Odisha Link
Bridging the Missing Links in Odisha
Daily Archives

September 26, 2019

ପିଆଜ ପାଇଁ ଯିବେ ସଚିବ

ଭୁବନେଶ୍ୱର: ପିଆଜ ବିନା ହାଣ୍ଡିଶାଳ କଥା ଚିନ୍ତା କରାଯାଇପାରେନା। ପିଆଜ କାଟିଲେ ଲୁହ ବାହାରିବା ଥୟ। ହେଲେ ଏବେ ପିଆଜ କିଣିଲେ ଆଖିରୁ ଲୁହ ବାହାରୁଛି। ପିଆଜ କିଲୋ ଏବେ ୫୫ ଛୁଇଁଲାଣି। ଆଜିଠୁ ଯଦି ଏତେ ଆଗକୁ କେତେ ? ସେଇ ଚିନ୍ତାରେ ଘାରି ହେଉଛନ୍ତି ଖାଉଟି। ଖାଲି ଖାଉଟି ନୁହେଁ ସରକାରଙ୍କ ଚିନ୍ତା ବି…

ଆସୁଛନ୍ତି ରାଷ୍ଟ୍ରପତି

ଭୁବନେଶ୍ବର: ଆସନ୍ତାକାଲି ଓଡ଼ିଶ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ। ଦୁଇ ଦିନଆ ଗସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଆସନ୍ତାକାଲି ସନ୍ଧ୍ୟା ୭ଟା ୪୦ ମିନିଟରେ ଭୁବନେଶ୍ବର ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ ରାଷ୍ଟ୍ରପତି। ଏହାପରେ ସେ ରାଜଭବନରେ ରାତ୍ରିଯାପନ କରିବେ। ୨୮ ତାରିଖ…

ଧରା ହେଲେ ୧୦ ଦଲାଲ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ପରେ ଏବେ ପ୍ରଶାସନିକ ଅଧିକାରୀ ଓ ପୁଲିସ ପୁରାପୁରି ଆକ୍ସନ ମୁଡରେ। ଗତକାଲି ମେଡିକାଲକୁ ଦଲାଲ ମୁକ୍ତ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲାବେଳେ ଆଜି ୨ ଟିସ୍ଥାନରେ ଚଢଉ କରାଯାଇ ମୋଟ ୧୦ ଜଣ ଦଲାଲଙ୍କୁ ଗିରଫ…

ଅଡିଟ୍ ହେବ ରାଜ୍ୟର ବିଭିନ୍ନ ମନ୍ଦିର

ଭୁବନେଶ୍ବର: ରାଜ୍ୟରେ ଥିବା ବିଭିନ୍ନ ମନ୍ଦିର ଏଥର ଅଡିଟ୍ କରାଯିବ। ଏଥିପାଇଁ ସରକାରଙ୍କ ପକ୍ଷରୁ ନୋଟିସ୍ ଜାରି କରାଯାଇଛି। ସେହିଭଳି ଯେଉଁ ଅଡିଟରମାନେ ଅଡିଟ୍ କରିବେ ସେମାନଙ୍କୁ ପ୍ରିନସିପାଲ ଆକାଉଣ୍ଟାଣ୍ଟ ଜେନେରାଲ ନୋମିନେଟ୍ କରିବେ। ଅଡିଟ୍ ହେବାକୁ ଥିବା ବିଭିନ୍ନ ଜିଲ୍ଲାର ୬୧ ଟି ମନ୍ଦିର, ମଠ…

ଅଯୋଧ୍ୟା ଜମି ବିବାଦ ମାମଲା: ଅକ୍ଟୋବର…

ନୂଆଦିଲ୍ଲୀ: ସୁପ୍ରିମ କୋର୍ଟର ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇ ଅଯୋଧ୍ୟା ଜମି ବିବାଦ ମାମଲାରେ ପୁଣି ଥରେ ଯୋର ଦେଇଛନ୍ତି। ଜମି ବିବାଦର ୩୨ତମ ଶୁଣାଣି ସମୟରେ ଶ୍ରୀ ଗଗୋଇ କହିଛନ୍ତି ଯେ, ଅକ୍ଟୋବର ୧୮ ତାରିଖ ସୁଦ୍ଧା ଏହି ମାମଲାର ଯୁକ୍ତିତର୍କ ଶେଷ ହେବା ଉଚିତ। ଯଦି ଚାରି ସପ୍ତାହ ମଧ୍ୟରେ ରାୟ ଶୁଣାଯାଏ…

