Odisha Link
Bridging the Missing Links in Odisha
Daily Archives

November 4, 2019

ମହାରାଷ୍ଟ୍ର: ଭେଟା ଭେଟି ରାଜନୀତି,…

ନୂଆଦିଲ୍ଲୀ: ମହାରାଷ୍ଟ୍ର ରାଜନୀତି ଏବେ ଦିଲ୍ଲୀ ଦରବାରରେ। ମହରାଷ୍ଟ୍ରରେ କିଏ ଗଢ଼ିବ ସରକାର ସେ ନେଇ ଦିଲ୍ଲୀରୁ ନିଷ୍ପତ୍ତି ନିଆହୋଇପାରେ ବୋଲି ରାଜନୈତିକ ମହଲରେ ଚର୍ଚ୍ଚା ହେଉଛି। ଅନ୍ୟପଟେ ଦେଶରେ ଚର୍ଚ୍ଚାର ବିଷୟ ମହାରାଷ୍ଟ୍ରର ଭେଟାଭେଟି ରାଜନୀତି। ବିଜେପି, ଏନସିପି, କଂଗ୍ରେସ ଓ ଶିବସେନାର ଭେଟା…

ସୋନିଆଙ୍କୁ ଭେଟିଲେ ଶରଦ, କହିଲେ..

ନୂଆଦିଲ୍ଲୀ: ଆଜି ନୂଆଦିଲ୍ଲୀରେ କଂଗ୍ରେସର ଅନ୍ତରୀଣ ଅଧ୍ୟକ୍ଷ ସୋନିଆ ଗାନ୍ଧିଙ୍କୁ ଭେଟିଛନ୍ତି ଏନସିପି ନେତା ଶରଦ ପାଓ୍ବାର। ମହାରାଷ୍ଟ୍ର ରାଜନୀତିକୁ ନେଇ ଚର୍ଚ୍ଚା ହୋଇଛନ୍ତି ଶରଦ। ସେ ସୋନିଆଙ୍କ ସହ ଦୀର୍ଘ ସମୟ ଦୀର୍ଘ ସମୟ ଧରି ମହାରାଷ୍ଟ୍ର ରାଜନୀତିକ ସ୍ଥିତି ସମ୍ପର୍କରେ ଆଲୋଚନା କରିଥିଲେ।…

ନୟାଗଡ଼: ଉନ୍ନତିକରଣ ହେବ ଚାନ୍ଦିପୁରସ୍ଥିତ…

ଭୁବନେଶ୍ବର: ନୟାଗଡ଼ ଜିଲ୍ଲା ରଣପୁରର ଚାନ୍ଦିପୁରସ୍ଥିତ ବସନ୍ତ ମଞ୍ଜରୀ ହସ୍‌ପିଟାଲ୍‌ର ଉନ୍ନତିକରଣ ଦିଗରେ ଥିବା ବିଭିନ୍ନ ପ୍ରତିବନ୍ଧକ ସଂପର୍କରେ ଆଲୋଚନା ହୋଇ ହସ୍‌ପିଟାଲ୍‌କୁ କିଭଳି କ୍ରିୟାଶୀଳ କରାଯାଇ ପାରିବ ଓ ଏହାଦ୍ୱାରା କିପରି ଅଞ୍ଚଳବାସୀ ଉପକୃତ ହୋଇ ପାରିବେ ସେ ଦିଗରେ ନିଷ୍ପତ୍ତି ନିଆଯାଇଥିଲା…

ପରିବେଶ ବାତାନୁକୂଳ ହାଇଡ୍ରୋ ପ୍ରୋଜେକ୍ଟ…

ଭୁବନେଶ୍ବର: ଶିଳ୍ପ, ଶକ୍ତି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ତଥା ଗୃହ ମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟ ଶଙ୍କର ମିଶ୍ର ଖାରବେଳ ଭବନ, ଶକ୍ତି ବିଭାଗ କାର୍ଯ୍ୟାଳୟଠାରେ ସମୀକ୍ଷା କରି ପରିବେଶ ବାତାନୁକୂଳମାଧ୍ୟମରେ ହାଇଡ୍ରୋ ପ୍ରୋଜେକ୍ଟ ଗୁଡ଼ିକୁ ତ୍ୱରାନ୍ୱିତ କରାଯାଇଏହାର କ୍ଷମତା ବୃଦ୍ଧି କରାଗଲେ…

ଏକକ ପ୍ରଶ୍ନପତ୍ର ତ୍ରୁଟି ବିଚ୍ୟୁତି…

ଭୁବନେଶ୍ବର: ଏକକ ପ୍ରଶ୍ନ ପତ୍ରରେ ଦେଖା ଯାଇଥିବା ତ୍ରୁଟି ବିଚ୍ୟୁତି ସଂପର୍କରେ ଆଜି ଅପରାହ୍ନରେ ବିଦ୍ୟାଳୟ ଓ ଗଣିଶକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶଙ୍କ ଅଧ୍ୟକ୍ଷତାରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏସ୍‌ପିଡି, ଓେପପାଙ୍କ ତଥ୍ୟ ଅନୁଯାୟୀ ପ୍ରଥମ ପର୍ଯ୍ୟୟରେ ପ୍ରଶ୍ନପତ୍ର ବଣ୍ଟନରେ ସାମାନ୍ୟ ତ୍ରୁଟି…

