Odisha Link
Bridging the Missing Links in Odisha
Daily Archives

January 10, 2020

ସାଇରସ୍‌ ମିସ୍ତ୍ରିଙ୍କୁ ଝଟ୍‌କା

ନୂଆଦିଲ୍ଲୀ: ଟାଟା ସନ୍ସର ପୂର୍ବତନ ଅଧ୍ୟକ୍ଷ ସାଇରସ୍‌ ମିସ୍ତ୍ରିଙ୍କୁ ଲାଗିଛି ଝଟକା। ମିସ୍ତ୍ରିଙ୍କୁ ଟାଟା ସନ୍ସ ଅଧ୍ୟକ୍ଷ ଭାବେ ପୁନଃନିଯୁକ୍ତ କରିବାକୁ ଜାତୀୟ କମ୍ପାନୀ ଆଇନ ପ୍ରାଧିକରଣ(ଏନସିଏଲଏଟି) ଦେଇଥିବା ରାୟକୁ ଚ୍ୟାଲେଞ୍ଜ କରି ଟାଟା ସନ୍ସ ପକ୍ଷରୁ ହୋଇଥିବା ଆବେଦନ ଉପରେ ଶୁଣାଣି ଲାଗି…

ଦୀପିକାଙ୍କୁ ଟାର୍ଗେଟ କଲେ ସ୍ମୃତି,…

ନୂଆଦିଲ୍ଲୀ: ଦିନକୁ ଦିନ ବିବାଦରେ ଛନ୍ଦି ହେଉଛନ୍ତି ବଲିଉଡ ଅଭିନେତ୍ରୀ ଦୀପିକା ପାଦୁଗୋନ। ଜେଏନୟୁ ଛାତ୍ରଛାତ୍ରୀଙ୍କୁ ଦୀପିକାଙ୍କ ସମର୍ଥନ କରିବା ଘଟଣା ଦିନକୁ ଦିନ ଘନଉଛି। କିଛି ଦିନ ତଳେ ବିଜେପି ସାଂସଦ ସାକ୍ଷୀ ମହାରାଜ ଦୀପିକାଙ୍କୁ ବିରୋଧ କରିଥିବା ବେଳେ ଏବେ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନୀ…

ଲଭ-ସେକ୍ସ-ବ୍ଲାକମେଲ!

ଭୁବନେଶ୍ୱର: ଲଭ-ସେକ୍ସ-ବ୍ଲାକମେଲ ନେଇ ଏକ ରୋଚକ ଅଭିଯୋଗ ଆସିଛି। ତେବେ ଚନ୍ଦ୍ରଶେଖର ପୁଲିସ ଉଭୟ ପକ୍ଷଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ପୁଲିସ ଏକ ଘରୋଇ ବ୍ୟାଙ୍କର ଡିଜିଏମ ଓ ଏକ ଘରୋଇ କଲେଜର ଶିକ୍ଷୟିତ୍ରୀଙ୍କୁ ଅଟକ ରଖିଛି। ସୋସିଆଲ ସାଇଟରୁ ପ୍ରେମ ପରେ ଦୁଷ୍କର୍ମ ଓ ବ୍ଲକମେଲିଂ ଅଭିଯୋଗ ହୋଇଛି।…

ମୋଦୀଙ୍କ ପାଇଁ ଟଳିଲା ଇରାନ-ଆମେରିକା…

ଭୁବନେଶ୍ବର: ମୋଦୀଙ୍କ ପାଇଁ ଟଳିଲା ଯୁଦ୍ଧ। ଇରାନ-ଆମେରିକା ମଧ୍ୟରେ ଆଶା କରାଯାଉଥିବା ଯୁଦ୍ଧ ମୋଦୀଙ୍କ ପାଇଁ ଟଳିଛି ବୋଲି କହିଛିନ୍ତ ମନ୍ତ୍ରୀ ପ୍ରତାପ ଷଡଙ୍ଗୀ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ସମୟରେ ଭାରତ ବୌଷୟିକ ସ୍ତରରେ ବିଭିନ୍ନ କ୍ଷେତ୍ରରେ ନେତୃତ୍ବ ନେଉଛି ଏବଂ ସମସ୍ତେ ଏହି ନେତୃତ୍ବକୁ…

ନିର୍ବାଚନରେ ପ୍ଲାଷ୍ଟିକ ବ୍ୟବହାର:…

ନୂଆଦିଲ୍ଲୀ: ନିର୍ବାଚନ ସମୟରେ ରାଜନୈତିକ ଦଳ ଗୁଡ଼ିକ ବ୍ୟବହାର କରିଥାନ୍ତି ପ୍ଲାଷ୍ଟିକ ବ୍ୟାନର, ପୋଷ୍ଟର ଓ ହୋର୍ଡିଂ। ଏବେ ଏସବୁକୁ ନେଇ ବିରୋଧ କରାଯାଇଛି। ଏପରି ପ୍ଲାଷ୍ଟିକ ସାମଗ୍ରୀ ବ୍ୟବହାର ବନ୍ଦ କରିବାକୁ ଆବଶ୍ୟକ ନିର୍ଦେଶ ଦେବା ଲାଗି ଡବ୍ଲ୍ୟୁ ଏଡୱିନ ୱିଲସନଙ୍କ ପକ୍ଷରୁ ପିଟିସନ ଦାୟର ହୋଇଛି।…

