Odisha Link
Bridging the Missing Links in Odisha

ହରିୟାଣା ବିଧାନସଭା: ୨ ରେସଲରଙ୍କୁ ବିଜେପି ଟିକେଟ୍

ନୂଆଦିଲ୍ଲୀ: ଆଗକୁ ହରିୟାଣା ବିଧାନସଭା ନିର୍ବାଚନ। ସେଥିପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା କରିଛି ବିଜେପି। ପ୍ରଥମ ପର୍ଯ୍ୟାୟରେ ମୋଟ୍‌ ୭୮ ଜଣକ ନାମ ଘୋଷଣା କରିଛି ବିଜେପି। ଏଥିସହିତ ଭାରତର ୨ ରେସଲରଙ୍କୁ ମିଳିଛି ଟିକେଟ୍। ଦାଦ୍ରି ବିଧାନସଭା ଆସନ ପାଇଁ ବିଜେପି ବବିତା ଫୋଗଟଙ୍କୁ ଟିକେଟ୍‌ ଦେଇଛି। ସେହିପରି ଯୋଗେଶ୍ବର ଦତ୍ତଙ୍କୁ ବୋରେଦା ବିଧାନସଭା ଆସନରୁ ବିଜେପି ଟିକେଟ ପାଇଛନ୍ତି।

Comments are closed.