Odisha Link
Bridging the Missing Links in Odisha
Browsing Tag

Agriculture

‘ଜାନୁଆରୀ ଶେଷ ସୁଦ୍ଧା ସମ୍ପତି…

ଓଏଲ୍‌ ବ୍ୟୁରୋ : କୃଷି ବିଭାଗର କର୍ମଚାରୀଙ୍କୁ ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗର ନିର୍ଦ୍ଦେଶ। ଚଳିତ ମାସ ଜାନୁଆରୀ ଶେଷ ସୁଦ୍ଧା ନିଜ ସମ୍ପତ୍ତି ତାଲିକା ଦାଖଲ କର। ନଚେତ ଫେବୃଆରୀର ଦରମା ବନ୍ଦ ହେବ ବୋଲି କୃଷି ବିଭାଗର କର୍ମଚାରୀଙ୍କୁ ଚେତାବନୀ ଦେଇଛି ରାଜ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ।…

କୃଷକଙ୍କ ଆୟବୃଦ୍ଧି ଦିଗରେ ଗୁରୁତ୍ୱ…

ଭୁବନେଶ୍ୱର: କୃଷି କ୍ଷେତ୍ରରେ ଅଗ୍ରଗତି ଏବଂ କୃଷକଙ୍କ ରୋଜଗାରକୁ ବର୍ଦ୍ଧିତ କରିବା ଲକ୍ଷ୍ୟରେ ଓଡ଼ିଶା ସରକାର ତ୍ରିସୁତ୍ରୀ କାର୍ଯ୍ୟକ୍ରମ ହାତକୁ ନେଇଥିବା କୃଷି ଏବଂ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଶ୍ରୀ ସୁରେଶ କୁମାର ବଶିଷ୍ଠ ବୁଧବାର ସୂଚନା ଦେଇଛନ୍ତି। ବର୍ତମାନ ରାଜ୍ୟର ୯୦ ପ୍ରତିଶତ…

ଓଡ଼ିଶା ବଜେଟ୍‌ ୨୦୨୧-୨୨: କୃଷି ପାଇଁ…

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ଆଜି ବିଧାନସଭାରେ ରାଜ୍ୟ ବଜେଟ୍‌ ଉପସ୍ଥାପନା କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ୨୧-୨୨ ଆର୍ଥିକ ବର୍ଷ ପାଇଁ ମୋଟ ବ୍ୟୟ ଅଟକଳ ୧ ଲକ୍ଷ ୭୦ ହଜାର କୋଟି ଟଙ୍କା ଥିବାବେଳେ କୃଷି ବଜେଟ ପାଇଁ ମୋଟ ୧୭ ହଜାର ୪୬୮ କୋଟି ଟଙ୍କାର ବ୍ୟୟବରାଦ ହୋଇଛି। ନିରଞ୍ଜନ…

ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର…

ଭୁବନେଶ୍ୱର : ଜାତୀୟ ମିଶନ ଅଧୀନରେ ଜଙ୍ଗଲ କୃଷି ଅଭିବୃଦ୍ଧିକୁ ପ୍ରୋତ୍ସାହନ ଦେବା ଏବଂ ରାଜ୍ୟର ମହିଳା, କ୍ଷୁଦ୍ର, ମଧ୍ୟମ କୃଷକ ମାନଙ୍କୁ ସଶକ୍ତ କରିବା ପାଇଁ ଗତ ୪ ବର୍ଷ ମଧ୍ୟରେ ଓଡିଶାକୁ ପୋଷଣୀୟ କୃଷି ପାଇଁ କେନ୍ଦ୍ର ସରକାରଙ୍କ ପକ୍ଷରୁ ୭.୭୫ କୋଟି ଟଙ୍କା ପ୍ରଦାନ ପ୍ରଦାନ କରାଯାଇଛି ବୋଲି ଟ୍ୱିଟ୍…

ଓଡ଼ିଶାରେ କୃଷି ଓ ଆନୁସଙ୍ଗିକ ଉଦ୍ୟୋଗ…

ଭୁବନେଶ୍ବର: ଓଡ଼ିଶାରେ କୃଷି ଓ ଆନୁଷଙ୍ଗିକ କ୍ଷେତ୍ରରେ ଉଦ୍ୟୋଗ ପ୍ରତିଷ୍ଠା କ୍ଷେତ୍ରରେ ଭରପୂର ସୁଯୋଗ ରହିଛି । ଯୁବ ଉଦ୍ୟୋଗୀମାନେ ସଂପ୍ରତି କୃଷି କ୍ଷେତ୍ରରେ ପ୍ରକଳ୍ପ ପ୍ରତିଷ୍ଠା କରିବା ଦିଗରେ ଆଗ୍ରହ ପ୍ରକାଶ କରୁଥିବାରୁ ଆପିକଲ୍‌ ମାଧ୍ୟମରେ ପ୍ରତି ବ୍ଲକ୍‌ରେ କୃଷି ଉଦ୍ୟୋଗୀ ସୃଷ୍ଟି କରିବା ପାଇଁ…

