Odisha Link
Bridging the Missing Links in Odisha
Daily Archives

July 19, 2019

ମାଷ୍ଟର ବ୍ଲାଷ୍ଟରଙ୍କୁ ଆଉ ଏକ ସମ୍ମାନ

ନୂଆଦିଲ୍ଲୀ: 'କ୍ରିକେକଟର ଭଗବାନ' କୁହାଯାଉଥିବା ସଚିନ ତେନ୍ଦୁଲକର ଆଉ ଏକ ସମ୍ମାନରେ ଅଧିକାରୀ ହୋଇଛନ୍ତି। ସଚିନ ତେନ୍ଦୁଲକର ଆଇସିସିର ‘ହଲ୍‌ ଅଫ୍ ଫେମ୍‌’ରେ ସ୍ଥାନ ପାଇଛନ୍ତି। ଏହି ପୂର୍ବତନ କ୍ରିକେଟ ଖେଳାଳିଙ୍କ ସମେତ ଦକ୍ଷିଣ ଆଫ୍ରିକାର ଫାଷ୍ଟ ବୋଲର୍ ଆଲାନ୍ ଡୋନାଲ୍‌ଡ, ଅଷ୍ଟ୍ରେଲିଆର ମହିଳା…

ବାପାର ଶବକୁ କାନ୍ଧରେ ମଶାଣିକୁ ବୋହି…

ମାଲକାନଗିରି : ବାପାର ଶବକୁ କାନ୍ଧରେ ବୋହି ବୋହି ମଶାଣି ପର୍ଯ୍ୟନ୍ତ ନେଲେ ତିନି ଝିଅ । ମୁଖାଗ୍ନି ଠାରୁ ଆରମ୍ଭ କରି ସମସ୍ତ କ୍ରିୟା କର୍ମ ମଧ୍ୟ କରିଛନ୍ତି ୩ ଝିଅ । ହେଲେ ଗତକାଲି ତାଙ୍କର ମୃତ୍ୟୁ ହେବା ପରେ ଶବକୁ କାନ୍ଧେଇ ଥିଲେ ତିନି ଝିଅ ସଶ୍ମିତା, ସଙ୍ଗିତା, ସମିତା ପଟ୍ଟନାୟକ । ହିନ୍ଦୁ ଧର୍ମରେ…

ରାସ୍ତା କଡ଼ରେ ପଡିଥିବା ବ୍ୟାଗରୁ ଦଦ୍ଧାର…

ସୋର : ବାଲେଶ୍ବର ଜିଲ୍ଲା କୁଲିଙ୍ଗା ପଞ୍ଚାୟତ ଗାଁଜିଆ ଗାଁ ନିକଟରେ ରାସ୍ତା କଡରୁ ମୃତ ମଣିଷର ହାଡ, ମୁଣ୍ଡ ଉଦ୍ଧାର ହୋଇଛି । ଏକ ବ୍ୟାଗରେ ମୃତ ମଣିଷର ହାତ, ଗୋଡ ଏବଂ ମୁଣ୍ଡ ଥିବା ଦେଖିବାକୁ ମିଳିଥିଲା । ଏହି ମୃତ ଶରୀରର କଙ୍କାଳ ଜଣେ ବୟସ୍କ ଲୋକଙ୍କର ବୋଲି ଜଣାପଡିଛି । ତେବେ ବସ୍ତାରେ ଏହି ସ୍ଥାନକୁ…

ବିଶ୍ବରେ ବିଲ ଗେଟସ, ଭାରତରେ ମୋଦି

ନୂଆଦିଲ୍ଲୀ: ଦୁନିଆରେ ସବୁଠୁ ଅଧିକ ପ୍ରଶଂସିତ ଭାରତୀୟ କିଏ ଜାଣିଛନ୍ତି କି? ଯଦି ନ ଜାଣିଛନ୍ତି ତେବେ ଆମେ ଆପଣଙ୍କୁ କହିବୁ କିଏ ସେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ହେଉଛନ୍ତି ଦୁନିଆର ସବୁଠୁ ଅଧିକ ପ୍ରଶଂସିତ ଭାରତୀୟ। ବ୍ରିଟେନ ସ୍ଥିତ ୟୁଗଭ(YouGov) ଇଣ୍ଟରନେଟରେ ସର୍ବେକ୍ଷଣ କରି ଅନଲାଇନ ଭୋଟିଂ…

ମହିଳାଙ୍କୁ କଚାଡି ମାରିଲା ହାତୀ

ଢେଙ୍କାନାଳ : ଢ଼େଙ୍କାନାଳରେ ହାତୀ ଆତଙ୍କ ଦେଖିବାକୁ ମିଳିଛି । ଗାଁ ଭିତରେ ପଶି ମହିଳାଙ୍କୁ କଚାଡି ମାରିଲା ଦନ୍ତା । ମୃତ ମହିଳା ହେଲେ ଉର୍ମିଳା ନାୟକ । ଢ଼େଙ୍କାନାଳ ସଦର କାଉଁରିଆପାଳ ଗାଁର ଘଟିଛି ଏଭଳି ଅଭାବନୀୟ ଘଟଣା । ସୂଚନା ଅନୁସାରେ, ଆଜି ବଡି ଭୋରରୁ ମହିଳା ଜଣଙ୍କ ବାଡି ପଛ ପଟକୁ…

