Odisha Link
Bridging the Missing Links in Odisha

ଶିଆଳ ମୁହଁରୁ ଛୁଆକୁ ବଞ୍ଚାଇଲା ମାଆ

ଯାଜପୁର: ଯାଜପୁର ଜିଲ୍ଲା ସଦରଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁରେ ମାଆ ଶିଆଳ ସହ ଲଢେଇ କରି ନିଜ ଛୁଆଙ୍କୁ ବଞ୍ଚାଇଛି। ସୂଚନା ଅନୁସାରେ, ୨ ଶୁଶୁ କନ୍ୟା ଶୌଚ ପାଇଁ ଯାଇଥିଳଲେ। ହଠାତ ଏକ ଶିଆଶ ୨ ଶିଶୁ କନ୍ୟାଙ୍କୁ ଆକ୍ରମଣ କରିଥିଲା। ପାଖରେ ଥିବା ମାଆ ଶିଆଳ ସହ ଲଢ଼େଇକରି ତାର ୨ ଶିଶୁକନ୍ୟାକୁ ଉଦ୍ଧାର କରିଥିଲା।

Comments are closed.