Odisha Link
Bridging the Missing Links in Odisha
Daily Archives

September 26, 2019

ଟେଲି କଳାକାରଙ୍କ ନାଁ ନେଇ ଲୁଟିଲେ…

ଭୁବନେଶ୍ବର: ଆସୁଛି ପାର୍ବଣର ଋତୁ। ଏଥିପାଇଁ ସଜବାଜ ହେଉଛି ଗାଁଠୁ ସହର। ଆଉ ଏ ପାର୍ବଣ ଋତୁକୁ ଅଧିକରୁ ଅଧିକ ଚର୍ଚ୍ଚିତ କରିବା ପାଇଁ ପ୍ରାୟ ସବୁ ଜାଗାରେ ଆୟୋଜିତ ହୋଇଥାଏ ନାଚଗୀତ। ଆଉ ଏବେଠୁ ବିଭିନ୍ନ ଜାଗାର ପୂଜା କମିଟି ମଧ୍ୟ ମେଲୋଡି, କଳାକାର, କଣ୍ଠଶିଳ୍ପୀ ମାନଙ୍କୁ ନିମନ୍ତ୍ରିତ କରିବା ଆରମ୍ଭ କରି…

ପଦ୍ମ ଧରିଲେ ଅଲିମ୍ପିଆନ୍‌ ଯୋଗେଶ୍ୱର ଏବଂ…

ନୂଆଦିଲ୍ଲୀ: ଅଲିମ୍ପିକ ପଦକ ବିଜେତା ରେସଲର୍‌ ତଥା ପଦ୍ମଶ୍ରୀ ସମ୍ମାନିତ ଯୋଗେଶ୍ୱର ଦତ୍ତ ଏବଂ ପୂର୍ବତନ ହକି ଅଧିନାୟକ ସନ୍ଦୀପ ସିଂହ ଆଜି ବିଜେପିରେ ସାମିଲ ହୋଇଛନ୍ତି। ହରିଆଣା ବିଜେପି ମୁଖ୍ୟ ସୁଭାଷ ବରାଲାଙ୍କ ଉପସ୍ଥିତିରେ ଏହି ଦୁଇ ପ୍ରସିଦ୍ଧ କ୍ରୀଡ଼ାବିତ୍‌ ବିଜେପିରେ ଯୋଗ ଦେଇଛନ୍ତି। ଯୋଗେଶ୍ୱର…

ଜଳିଗଲା ଗ୍ୟାରେଜ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲ୍ଲା ବଣେଇ ଅନ୍ତର୍ଗତ ଦେଓଗାଁ ପେଟ୍ରୋଲ ପମ୍ପ ନିକଟରେ ଆଜି ଏକ ଗ୍ୟାରେଜରେ ନିଆଁ ଲାଗି ଗ୍ୟାରେଜରେଥିବା ଲକ୍ଷାଧିକ ଟଙ୍କାର ସ୍ପେୟାର ପାର୍ଟ ଜଳି ନଷ୍ଟ ହୋଇଯାଇଥିବା ଜଣା ପଡ଼ିଛି। ମିଳିଥିବା ସୂଚନା ଅନୁସାରେ , ବଣେଇ ସହର ସ୍ଥିତ ଦେଓଗାଁ ପେଟ୍ରୋଲ ପମ୍ପ ନିକଟରେ ବଣାଇର…

ବ୍ରିଜ୍ ଉପରୁ ପାଣିକୁ ଡେଇଁଲେ ନବମ…

ରାଉରକେଲା: ନବମ ଶ୍ରେଣୀ ଛାତ୍ର ନଦୀକୁ ଡ଼େଇଁ ନିଖୋଜ ହୋଇଛନ୍ତି। ନିଖୋଜ ଛାତ୍ରଙ୍କ ନାଁ ନିଲେଶ ଦାସ। ସେ କୋଏଲ ନଗର ସି-ବ୍ଲକ୍ ୧୮୧ରେ ରହୁଥିବା ନିର୍ମଳ ଦାସଙ୍କ ପୁଅ। ନିଖୋଜ ଛାତ୍ର ନିଲେସ ଜଗଦା ସ୍ଥିତ ଏମଜିଏମ ଇଂରାଜୀ ମାଧ୍ୟମ ବିଦ୍ୟାଳୟର ନବମ ଶ୍ରେଣୀରେ ପଢୁଛନ୍ତି। ସୂଚନା ଅନୁସାରେ, ଆଜି ସାଇକଲ…

ଜାତୀୟ ପୋଷଣ ମାସ: “ସଚେତନତା ମାଧ୍ୟମରେ…

ଭୁବନେଶ୍ବର: କୁପୋଷଣ ମୁକ୍ତ ଓଡ଼ିଶା ଗଠନ ଆଜିର ଦିନରେ ଆମ ସମସ୍ତଙ୍କ ପାଇଁ ଏକ ବଡ଼ ଆହ୍ୱାନ। ଏହି ଆହ୍ୱାନକୁ ସାମ୍ନା କରିବାକୁ ହେଲେ ଲୋଡ଼ା, ସଚେତନତା ଓ ନିଷ୍ଠା ପର ଉଦ୍ୟମ। କୁପୋଷଣକୁ ସଂପୂର୍ଣ୍ଣ ଭାବେ ଦୂର କରି ଓଡ଼ିଶାକୁ ଏକ ନମ୍ବର ରାଜ୍ୟ ଭାବରେ ଗଢ଼ି ତେଳିବା ପାଇଁ ସମସ୍ତଙ୍କ ମିଳିତ ଉଦ୍ୟମ ଆବଶ୍ୟକ…

