କିମ୍ସକୁ ଅଢେଇ ଲକ୍ଷ ତଣ୍ଡ

ଭୁବନେଶ୍ୱର: ଚିକିତ୍ସାରେ ଅବହେଳା ପାଇଁ କିମସ ମେଡିକାଲକୁ କ୍ଷତିପୂରଣ ନିଦେ୍ର୍ଧଶ ଦିଆଯାଇଛି। ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଏଚଆରସି ନିଦେ୍ର୍ଧଶ ଦେଇଛନ୍ତି। ୨୦୧୭ ମସିହାରେ ଜଣେ ନବଜାତକର ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଥିଲା। ଫଳରେ ପୁରୀ ଜିଲ୍ଲା ଶିବ ପ୍ରସାଦ ନନ୍ଦଙ୍କ ନବଜାତ ପୁତ୍ରର ମୃତୁ୍ୟ ଘଟିଥିଲା। କ୍ଷତିପୂରଣ ନଦେଲେ ଡିଏମଇଟି କାର୍ଯ୍ୟାନୁଷ୍ଠାନ ନେବେ ବୋଲି ତାଗିତ କରାଯାଇଛି।