ଆଇପିଏଲ୍ ଆଧାରରେ ଟି-୨୦ ବିଶ୍ବକପ୍…
ଓଏଲ୍ ବ୍ୟୁରୋ: ସାରା ଦେଶରେ ଏବେ କ୍ରିକେଟ୍ କ୍ରେଜ। ଇଣ୍ଡିଆନ ପ୍ରିମିୟର ଲିଗ୍ ଲବେ ରୋମାଞ୍ଚକ ମୋଡରେ ଥିବା ବେଳେ ଏବେ ଅଗାମାୀ ଟି-୨୦ ବିଶ୍ବକପ୍ ପାଇଁ ଆରମ୍ଭ ହୋଇ ସାରିଲାଣି କାଉଣ୍ଟଡାଉନ୍। ଏଥିପାଇଁ ଭାରତୀୟ କ୍ରିକେଟ ଦଳ ମଧ୍ୟ ଆରମ୍ଭ କରିଛି ପ୍ରସ୍ତୁତି। ଏସବୁ ମଧ୍ୟରେ ଟିମ୍ ଇଣ୍ଡିଆର ପୂର୍ବତନ…