ବିଧାନସଭାର ସ୍ୱତନ୍ତ୍ର କମିଟି ବୈଠକ…

ଭୁବନେଶ୍ବର: ଆଜି ଓଡ଼ିଶା ବିଧାନସଭାର ସ୍ୱତନ୍ତ୍ର କମିଟି ବୈଠକ ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି। ବିଧାନସଭାସ୍ଥିତ ବାଚସ୍ପତିଙ୍କ ପ୍ରକୋଷ୍ଠରେ ଅନୁଷ୍ଠିତ ଏହି ସ୍ୱତନ୍ତ୍ର କମିଟି ବୈଠକରେ ଅନ୍ୟ ରାଜ୍ୟମାନଙ୍କରେ ଉସ୍ଥାପିତ ହେଉଥିବା ବଜେଟ୍‌ ଯାଞ୍ଚ କରିବା ପାଇଁ…

ମହରାଷ୍ଟ୍ର ରାଜନୀତି: ସଞ୍ଜୟ ହେଉଛନ୍ତି…

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତିରେ କ୍ଷମତା ଯୁଦ୍ଧ ଥମିବାର ନାମ ଧରୁନି। ଦିନକୁ ଦିନ ବଢ଼ିଚାଲିଛି ସମସ୍ୟା ହେଲେ ସମାଧାନର ବାଟ ଫିଟୁନି। କିଛିଦିନ ତଳେ ଶିବସେନା ଦ୍ୱାରା ପରିଚାଳିତ ମରାଠୀ ଦୈନିକ ଖବରକାଗଜ ତାର ସମ୍ପାଦକୀୟ ପୃଷ୍ଠାରେ ବିଜେପିର ରାଷ୍ଟ୍ରପତି ଶାସନକୁ ନେଇ ବିଜେପିକୁ କଟାକ୍ଷ କରିଥିଲା।…

ମହାରାଷ୍ଟ୍ର: ରାଜ୍ୟପାଳଙ୍କୁ ଭେଟିଲେ…

ମୁମ୍ୱାଇ: ମହାରାଷ୍ଟ୍ର ରାଜନୀତି ଏବେ ଭେଟାଭେଟି ରାଜନୀତିରେ ପରିଣତ ହେଲାଣି। କାରଣ ବିଜେପି ନେତା ଦେବେନ୍ଦ୍ର ଫଡନାଭିସ୍ ଅମିତ ଶାହଙ୍କୁ ସାକ୍ଷାତ କରିଥିବା ବେଳେ ଏନସିପି ନେତା ଶରଦ ପାଓ୍ବାର ସୋନିଆଙ୍କୁ ସାକ୍ଷାତ କରିବେ। ଅପରପକ୍ଷେ ଶିବସେନା ନେତା ସଞ୍ଜୟ ରାଉତ ଏବଂ ରାମଦାସ କଦମ ଆଜି ମହାରାଷ୍ଟ୍ର…

ଦିଲ୍ଲୀ: ଡିସେମ୍ବରରେ ପ୍ରଥମ…

ନୂଆଦିଲ୍ଲୀ: ଆସନ୍ତା ଡିସେମ୍ବର ମାସରେ ଏଠାରେ ଆୟୋଜନ କରାଯାଉଥିବା ଅନ୍ତର୍ଜାତୀକ ଶ୍ରୀ ଜଗନ୍ନାଥ ମହୋତ୍ସବ ର ସଫଳତା ପାଇଁ ଏବେ ବ୍ୟପାକ ପ୍ରସ୍ତୁତି ଚାଲିଛି। ପ୍ରଥମ ଥର ପାଇଁ ଜଗନ୍ନାଥଙ୍କର ଧର୍ମ , ଦର୍ଶନ, ଚେତନା ଓ ସଂସ୍କୃତି କୁ ଆଧାରକରି ଦେଶର ରାଜଧାନୀରେ ଅନୁଷ୍ଠିତ ହେବାକୁ ଯାଉଥିବା ଏହି…

‘ମେକ୍‌ ଇନ୍‌ ଇଣ୍ଡିଆ’କୁ…

ନୂଆଦିଲ୍ଲୀ: ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି ଆଜି କେନ୍ଦ୍ର ବିରୋଧରେ ବର୍ଷିଛନ୍ତି। ଟୁଇଟ କରି କେନ୍ଦ୍ରକୁ ଟାରର୍ଗେଟ କରିଛନ୍ତି ରାହୁଲ। ସେ ଟୁଇଟ କରି କହିଛନ୍ତି ଯେ, ‘ମେକ୍-ଇନ୍-ଇଣ୍ଡିଆ’ ଏବେ ‘ବାଏ ଫ୍ରମ୍ ଚାଇନା’ ( ଚାଇନାରୁ କିଣ) ହୋଇଛି। ୨୦୧୪ ତୁଳନାରେ ଏବେ ୧୦୦ ପ୍ରତିଶତ ବାହାର…