ରାତି ପାହିଲେ ପାଟକୁରାରେ ପଡିବ ଭୋଟ୍:…

କେନ୍ଦ୍ରାପଡ଼ା : ଆଉ ମାତ୍ର ଗୋଟିଏ ରାତି ପରେ ପାଟକୁରା ବିଧାନସଭା ଆସନ ପାଇଁ ଭୋଟ ଗ୍ରହଣ । ଏଥିପାଇଁ ଭୋଟଗ୍ରହଣ କେନ୍ଦ୍ରରେ ପହଞ୍ଚୁଛନ୍ତି ପୁଲିଂ ପାର୍ଟି । ଇଭିଏମ ଓ ଅନ୍ୟ ଆବଶ୍ୟକ ସରଞ୍ଜାମ ସହ ପୁଲିଂ ପାର୍ଟି ବୁଥରେ ପହଞ୍ଚୁଛନ୍ତି । ଏହି ନିର୍ବାଚନ ମଣ୍ଡଳୀରେ ୩୦୯ଟି ବୁଥରେ ମତଦାନ ହେବ । ନିର୍ବାଚନ…

ମରୁଡ଼ି ପରିସ୍ଥିତି ନେଇ ରୁଲିଂ :…

ଭୁବନେଶ୍ୱର: ରାଜ୍ୟରେ ମରୁଡ଼ି ସ୍ଥିତି ନେଇ ଶୁକ୍ରବାର ବିଧାନସଭାରେ ଉଦବେଗ ପ୍ରକାଶ ପାଇଛି । ବହୁ ସଦସ୍ୟ ଉଦବେଶ ପ୍ରକାଶ କରିବା ପରେ ଏନେଇ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ରୁଲିଂ ଦେଇଛନ୍ତି । ୨ ଦିନ ଭିତରେ ଏନେଇ ବିବୃତି ଦେବାକୁ ରାଜସ୍ୱମନ୍ତ୍ରୀଙ୍କୁ ବାଚସ୍ପତି ଶ୍ରୀ ପାତ୍ର କହିଛନ୍ତି । ପ୍ରକାଶ…

ନାଟକର ନାମ କର୍ଣ୍ଣାଟକ, ମେଣ୍ଟ ସରକାର…

ବେଙ୍ଗାଲୁରୁ: ଭାରତରେ ଏବେ ନାଟକ ଚାଲିଛି। ଆଉ ସେହି ନାଟକର ନାମ କର୍ଣ୍ଣାଟକ। କର୍ଣ୍ଣାଟକ ରାଜନୀତିର ମୋଡ଼ କେତେବେଳେ କେଉଁ ଆଡେ ଯାଉଛି ତାହା ସମସ୍ତଙ୍କୁ ଅଜଣା। ଆଜି ଅପରାହ୍ନ ୧ଟା ୩୦ ସୁଦ୍ଧା ଗୃହରେ ବହୁମତ ସାବ୍ୟସ୍ତ କରିବାକୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀଙ୍କୁ କର୍ଣ୍ଣାଟକ ରାଜ୍ୟପାଳ ବଜୁଭାଇ ବାଲା…

ପୁଣି ଛାତ୍ରୀ ଗର୍ଭବତୀ ହେବା ଅଭିଯୋଗ

ଫୁଲବାଣୀ : କନ୍ଧମାଳ ଆଶ୍ରମ ସ୍କୁଲରେ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଛାତ୍ରୀ ଗର୍ଭବତୀ ଘଟଣା ପୁଣି ସାମ୍ନାକୁ ଆସିଛି। ଜଣେ ଅଷ୍ଟମ ଶ୍ରେଣୀ ଛାତ୍ରୀ ଦୁଷ୍କର୍ମ ପରେ ଗର୍ଭବତୀ ହୋଇଥିବା ଅଭିଯୋଗ ହୋଇଛି। ପୋକ୍ସୋ ଧାରାରେ ମାମଲା ରୁଜୁ କରି ଜଣକୁ ଗିରଫ କରିଛି ପୁଲିସ। ସ୍ଥାନୀୟ କଲେଜର ଜଣେ ଛାତ୍ର ଏହି…

ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଘଟଣା:…

ଭୁବନେଶ୍ବର: ରାଜ୍ୟରେ ଦିନକୁ ଦିନ ସାମ୍ବାଦିକଙ୍କ ପ୍ରତି ଦୁର୍ବ୍ୟବହାର ଘଟଣା ବୃଦ୍ଧି ପାଇବାରେ ଲାଗିଛି। ପାଟକୁରାରେ କେନ୍ଦ୍ରାପଡ଼ା ଏସପି କାର୍ଯ୍ୟରତ ସାମ୍ବାଦିକଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ଘଟଣାକୁ ନେଇ ରାଜ୍ୟ ବିଭିନ୍ନ ମହଲରୁ ପ୍ରତିବାଦ କରାଯାଇଛି। ଏହି ଘଟଣାକୁ ନିନ୍ଦା କରି ଉତ୍କଳ…