Odisha Link
Bridging the Missing Links in Odisha

ଲଭ-ସେକ୍ସ-ବ୍ଲାକମେଲ!

ଭୁବନେଶ୍ୱର: ଲଭ-ସେକ୍ସ-ବ୍ଲାକମେଲ ନେଇ ଏକ ରୋଚକ ଅଭିଯୋଗ ଆସିଛି। ତେବେ ଚନ୍ଦ୍ରଶେଖର ପୁଲିସ ଉଭୟ ପକ୍ଷଙ୍କୁ ଥାନାରେ ଅଟକ ରଖି ତଦନ୍ତ କରୁଛି। ପୁଲିସ ଏକ ଘରୋଇ ବ୍ୟାଙ୍କର ଡିଜିଏମ ଓ ଏକ ଘରୋଇ କଲେଜର ଶିକ୍ଷୟିତ୍ରୀଙ୍କୁ ଅଟକ ରଖିଛି। ସୋସିଆଲ ସାଇଟରୁ ପ୍ରେମ ପରେ ଦୁଷ୍କର୍ମ ଓ ବ୍ଲକମେଲିଂ ଅଭିଯୋଗ ହୋଇଛି। ସମ୍ପୃକ୍ତ ଡିଜିଏମ ତାଙ୍କୁ ଦୁଷ୍କର୍ମ କରିଥିବା ଶିକ୍ଷୟିତ୍ରୀ ଜଣକ ଅଭିଯୋଗ କରିଛନ୍ତି। ଅନ୍ୟପକ୍ଷରେ ବ୍ଲକମେଲିଂ କରି ତାଙ୍କୁ ୫ଲକ୍ଷ ଟଙ୍କା ମଗାଯାଉଥିବା ଡିଜିଏମ ଅଭିଯୋଗ କରିଛନ୍ତି।

Comments are closed.