ଖରିଫ୍‌ ଚାଷର ଅଗ୍ରଗତି ନେଇ…

ଭୁବନେଶ୍ବର: କୋଭିଡ୍‌-୧୯ ସ୍ଥିତିରେ ଚଳିତ ଖରିଫ୍‌ ଚାଷ ନିମନ୍ତେ ଚାଷୀମାନେ ଯେପରି ସାର ଓ ଅନ୍ୟାନ୍ୟ କୃଷି ସାମଗ୍ରୀ ଠିକଣା ସମୟରେ ଓ ଧାର୍ଯ୍ୟ ଦରରେ ପାଇପାରିବେ ସେଥି ନିମନ୍ତେ ପ୍ରତ୍ୟେକ ସ୍ତରରେ ତଦାରଖ ବ୍ୟବସ୍ଥାକୁ ଅଧିକ କଡ଼ାକଡ଼ି କରାଯାଇଛି ଓ ରାଜ୍ୟକୁ ଅଧିକ ପରିମାଣର ସାର ଯୋଗାଇଦେବା ପାଇଁ…

ଗହ୍ମା ପୂର୍ଣ୍ଣିମାରେ ଗୋ-ସେବା କଲେ…

ନୟାଗଡ଼: ସ୍ଥାନୀୟ ବିଧାୟକ ତଥା ରାଜ୍ୟର କୃଷି ଓ ଉଚ୍ଚଶିକ୍ଷା ମନ୍ତ୍ରୀ ଡ. ଅରୁଣ କୁମାର ସାହୁ ଆଜି ଗହ୍ମା ପୂର୍ଣ୍ଣିମା ଅବସରରେ ଗୋ-ସେବା କରିଛନ୍ତି। ଗତବର୍ଷ ଏହି ଦିନରେ ସ୍ଥାନୀୟ ଚାଷକୂଳଙ୍କ ଉପସ୍ଥିତିରେ ଗହ୍ମା ପୂର୍ଣ୍ଣିମା ପାଳିତ ହୋଇଥିବା ବେଳେ ଏ ବର୍ଷ କୋଭିଡ୍‌ କଟକଣା କାରଣରୁ ଏହା ସାଙ୍କେତିକ…

ଜୀବନ ଜୀବିକା ସୁରକ୍ଷା ଦିଗରେ କୃଷିର…

ଭୁବନେଶ୍ବର: କୋଭିତ – ୧୯ ଯୋଗୁ ସାରା ବିଶ୍ୱ ଏକ ଅସ୍ବାଭାବିକ ପରିସ୍ଥିତି ଦେଇଗତି କରୁଥିବା ବେଳେ ଲୋକମାନଙ୍କର ଜୀବନ ଜୀବିକାର ସୁରକ୍ଷା ନିମନ୍ତେ କୃଷି ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିଛି। ଏଥି ସହିତ ରାଜ୍ୟ ଏବଂ ଦେଶର ଅର୍ଥନୀତିକୁ ସୁଧାରିବା ସହିତ ଲୋକମାନଙ୍କ ଆୟବୃଦ୍ଧି ଦିଗରେ କୃଷି…

ଲୋକସେବା ଭବନରେ ଖରିଫ ଚାଷ ନିମନ୍ତେ…

ଭୁବନେଶ୍ୱର: ଚଳିତ ୨୦୨୦ ବର୍ଷର ରାଜ୍ୟରେ ଖରିଫ କାର୍ଯ୍ୟକ୍ରମ ର ଖସଡ଼ା ପ୍ରସ୍ତୁତ ପାଇଁ ଆଜି ରାଜ୍ୟସ୍ତରୀୟ ବୈଠକ ଲୋକସେବା ଭବନ ଠାରେ କୃଷି ଓ କୃଷକ ସଶକ୍ତିକରଣ ମନ୍ତ୍ରୀ ଡ଼ ଅରୁଣ କୁମାର ସାହୁ ଙ୍କ ଅଧକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଭିଡିଓ କଂଫେରେନ୍ସି ମାଧ୍ୟମରେ କୃଷି ବିଭାଗର ଜିଲ୍ଲା ସ୍ତରୀୟ ଓ…

ଓଡ଼ିଶା ରାଜ୍ୟ ବିହନ ନିଗମର ବିହନ…

ଭୁବନେଶ୍ବର: କରୋନା ଭୂତାଣୁ ସଂକ୍ରମଣ (କୋଭିଡ୍‌-୧୯)ର ମୁକାବିଲା ଲାଗି ଦେଶ ତଥା ସାରା ରାଜ୍ୟରେ ଲକ୍‌ ଡାଉନ୍‌ ଜାରି ରହିଥିବାବେଳେ ଚଳିତ ଖରିଫ୍‌ରେ ଚାଷୀମାନଙ୍କୁ ସୁବିଧାରେ ଅଧିକ ଉତ୍ପାଦନକ୍ଷମ ଓ ଉନ୍ନତ ମାନର ବିହନ ଓଡ଼ିଶା ରାଜ୍ୟ ବିହନ ନିଗମ ପକ୍ଷରୁ ଯୋଗାଇଦେବା ନିମନ୍ତେ କୃଷି ଓ କୃଷକ ସଶକ୍ତିକରଣ,…