ଅର୍ବିଟର ଠିକ୍ ଭାବରେ କାମ କରୁଛି: କେ…

ବେଙ୍ଗାଲୁରୁ: ଚନ୍ଦ୍ରଯାନ-୨ର ଅର୍ବିଟର ଠିକ୍ ଭାବରେ କାମ କରୁଛି। ସମସ୍ତ ଜିନିଷ ଠିକ୍ ଭାବରେ ଚାଲୁଛି। ଏଭଳି କହିଛନ୍ତି ଇସ୍ରୋ ମୁଖ୍ୟ କେ ସିବନ। ଏକ ରାଷ୍ଟ୍ରୀୟ ସ୍ତରୀୟ ସମିତି ବିକ୍ରମ ସହ ସମ୍ପର୍କ ଛିନ୍ନ ହେବା ନେଇ ବିଶ୍ଳେଷଣ କରୁଛନ୍ତି ବୋଲି ଇସ୍ରୋ ମୁଖ୍ୟ କେ ସିବନ ଚନ୍ଦ୍ରଯାନ-୨କୁ ନେଇ…

କିମ୍‌ସକୁ ଅଢେଇ ଲକ୍ଷ ତଣ୍ଡ

ଭୁବନେଶ୍ୱର: ଚିକିତ୍ସାରେ ଅବହେଳା ପାଇଁ କିମସ ମେଡିକାଲକୁ କ୍ଷତିପୂରଣ ନିଦେ୍ର୍ଧଶ ଦିଆଯାଇଛି। ଅଢେଇ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଓଏଚଆରସି ନିଦେ୍ର୍ଧଶ ଦେଇଛନ୍ତି। ୨୦୧୭ ମସିହାରେ ଜଣେ ନବଜାତକର ଚିକିତ୍ସାରେ ଅବହେଳା ଅଭିଯୋଗ ହୋଇଥିଲା। ଫଳରେ ପୁରୀ ଜିଲ୍ଲା ଶିବ ପ୍ରସାଦ ନନ୍ଦଙ୍କ ନବଜାତ ପୁତ୍ରର…

ଲିଙ୍ଗରାଜ ମନ୍ଦିରରେ ଫାଟ!

ଭୁବନେଶ୍ୱର: ବିପଦସଙ୍କୁଳ ହୋଇପଡ଼ିଲାଣି ଲିଙ୍ଗରାଜ ମନ୍ଦିର। ମନ୍ଦିରର ଦଧିନଉତିରେ ଫାଟ ହୋଇଛି। ଏକଥା ଆମେ କହୁନାହୁଁ। ଫାଟ ହୋଇଥିବା ସମ୍ପର୍କରେ ଦେବୋତ୍ତର କମିଶନର ଏଏସଆଇ ଡିଜିଙ୍କୁ ଚିଠି ଲେଖିଛନ୍ତି। ଲିଙ୍ଗରାଜ ମନ୍ଦିରର ରକ୍ଷଣାବେକ୍ଷଣ ନେଇ ଏଏସଆଇ ଅବହେଳା କରୁଥିବା କମିଶନ ଉକ୍ତ ଚିଠିରେ ଉଲ୍ଲେଖ…

ମୋଦିଙ୍କ ପରେ ଧୋନି

ନୂଆଦିଲ୍ଲୀ: ଲୋକପ୍ରିୟତାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁଠାରୁ ଆଗରେ ରହିଛନ୍ତି। ତାଙ୍କୁ ଦେଶର ସର୍ବାଧିକ ପ୍ରଶଂସନୀୟ ବ୍ୟକ୍ତି ବୋଲି କୁହାଯାଇଛି। ସର୍ଭେ ଏଜେନ୍ସି ୟୁ-ଗଭ୍ ପକ୍ଷରୁ କରାଯାଇଥିବା ସର୍ଭେକ୍ଷଣରୁ ଏହା ଜଣାଯାଇଛି। ୟୁ-ଗଭ୍ ପକ୍ଷରୁ ଉଭୟ ପୁରୁଷ ଓ ମହିଳାଙ୍କ ପାଇଁ ଦୁଇଟି…

ଓଡ଼ିଆ ଇଣ୍ଡଷ୍ଟ୍ରିକୁ ଫେରୁଛନ୍ତି ରଚନା…

ଭୁବନେଶ୍ବର : ଓଡ଼ିଆ ଚଳଚିତ୍ରରେ ଅନେକ ଅଭିନେତ୍ରୀ ଆସିଛନ୍ତି ଓ ନିଜର ଅଭିନୟର ଯାଦୁରେ ଦର୍ଶକଙ୍କ ମନକିଣି ନେଇଥାନ୍ତି । ସେପରି ଜଣେ ଏମିତି ଅଭିନେତ୍ରୀ ହେଉଛନ୍ତି ଯିଏ ଏବେବି ଦର୍ଶକଙ୍କ ମନ ମଧ୍ୟରେ ଅଛନ୍ତି। ସେହଉଛନ୍ତି ବଙ୍ଗିୟ ଅଭିନେତ୍ରୀ ରଚନା ବାନାର୍ଜୀ । ରଚନା ବାନାର୍ଜୀ ଦୀର୍ଘବର୍ଷର ବ୍ୟବଧାନ…