Odisha Link
Bridging the Missing Links in Odisha
Daily Archives

November 2, 2019

ଭୁବନେଶ୍ବରରୁ ଭାରତକୁ ଟୋକିଓ ଟିକେଟ୍‌,…

ଭୁବନେଶ୍ବର: ଭାରତୀୟ ପୁରୁଷ ହକି ଦଳ ହାତେଇଲା ଅଲମ୍ପିକ୍‌ ଟିକେଟ୍। ଋଷକୁ ୭-୧ରେ ଗୋଲରେ ହରାଇ ଅଲମ୍ପିକ ଟିକେଟ ହାତେଇଲା ଭାରତୀୟ ପୁରୁଷ ହକି ଦଳ। କଳିଙ୍ଗ ଷ୍ଟାଡିୟମରେ ଅଲମ୍ପିକ ଯୋଗ୍ୟତା ହକି ମ୍ୟାଚରେ ଦ୍ୱିତୀୟ ବିଜୟ ସହ ୨୦୨୦ରେ ହେବାକୁ ଥିବା ଅଲମ୍ପିକ୍ସ ପାଇଁ ଟିକେଟ ହାତେଇଛି ଭାରତୀୟ ହକି ଦଳ।…

ପରସ୍ପରକୁ ଟକ୍କର ଦେଉଛନ୍ତି ଏହି ଦୁଇଟି…

ମୁମ୍ବାଇ: ବଲିଉଡରେ ପ୍ରାୟ ସବୁ ସିନେମା ଶୁକ୍ରବାର ଦିନ ସିନେ ପରଦାକୁ ଆସିଥାଏ । ଏଥରକ ଦୁଇଟି ସିନେମା ରିଲିଜ ହୋଇଯାଇଛି । ଆକ୍ସନ, ରୋମାନ୍ସ ଓ ଥ୍ରୀଲର ସିନେମା 'ଡ୍ରାଇଭ' ସହ ବକ୍ସ ଅଫିସରେ ଟକ୍କର ଦେଇଛି ଡ୍ରାମା ସିନେମା 'ଉଜଡା ଚମନ' । 'ଡ୍ରାଇଭ'ରେ ମୁଖ୍ୟ ଭୂମିକାରେ ସୁଶାନ୍ତ ଓ ଜ୍ୟାକଲିନଙ୍କୁ…

ମୁଁ ବିଜେଡି ସଂପାଦକ, ତୁ ମୋର….

କେନ୍ଦ୍ରାପଡ଼ା: ଯୌନ ଉତ୍ପୀଡ଼ନର ଅଭିଯୋଗ ପରେ କେନ୍ଦ୍ରାପଡ଼ା କ୍ରେଡିଟ୍‌ କୋପରେଟିଭ୍‌ ସୋସାଇଟିର ସଭାପତି ପ୍ରମୋଦ ସାହୁ ଏହିଭଳି ଭାଷାରେ ଧମକ ଦେଉଛନ୍ତି। ଏ ସମ୍ପର୍କରେ ଖୋଦ ପୀଡ଼ିତା ନିଜ ଜୀବନରେ ଘଟିଥିବା କରୁଣ କାହାଣୀ ବଖାଣିଛନ୍ତି। ପୀଡ଼ିତା ଅଭିଯୋଗ କରିଛନ୍ତି, ପ୍ରମୋଦ ସାହୁ ସର୍ବଦା ମୋତେ ଯୌନ…

ଆଜିବି ମନେ ପଡନ୍ତି ଭଜନ ସମ୍ରାଟ ଭିକାରୀ…

ଭୁବନେଶ୍ବର: କୋଟ ଭୋଗ ଖିଆ ମୋ ଚକା ଆଖିଆ। ମହାପ୍ରଭୁ ଜଗତର ନାଥ ଜଗନ୍ନଥଙ୍କର ଏହି ଭଜନ ଶୁଣିବା ମାତ୍ରକେ ଭକ୍ତ ମନରେ ଭକ୍ତି ଭାବ ଜାଗ୍ରତ ହେବା ସହିତ ମନ ପ୍ରଫୁଲ୍ଲିତ ହୋଇଥିଏ। ତା ସହିତ ଏହି ଭଜନ ଗାଇଥିବା ଭଜନ ସମ୍ରାଟ ଭିକାରୀ ବଳ ଆଜି ବି ମନେ ପଡନ୍ତି । ଯେପରି ତାଙ୍କ ସୁମଧୁର କଣ୍ଠରେ ମା ସରସ୍ବତି…

ଲ୍ୟାଣ୍ଡର ବିକ୍ରମ ଭବିଷ୍ୟତରେ ହେବ ସଫ୍ଟ…

ନୂଆଦିଲ୍ଲୀ: ଚନ୍ଦ୍ରଯାନ-୨କୁ ନେଇ ବଡ଼ ତଥ୍ୟ ସାମ୍ନାକୁ ଆସିଲା। ଆଗାମୀ ଦିନରେ ଭାରତୀୟ ମହାକାଶ ଗବେଷଣା ସଂସ୍ଥା (ଇସ୍ରୋ) ଚନ୍ଦ୍ରରେ ସଫ୍ଟ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିବ। ଚନ୍ଦ୍ରଯାନ-୨ କାହାଣୀର ଅନ୍ତ ହୋଇନାହିଁ ବୋଲି ଇସ୍ରୋ ଅଧ୍ୟକ୍ଷ କେ.ଶିବନ ଆଜି ଏହା କହିଛନ୍ତି। ଆଗାମୀ ମାସରେ ଇସ୍ରୋ ଅନେକ…