ଆଶୀର୍ବାଦଙ୍କ ନିକଟକୁ ପଠାଗଲା ବାଲାଟ…

ଭୁବନେଶ୍ୱର: ଆସନ୍ତା କାଲି ଅନୁଷ୍ଠିତ ହେବ ଓଡିଶା କ୍ରକେଟ ଆସୋସିଏସନ ବା ଓସିଏର ନିର୍ବାଚନ। ନାମାଙ୍କନ ପତ୍ର ଦାଖଲ ସରିଛି। ଓସିଏ ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରା ମଧ୍ୟ ଏହି ନିର୍ବାଚନରେ ମତଦାନ କରିପାରିବେ। ଏନେଇ ଓସିଏ ନିର୍ବାଚନ ଅଧିକାରୀ ଏମଏଲ ମଜୁମଦାର ସୂଚନା ଦେଇଛନ୍ତି। ଓସିଏର ୬ଟି ପଦବୀ…

ଦଲାଲ ମୁକ୍ତ ହେବ ଆରଟିଓ କାର୍ଯ୍ୟାଳୟ:…

ଭୁବନେଶ୍ବର: ଖୁବଶୀଘ୍ର ଦଲାଲ ମୁକ୍ତ ହବେ ଆରଟିଓ କାର୍ଯ୍ୟାଳୟ। କାରଣ ଏନେଇ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଚାରିଆଡେ଼ ଧରପଗଡ଼ ଚାଲିଛି। ଆଉ ଏହାକୁ ନେଇ ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଆରଟିଓ କାର୍ଯ୍ୟାଳୟରେ ଭିଡ଼ ଲାଗୁଛି। ଯାହା…

ଆଗରୁ କେବେ ଦେଖିନଥିବେ ଏପରି…

ଭୁବନେଶ୍ବର: ସୋସିୟାଲ ଭାଇରାଲ ହେବାପାଇଁ କେତେକ ମାଧ୍ୟମ ଅଛି । ସେପରି ଟିକଟକ ଗୋଟେ ଏପରି ମାଧ୍ୟମ ଜଣେ ୧ମିନିଟ୍ ରେ ଭାଇରାଲ୍‌ ହୋଇଯାଇଥାଏ । ଟିକଟକ ମିଡିଆ ପ୍ରତିଦିନ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଲୋକେ ଏହି ଭିଡିଓକୁ ଖୁବ୍‌ ପସନ୍ଦ ମଧ୍ୟ କରିଥାନ୍ତି । ଏବେ ଟିକଟକରେ ଏମିତି ଏକ ଭିଡିଓ ଭାଇରାଲ୍‌…

ଗୁଜବର ପର୍ଦ୍ଦାଫାସ୍‌: ସେ ପୁରୀ ଯୁବରାଜ…

ପୁରୀ: ପୁରୀର ନୂଆ ଯୁବରାଜଙ୍କୁ ନେଇ ଫଟୋ ଭାଇରାଲ ପ୍ରସଙ୍ଗର ଖୁଲାସା ହୋଇଛି। ପୁରୀ ରାଜ ନଅର ପକ୍ଷରୁ ଯୁବରାଜ ଗୁଜବ ଉପରୁ ପର୍ଦ୍ଧାଫାସ କରାଯାଇଛି। ପୁରୀ ରାଜ ନଅର ପକ୍ଷରୁ ଫଟୋ ବିଷୟରେ ସ୍ପଷ୍ଟୀକରଣ ଦିଆଯାଇଛି। ଫଟୋଟି ନୀଳଗିରି ଯୁବୀରାଜାଙ୍କର ବୋଲି ରାଜନଅର ପକ୍ଷରୁ ସ୍ପଷ୍ଟ କରାଯାଇଛି। ଫଟୋଟି ଯୁବରାଜ…

କ୍ୟାବିନେଟ ବୈଠକରେ ନିଆଗଲା ଏହି ସବୁ…

ଭୁବନେଶ୍ବର: ଆଜି ଗୁରୁତ୍ବପୂର୍ଣ୍ଣ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଆଜି ପୂର୍ବାହ୍ନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଲୋକସେବା ଭବନରେ ଅନୁଷ୍ଠିତ ହୋଇଯାଇଛି କ୍ୟବିନେଟ ବୈଠକ। ଏହି ବୈଠକରେ ମୋଟ ୧୦ଟି ପ୍ରସ୍ତାବ ଅନୁମୋଦିତ ହୋଇଥିବା ସୂଚନା ରହିଛି। ରାଜ୍ୟ…