ଭାରତୀୟ ନୌସେନାରେ ପାକିସ୍ତାନୀ ଗୁପ୍ତଚର,…
ନୂଆଦିଲ୍ଲୀ: ଆନ୍ଧ୍ରପ୍ରଦେଶ ପୋଲିସ ପାକିସ୍ତାନୀ ଗୁଇନ୍ଦା ରାକେଟ୍ ର ପର୍ଦ୍ଦାଫାଶ କରିଛି। ଏହି ଘଟଣାରେ ପୋଲିସ ଭାରତୀୟ ନୌସେନାର ୭ ଯବାନଙ୍କୁ ଗିରଫ କରିଛି । ଏହି ଯବାନମାନେ ପାକିସ୍ତାନ ପାଇଁ ଗୁଇନ୍ଦା କାର୍ଯ୍ୟରେ ଲିପ୍ତ ଥିଲେ ବୋଲି ଅଭିଯୋଗ ହୋଇଛି। ପୋଲିସ ପକ୍ଷରୁ କୁହାଯାଇଛି, ରାଜ୍ୟ ଗୁଇନ୍ଦା ଶାଖା…