ଲାଲଗଡ଼ରେ ପୋଲିସ ମହାନିର୍ଦ୍ଦେଶକ

ମାଲକାନଗିରି: ମାଲକାନଗିରି ଜିଲ୍ଲା ଗସ୍ତରେ ପୋଲିସ ମହାନିର୍ଦ୍ଦେଶକ ବିଜୟ କୁମାର ଶର୍ମା। ପୋଲିସ ଡିଜିଙ୍କ ସହିତ ଏଡିଜି ଆର.ପି. କୋଚେ, ଗୁଇନ୍ଦା ବିଭାଗ ଆଇଜି ଆର.କେ. ଶର୍ମା, ଆଇଜି ଅପରେସନ ଅମିତାଭ ଠାକୁର, ଦକ୍ଷିଣ ପଶ୍ଚିମାଞ୍ଚଳ ଡିଆଇଜି ସଫିନ ଅହମ୍ମଦ ମଧ୍ୟ ଅଛନ୍ତି। ମୋ ସରକାର ଓ ୫ଟି କାର୍ଯ୍ୟକ୍ରମ…

ରାଗି ଗଲେ ଗଣଶିକ୍ଷା ମନ୍ତ୍ରୀ, କହିଲେ..

ମାଲକାନଗିରି: ବିଭିନ୍ନ ଜିଲ୍ଲାଗସ୍ତ କରୁଛନ୍ତି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ। ଜିଲ୍ଲା ବୁଲିବା ସହିତ ଜିଲ୍ଲାର ବିଭିନ୍ନ ସ୍କୁଲ ମଧ୍ୟ ପରିଦର୍ଶନ କରୁଛନ୍ତି ଗଣଶିକ୍ଷା ମନ୍ତ୍ରୀ। ଗତକାଲି ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ମାଲକାନଗିରି ଜିଲ୍ଲାର ଚିତ୍ରକୋଣ୍ଡା ସ୍ୱାଭିମାନ ଅଞ୍ଚଳ…

ଜାମସେଦପୁର ଠାରେ ପିଏନଜି ,ସିଏନଜି…

ଜାମସେଦପୁର: ଝାଡଖଣ୍ଡର ଜାମସେଦପୁର ଠାରେ ଶୁକ୍ରବାର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଧାନମନ୍ତ୍ରୀ ଉର୍ଜା ଗଙ୍ଗା ଯୋଜନା ଅଧୀନରେ ପ୍ରାକୃତିକ ଗ୍ୟାସ ପାଇପଲାଇନ(ପିଏନଜି) ଏବଂ ସିଏନଜି ଷ୍ଟେସନର ଉଦଘାଟନ କରିବା ସହ ୧୬୧.୫୦ କୋଟି ଟଙ୍କା ବ୍ୟୟରେ ଏଚପିସିଲ ଦ୍ୱାରା ନିର୍ମିତ ହେବାକୁ ଥିବା ଏଲପିଜି…

କେରଳର ସ୍ୱାସ୍ଥ୍ୟ ମନ୍ତ୍ରୀ ଶୈଳଜାଙ୍କ…

ଭୁବନେଶ୍ୱର : କେରଳ ସରୋରଙ୍କ ସ୍ୱାସ୍ଥ୍ୟ, ସାମାଜିେ ସୁରକ୍ଷା ଏବଂ ମହିଳା ଓଶିଶୁ କଲ୍ୟାଣ ମନ୍ତ୍ରୀ କେ କେ ଶୈଳଜା ଟିଚର ଓଡିଶା ଗସ୍ତ କରିଛନ୍ତି । ମନ୍ତ୍ରୀ, ଶୈଳଜା, ଓଡିଶା ଦକ୍ଷତା ବିକାଶ ପ୍ରାଧିରଣର ଅଧୟକ୍ଷ,ସୁବ୍ରତ ବାଗଚୀଙ୍କୁ ସାକ୍ଷାତ କରିଥିଲେ । ଏହି ଅବସରରେ ଓଡିଶା ସରକାରଙ୍କ ଦ୍ବାରା ଦକ୍ଷତା…

ଛାତ୍ରଛାତ୍ରୀମାନଙ୍କୁ ମାଡ଼ମାରିଥିବା…

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାର ଜାଲପାଲି ଗ୍ରାମରେ ଥିବା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ବାଡ଼ିରେ ପିଟିଥିବା ସେହି ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ସ୍ୱାମୀ ଫେରାର ହୋଇଯାଇଥିବା ଘଟଣା ଏ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି। ଅଭିଯୋଗ ଅନୁସାରେ, ଜାଲପାଲି ସରକାରୀ ଉଚ୍ଚ ପ୍ରାଥମିକ…