Odisha Link
Bridging the Missing Links in Odisha

ଆଗରୁ କେବେ ଦେଖିନଥିବେ ଏପରି “ନାଗିନ୍‌ “ଡ୍ୟାନ୍ସ

ଭୁବନେଶ୍ବର: ସୋସିୟାଲ ଭାଇରାଲ ହେବାପାଇଁ କେତେକ ମାଧ୍ୟମ ଅଛି । ସେପରି ଟିକଟକ ଗୋଟେ ଏପରି ମାଧ୍ୟମ ଜଣେ ୧ମିନିଟ୍ ରେ ଭାଇରାଲ୍‌ ହୋଇଯାଇଥାଏ । ଟିକଟକ ମିଡିଆ ପ୍ରତିଦିନ ଅନେକ ଭିଡିଓ ଭାଇରାଲ୍‌ ହୋଇଥାଏ । ଲୋକେ ଏହି ଭିଡିଓକୁ ଖୁବ୍‌ ପସନ୍ଦ ମଧ୍ୟ କରିଥାନ୍ତି । ଏବେ ଟିକଟକରେ ଏମିତି ଏକ ଭିଡିଓ ଭାଇରାଲ୍‌ ହୋଇଛି ଯାହାକୁ ଲୋକେ ଖୁବ୍‌ ପସନ୍ଦ କରୁଛନ୍ତି ଏବଂ ବହୁଳ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି।

ଭିଡିଓଟିରେ ଯୁବକଟି କାଦୁଅରେ ନାଗିନ୍‌ ଡ୍ୟାନ୍ସ କରୁଛନ୍ତି । ଆଗରୁ ଏପରି ମଜାଳିଆ ଡ୍ୟାନ୍ସର ର ଭିଡିଓ ବହୁତ ଥର ଭାଇରାଲ୍‌ ହୋଇଛି, ହେଲେ ଏଭିଡିଓଟି ସବୁ ଠାରୁ ଟିକେ ଅଲଗା ।ଡ୍ୟାନ୍ସ ରେ ଉତ୍ସାହିତ ହୋଇ କାଦୁଅରେ ଗଡି “ନାଗିନ୍‌ “ଡ୍ୟାନ୍ସର ଫୁଲ୍‌ ମଜା ନେଉଛନ୍ତି । ଏହି ଭିଡିଓ ଟି ଏବେ ଟିକଟକର ଭାଇରାଲ୍‌ ହେବାରେ ଲାଗିଛି ।

Comments are closed.