପଡିନାହଁ । ଖବର ପାଇ…