ଦୋସ୍ତାନା ୨’ରେ ନଜର ଆସିବା ଏହି ତାରକା

ମୁମ୍ବାଇ : ବଲିଉଡ୍‌ ନିର୍ଦ୍ଦେଶକ ତରୁଣ ମନସୁଖାନୀଙ୍କ ସିନେମା ‘ଦୋସ୍ତାନା ୨’ ବହୁତ ଶ୍ରୀଘ୍ର ଦେଖିବାକୁ ମିଳିବ । ଏହା ୨୦୦୮ରେ ରିଲିଜ୍‌ ହୋଇଥିବା ‘ଦୋସ୍ତାନା’ର ସିକ୍ୱେଲ୍। ଏଥିରେ ଲିଡ୍‌ ରୋଲ୍‌ରେ ପ୍ରିୟଙ୍କା ଚୋପ୍ରା, ଅଭିଷେକ ବଚ୍ଚନ ଓ ଜନ୍‌ ଅବ୍ରାହମ୍‌ ଅଭିନୟ କରିଥିଲେ। ସିନେମାଟି ହିଟ ହେବା ସହ…

ବେକାରୀ ସମସ୍ୟା ପାଇଁ ଯାଉଛି ଜୀବନ

ନୂଆଦିଲ୍ଲୀ: ଦେଶରେ ଦିନକୁ ଦିନ ବଢ଼ୁଛି ବେକାରୀ ସମସ୍ୟା। ବେକାରୀ ପାଇଁ ଜୀବନ ହାରୁଛନ୍ତି ଶିକ୍ଷିତ ଯୁବକ ଯୁବତୀ। ବେକାରୀ ସମସ୍ୟାକୁ ନେଇ ନ୍ୟାସନାଲ କ୍ରାଇମ୍ ରେକର୍ଡ଼ ବ୍ୟୁରୋ (ଏନସିଆରବି) ଚାଞ୍ଚଲ୍ୟକର ଖୁଲାସା କରିଛି। ନ୍ୟାସନାଲ କ୍ରାଇମ୍ ରେକର୍ଡ ବ୍ୟୁରୋ (ଏନସିଆରବି)ର ରିପୋର୍ଟ ଅନୁଯାୟୀ…

‘ଭିନ୍ନକ୍ଷମଙ୍କ ପାଇଁ କୃତ୍ରିମ ଅଙ୍ଗ…

ଭୁବନେଶ୍ୱର : ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ କୃତ୍ରିମ ଅଙ୍ଗ ନିର୍ମାଣ ବାବଦରେ ବିଶେଷ ଧ୍ୟାନ ଦେବ । ଫଳରେ ଭିନ୍ନକ୍ଷମମାନଙ୍କୁ ବିଭିନ୍ନ ଶିବିର ତଥା ‘କ୍ଷମତା ଏକ୍ସପ୍ରେସ୍‌’ ନିର୍ଘଣ୍ଟ ସ୍ଥାନଗୁଡ଼ିକରେ ପରୀକ୍ଷାକ୍ରମେ ନିର୍ଦ୍ଧାରିତ କୃତ୍ରିମ ଅଙ୍ଗ ଯୋଗାଇଦେବାରେ ସମସ୍ୟା ରହିବ…

ପିଲାଙ୍କ ପେଟ ପାଇଁ ଲଣ୍ଡା ହେଲା ବିଧବା…

ତାମିଲନାଡୁ:  କଥାରେ ଅଛି ପେଟ ପାଇଁ ନାଟ। ଆଉ ଏହି ନାଟ ଭଲ ଭାବରେ ବୁଝିଥାଏ ଜଣେ ମା। ନିଜେ ଉପାସ ରହି ସେ ନିଜ ପିଲାଙ୍କ ପେଟକୁ ଖାଇବା ଦେଇଥାଏ, ସେ ହେଉଛି ମାଆ। ଦାରିଦ୍ର୍ୟର ଶିକାର ହୋଇ ଜଣେ ମା ତା ପିଲାଙ୍କ ପାଇଁ ଭୋକ ମେଣ୍ଟେଇବାକୁ ଯାଇ ନିଜେ ଲଣ୍ଡା ହୋଇ ଚୁଟି ବିକ୍ରି କରିଦେଇଛି। ଚୁଟି ବିକ୍ରି…

ବିଜୁଳି କାଟ୍‌କୁ ବିରୋଧ କରୁଛି ବିଜେପି

ଭୁବନେଶ୍ବର: ଜାନୁଆରି ୧୫ସୁଦ୍ଧା ଯେଉଁମାନଙ୍କର ବିଜୁଳି ବିଲ୍ ବକେୟା ଅଛି ତାହା ତୁରନ୍ତ ପୈଠ ନକଲେ ବିଜୁଳି ସଂଯୋଗ କଟାଯିବା ଘଟଣାକୁ ବିରୋଧ କରିଛି ବିଜେପି। ଖାଉଟିମାନଙ୍କ ଉପରେ ବୋଝ ଲଦିବାକୁ ଚାହୁଁଛନ୍ତି ସରକାର । ସରକାର ଏଥିରୁ ନିବୃତ୍ତ ରୁହନ୍ତୁ ବୋଲି ବିଜେପି କହିଛି । ଟାଟା ବୋଧେ କହିଛି ବକେୟା…