Odisha Link
Bridging the Missing Links in Odisha

୫ଟିରେ କୃଷି ବିଭାଗ

ଭୁବନେଶ୍ବର: ଉଚ୍ଚ ଶିକ୍ଷା ବିଭାଗ ପରେ ୫-ଟି ଅଧୀନକୁ ଆସିଲା କୃଷି ବିଭାଗ । ଆଜି ଠାରୁ ୫-ଟି ଅଧୀନରେ ରାଜ୍ୟ କୃଷି ବିଭାଗ କାର୍ଯ୍ୟ କରିବ । ଚାଷୀମାନଙ୍କ ଅଭିଯୋଗର ସମାଧାନ କରାଯିବ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି । ସେ କହିଛନ୍ତି ଯେ, ଚାଷୀମାନଙ୍କ ଫିଡବ୍ୟାକ ଗ୍ରହଣ କରାଯିବ। ପୋଖରୀ ଖନନ କରାଯାଇ ଚାଷୀଙ୍କ ଆୟ ଦ୍ୱିଗୁଣିତ କରାଯିବ। କାଳିଆ ଗ୍ରିଭାନ୍ସ ପୋର୍ଟାଲରେ ଚାଷୀମାନେ ନିଜ ନିଜର ଅଭିଯୋଗ ଦାଖଲ କରିପାରିବେ ବୋଲି କୃଷି ସଚିବ ସୌରଭ ଗର୍ଗ କହିଛନ୍ତି ।

Comments are closed.